Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ହାତୀ ଆକ୍ରମଣରେ ୩ ମହିଳା ଗୁରୁତର
ବାରିପଦା(ଦିଲ୍ଲୀପ ମହାନ୍ତି )- ଶନିବାର ପୂର୍ବାହ୍ନ ପ୍ରାୟ ସାଢେ଼ ୧୧ଟା ସମୟରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ସାମାଇଡ଼ିହି ଗ୍ରାମର କେତେକ ପୁରୁଷ ଓ ମହିଳା ସ୍ଥାନୀୟ ଜଙ୍ଗଲକୁ ଚାରକୋଳି ତୋଳିବା ସମୟରେ ଅଚାନକ ଜଙ୍ଗଲ ମଧ୍ୟରେ ରହିଥିବା ହାତୀ ବାହାରି ଆସି ଆକ୍ରମଣ କରିଥିଲା ।…
କୁଖ୍ୟାତ ବାଲି ମାଫିଆଙ୍କ ବିଶ୍ୱାସଘାତକତା ଓ ଗୁଣ୍ଡାଗର୍ଦ୍ଧି
କୋର୍ଟର କାଠଗଡ଼ାକୁ ଟାଣିଲେ ଲିଜଧାରୀ ପ୍ରଦୀପ
ବାରିପଦା(Dillip Mohanty) )- ୨୦୧୬ ଜୁନ ୩ରେ ବଡ଼ସାହି ତହସିଲଦାରଙ୍କ ଦ୍ୱାରା ବୈଶିଙ୍ଗା ଥାନା ଅନ୍ତର୍ଗତ ଡ଼ାହିସାହି ଗ୍ରାମର ପ୍ରଦୀପ କୁମାର ବିନ୍ଧାଣୀ ବଡ଼ସାହି ଥାନା ଅନ୍ତର୍ଗତ ଆରପଟା ମୌଜାରେ ଥିବା ନଦୀ ସୌରାତ(ବାଲିଘାଟ)କୁ ୫ ବର୍ଷ…
ବାଇକ ଚୋରକୁ ୩ମାସ ଜେଲ ଓ ଜୋରିମାନା ୫୦୦୦ ଟଙ୍କା
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଏସଡ଼ିଜେଏମ ପ୍ରସନ୍ନ କୁମାର ବେହେରା ଏକ ବାଇକ ଚୋରୀ ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଦେଢ଼ ବର୍ଷ ଜେଲ, ୫ ହଜାର ଟଙ୍କା ଜୋରିମାନା ଅନାଦେୟରେ ଅଧିକ ୩ ମାସ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ପ୍ରାପ୍ତ…
ମହିଳା ସହିତ ଦୁଷ୍କର୍ମ ଅଭିଯୁକ୍ତକୁ ଜେଲ ଓ ଜୋରିମାନା
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହକାରୀ ସେସନ ଜଜ୍ (ସ୍ପେଶାଲ ଟ୍ରାକ କୋର୍ଟ) ଅମୀୟ ରଞ୍ଜନ ଜେନା ଆଜି ଏକ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ କୁଳିଅଣା ଥାନା ସରଡ଼ିହା ଗ୍ରାମର ଚୁନୁ ଓରଫ ଚୁନୁରାମ ହାଁସଦାଃ(୨୭)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସହିତ ଭାରତୀୟ ପିଙ୍ଗଳ…
ହରିଜନ ଭିନ୍ନକ୍ଷମ ଯୁବକକୁ ମାଡ : ଥାନାରେ ଏତଲା
ବ୍ୟାସନଗର (ଜୟଶଙ୍କର ଦାଶ) – କୋରାଇ ଥାନା ଅର୍ନ୍ତଗତ ଧନେଶ୍ୱର ପଂଚାୟତ ର ବାଢା ଗ୍ରାମ ର ଜଣେ ହରିଜନ ଭିନ୍ନକ୍ଷମ ଯୁବକ କୁ ମାଡ ହୋଇଥିବା ଅଭିଯୋଗ ହୋଇଛି ।ଅଭିଯୋଗ କାରୀ ଦୁଖିଶ୍ୟାମ ମଳିକ(୧୯) ,ପିତା କନ୍ଦ ମଳିକ ଙ୍କ କହିବା ମୁତାବାକ ସେ ଖେଳ ପଡିିଆ କୁ ଖେଳ ଦେଖିବା କୁ ଯାଉଥିବା ସମୟ…
