Sign in
Sign in
Recover your password.
A password will be e-mailed to you.
Browsing Category
କଳା ସାହିତ୍ୟ ସଂସ୍କୃତି
ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କ୍ରିଏଟିଭ ଆର୍ଟସ ପକ୍ଷରୁ ବିଜୁ ପଟ୍ଟନାୟକ ସ୍ମୃତି ସମାରୋହ : ୨୧ଜଣ ହେଲେ ସମ୍ମାନିତ
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଆର୍ବନ ବ୍ୟାଙ୍କ ଖେଳପଡିଆ ଠାରେ ମହାନ୍ ଜନନାୟକ ତଥା ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ସ୍ମୃତି ସମାରୋହ କାର୍ଯ୍ୟକ୍ରମ ଗଜପତି ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ୍ ଆର୍ଟସ ପକ୍ଷରୁ ମହା ଆଡମ୍ୱର…
ଗୋପପୁରରେ ମାୟାବି ରାକ୍ଷସ ତୃଣା,ଷଣ୍ଢା,ଶକଟା,ବକା,ଧିନୁକାର କୃଷ୍ଣଙ୍କ ହସ୍ତରେ ମୃତ୍ୟୁ
ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ଏଖଗାର ଦିନଧରି ଗୋପପୁରରେ ପରିଣତ ହୋଇଥିବା ଖୁଣ୍ଟପାଲି ଗ୍ରାମରେ ବୋଡାସମ୍ବର ଧନୁଯାତ୍ରାର ଷଷ୍ଠ ରଜନରେ କୃଷ୍ଣଙ୍କ ଦ୍ବାରା ତୃଣା,ଷଣ୍ଢା,ଶକଟା,ବକା,ଧିନୁକା ପରି ମାୟାବି ରାକ୍ଷସ ନିଧନ ହେବାର…
ମଥୁରାରେ କଂସ ମହାରାଜାଙ୍କ ବିଷାଦ
ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମର ୩୫ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଆଜି ପଞ୍ଚମ ଦିନରେ ଅବତୀର୍ଣ୍ଣ ହୋଇଛି। ଗୋଟି ଗୋଟିକରି କଂସଙ୍କ ସମସ୍ତ କୁଟଚକ୍ରାନ୍ତ ବିଫଳ ହେବାପରେ ମର୍ମାହତ ହୋଇ ପଡିଥିଲେ। ବିଜୁଳି କନ୍ୟାର…
ପୁତନାର ନିଧନରେ ମହାରାଜ କଂସ ମର୍ମାହତ
ଗାଇସିଲେଟ/କେଦାର ନାଥ ସାହୁ
ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମରେ ୩୫ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ବିଡିଓ ମହାଶୟା ମଧୁଛନ୍ଦା ସାହୁଙ୍କ କରକମଳରେ ଉଦ୍ଘାଟିତ ହୋଇ ଆଜି ଚତୁର୍ଥ ରଜନୀରେ ପଦାର୍ପଣ କରିଛି। ଆଜି ଯାତ୍ରାର ଚତୁର୍ଥ ରଜନୀରେ ଅତିଥି ଭାବେ…
କ୍ଷୀର ସଂଗେ ପ୍ରାଣ ଶୋଷିଲେ ନାଶ ଗଲା ପୁତନା….
ବୋଡାସମ୍ବର ଧନୁଯାତ୍ରାର ଚତୁର୍ଥ ଦିନ : ଗୋପପୁରରେ ପୁତନା ନିହତ
ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ଖୁଣ୍ଟପାଲି ଗ୍ରାମରେ ବୋଡାସମ୍ବର ଧନୁଯାତ୍ରାର ଚତୁର୍ଥ ଦିନରେ ପୁତନା ନିଧନର ନାଟ୍ୟାଭିନୟ। ବୋଡାସମ୍ବର ଧନୁଯାତ୍ରା ମହୋତ୍ସବର ଚତୁର୍ଥ ଦିନରେ…
ଶୀତୁଆ ସଂଧ୍ୟାରେ କଳାକାରଙ୍କ ଚିତ୍ତାକର୍ଷକ ପରିବେଷଣରେ ଝୁମିଲେ ଦର୍ଶକ
ସୁନ୍ଦରଗଡ଼ର ଲୋକ ମହୋତ୍ସବ ଯତରା-୨୦୧୯ର ପ୍ରଥମ ସନ୍ଧ୍ୟା
ସୁନ୍ଦରଗଡରୁ ଜିଲ୍ଲା ପ୍ରତିନିଧି ହୋରଚାନ୍ଦ ଦେଉରିଆ
ଥିରି ଥିରି ଶୀତ ଦେହକୁ ଛୁଉଁଥିଲେ ବି ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରମାନଙ୍କ ସୁନ୍ଦର ଚିତ୍ତାକର୍ଷକ ନୃତ୍ୟ ଭରି ଦେଇଥିଲା ଉସ୍ମତା ଦର୍ଶକଙ୍କ ମନରେ |…
ମହାରାଜ କଂସଙ୍କ ଗର୍ଜନରେ ମଥୁରା ଥରହର
ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମରେ ୩୫ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ବିଡିଓ ମଧୁଛନ୍ଦା ସାହୁ ଙ୍କ କର କମଳରେ ଉଦ୍ଘାଟିତ ହୋଇଯାଇଛି ।ଆଜି ଯାତ୍ରାର ତୃତୀୟ ରଜନୀରି ଅତିଥି ଭାବେ କମିଟିର ସଂପାଦକ ଶ୍ରୀଯୁକ୍ତ ଚୈତନ୍ୟ …
ରାଜଧାନୀରେ ପୁଷପୁନି ଭେଟ
ଭୁବନେଶ୍ୱର/ବରଗଡ :- ପୁଷପୁନି ଭେଟ । ଭୁବନେଶ୍ୱର ରେ ରହୁଥିବା ପଶ୍ଚିମ ଓଡ଼ିଶାର ଯୁବକମାନଙ୍କ ସଂଗଠନ କିରଣ ଦ୍ୱାରା ଆଜି ରବୀନ୍ଦ୍ର ମଣ୍ଡପ ଠାରେ ଧୁମଧାମରେ ପାଳନ କରାଯାଇଛି । ଏହି ଉପଲକ୍ଷେ ରାଜ୍ୟ ସରକାର ଙ୍କର ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ,ପଶ୍ଚିମ ଓଡିଶାର…
ଉଦ୍ଘାଟିତ ହେଲା ସୁନ୍ଦରଗଡ଼ର ଲୋକ ମହୋତ୍ସବ ଯତରା-୨୦୧୯
ସୁନ୍ଦରଗଡରୁ ଜିଲ୍ଲା ପ୍ରତିନିଧି ହୋରଚାନ୍ଦ ଦେଉରିଆ
ସୁନ୍ଦରଗଡ଼ର ପ୍ରସିଦ୍ଧ ଲୋକ ମହୋତ୍ସବ ଯତରା-୨୦୧୯ ଆଜି ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ଯୋଇଯାଇଛି ଭବାନୀ ଭବନ ପଡ଼ିଆଠାରେ ଏହି ମହୋତ୍ସବକୁ ଉଦ୍ଘାଟନ କରିଥିଲେ ଜିଲ୍ଲା ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୂମେଶ ଚନ୍ଦ୍ର ବେହେରା…
ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ।
ପଦ୍ମପୁର/ନୀଳ ଦୀପ: ସ୍ଥାନୀୟ ରିକ୍ରେସନ ସେଣ୍ଟର ନଟରାଜ ପରିସର ପରିସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ହିନ୍ଦୀ ଜାଗରଣ ସାମୁଖ୍ୟ ପଦ୍ମପୁର ନଗର ସଂଯୋଜକ ଶ୍ରୀ ସୁନିଷ କୁମାର ଦୋରାଙ୍କ ଏକ ଭାବଗମ୍ଭୀର ପରିବେଶ ଭିତରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଭାରତୀ ପୂର୍ବ…