ମଶାଣି ପଇସାରୁ ବି ୧୦ ହଜାର ଟଙ୍କା ଲାଞ୍ଚ
ଭିଜିଲାନ୍ସ ଟ୍ରାପରେ ଗିରଫ ହେଲେ ଖାନୁଆ ମହିଳା ସରପଞ୍ଚ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅଧିନରେ ଥିବା ଖାନୁଆ ଗ୍ରାମ ପଞ୍ଚାୟତର ମହିଳା ସରପଞ୍ଚ ତଥା ପଳାଶବଣି ଗ୍ରାମର ଗୀତାରାଣୀ ସିଂ ଶ୍ମଶାନଘାଟ ନିର୍ମାଣ କାର୍ଯ୍ୟର ରନିଂ ବିଲରେ ଦସ୍ତଖତ କରାଇବା…
ଯାଜପୁର ପୋଲିସକୁ ବଡ ସଫଳତା, ଜେଲ ଗଲେ ୭ ଆନ୍ତଃରାଜ୍ୟ ଡକାୟତ
ଯାଜପୁରରୁ ଜୟଶଙ୍କର ଦାଶ : ଯାଜପୁର ଧର୍ମଶାଳା ପୋଲିସ ସ୍ଥାନୀୟ ଜାରକା ନିକଟରୁ ୭ଜଣ ଆନ୍ତଃ ରାଜ୍ୟ ଡକାୟତ ଶୁକ୍ରବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି । ଆଜି ପାଣିକୋଇଲି ପୋଲିସ ମୁଖ୍ୟାଳୟରେ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସପି ଚରଣ ସିଂ ମୀନା ।…
ହତ୍ୟା ମାମଲାରେ ଅଭିଯୁକ୍ତକୁ ଜେଲ ଓ ଜୋରିମାନା
ବାରିପଦାରୁ ଦିଲ୍ଲୀପ ମହାନ୍ତି - ବାରିପଦା ସେସନ ଜଜ୍ ପ୍ରମୋଦ କୁମାର ଜେନା ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ୭୦ ବର୍ଷର ବୃଦ୍ଧକୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳ କୋଡ଼ ଧାରା ୩୦୪(୧୧) ଅନୁସାରେ ୫ ବର୍ଷ କାରାଦଣ୍ଡ, ୧୦ ହଜାର ଟଙ୍କା ଜୋରିମାନା ଓ ଅନାଦେୟରେ ଅଧିକ…
ମରଣ ଡାକିଲେ କିଏ ବା ରଖେ !!!!
ଶବ ଦାୟ କରିବାକୁ ଯାଇ ଶବ ହୋଇ ଫେରିଲେ –
ବାରିପଦା/Dillip Mohanty - ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଛଚିନା ଗ୍ରାମର ଦୁର୍ଗା ମାର୍ଣ୍ଡି ନାମକ ଏକ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ଆତ୍ମୀୟସ୍ୱଜନ ଓ ସାଇପଡ଼ିଶାର କିଛି ଲୋକ ଦୁର୍ଗା ମାର୍ଣ୍ଡିଙ୍କ …
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ
ବଡବିଲ(ଚିତରଂଜନ କର)- କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ବଳିତା ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବଳିତା ତଳସାହିର ସାବିତ୍ରୀ ନାଏକ(୪୫)ଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ବଳିତା ଗ୍ରାମରେ ସୋନୁ ମୁଣ୍ଡା ନାମକ ବ୍ୟକ୍ତିଙ୍କ ଗୃହ ନିର୍ମାଣ କାର୍ଯ୍ୟ…