Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ପଥର ଛଇରେ ବୁଡ଼ି ନାବାଳକ ମୃତ
ଯାଜପୁରରୋଡ୍(ଜୟଶଙ୍କର ଦାଶ) : ଯାଜପୁରରୋଡ୍ ବ୍ୟାସନଗର ତହସିଲ ଅନ୍ତର୍ଗତ ଚାନ୍ଦମା ମୌଜା ଓ ଯାଜପୁରରୋଡ୍ ପଛପାଖରେ ଥିବା ପଥର ଛଇରେ ଶନିବାର ଅପରାହ୍ନରେ କହ୍ନେଇପୁର ଗ୍ର୍ରାମର ଗୌରହରି ନାୟକଙ୍କ ପୁଅ ପ୍ରତୀକ ନାୟକ(୧୪) ବୁଡି ମୃତୁ୍ୟ ଘଟିଛି । ପ୍ରତୀକ ନିଜ ସାଇକେଲ୍ଟିକୁ ଧୋଇବା ପାଇଁ ପଥର…
ଏମିତି ବି ଆସେ ମରଣ………
ପଦ୍ମପୁର(ନୀଳ ଦୀପ)- ମରଣ ଏମିତି ଆସିବ ବୋଲି କେବେବି ଭାବିନଥିଲେ ପ୍ରମୋଦ | ବାସ୍ତବିକ ଏମିତି ମୃତ୍ୟୁ ଥିଲା ତାଙ୍କ କଳ୍ପନା ବାହାରେ | ପଦ୍ମପୁର ବ୍ଲକ ବୁଡେନ ଥାନା ଅନ୍ତର୍ଗତ ଆମ୍ବବାହାଲ ଗ୍ରାମରେ ଶୁକ୍ରବାର ଦିନ ନିଜ କ୍ଷେତରେ ଟ୍ରାକ୍ଟର ଯୋଗେ କାଦୁଅ କରୁଥିବା ସମୟରେ ଟ୍ରାକ୍ଟର…
ନାବାଳିକାକୁ ଦୁଷ୍କର୍ମ : ଅଭିଯୁକ୍ତଙ୍କୁ ଯୁବକକୁ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା
ବାରିପଦା(ଦିଲ୍ଲୀପ ମହାନ୍ତି )-ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ -୧ କମ ପ୍ରିଜାଇଡ଼ିଂ ଅଫିସର ଚିଲଡ୍ରେନ କୋର୍ଟ ଜଜ୍ ସମର ବିଳାଶ ବେହେରା ଆଜି ଶୁକ୍ରବାର ଏକ ନାବାଳିକା ଦୁଷ୍କର୍ମ ମାମଲାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିବାକୁ ଯାଇ ଅଭିଯୁକ୍ତ ଯୁବକ ମୟୁରଭଞ ଜିଲା…
ଜୁସ ଦୋକାନ ରସିଦ ଦେଇ ଫାଇନ କାଟୁଥିଲେ ନକଲି ଆରଟିଓ
ବଡ଼ବିଲ (ଚିତ୍ତରଞ୍ଜନ କର) :କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଜଣେ ନକଲି ଆରଟିଓ ବାବୁଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ। ବଡ଼ବିଲ ବାଇପାସ ରୋଡ଼ ଅଞ୍ଚଳର ଇମରାନ ଖାନ ନାମକ ଜଣେ ଯୁବକ ନିଜକୁ ଆରଟିଓ ଭାବେ ପରିଚୟ ଦେଇ ଟ୍ରକମାନଙ୍କରୁ ଟଙ୍କା ଆଦାୟ କରୁଥିବା ବେଳେ ପୋଲିସ ହାତରେ ଧରା ପଡିଛି। ତା…
ମନ ଛାଡିଗଲା, ଛାଡିଦେଲି
ନୂଆପଡ଼ା ପୁଲିସ ନିକଟରେ କ୍ୟାଡର ମାଓବାଦୀ ଦୁର୍ବାଦଳଙ୍କ ଆତ୍ମସମର୍ପଣ ।
ପାଇକମାଲ ରୁ ଗୌରାଙ୍ଗ ଚରଣ ଦାସ:କ୍ୟାଡର ମାଓବାଦୀ ଦୁର୍ବାଦଳ ବରିହା ଓରଫ ବାଦଲ (୪୦) ବୁଧବାର ନୂଆପଡ଼ା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମାଓ ସଂଗଠନରେ ନିର୍ଯାତନା ସହି ନପାରି ଆତ୍ମସମର୍ପଣ କରିଥିବା ସେ…
ଦୁଇଟି ଟ୍ରକ ମୁହାଁମୁହିଁ
କନ୍ଧମାଳ/ ଗଗନ କୁମାର ପ୍ରଧାନ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ପରମପାଞ୍ଚରେ ଠାରେ ଦୁଇଟି ଟ୍ରକ ମୁହାଁମୁହିଁ | ଦୁଇ ଡ୍ରାଇଭର ଆହତ |
ପଲଟିଲା ଟ୍ରାକ୍ଟର , ଅଳ୍ପକେ ବର୍ତିଲେ ଦୁଇଜଣ
ଘଂଟାଏ ଚାପି ହୋଇ ରହିଲା ପରେ ଉଦ୍ଧାର କଲା ଦମକଳ ବାହିନୀ
କନ୍ଧମାଳ/ ଗଗନ କୁମାର ପ୍ରଧାନ : ଅଳିଆ ପକାଇ ଫେରୁଥିବା ବେଳେ ଖାତରେ ପଡିଲା ଘୁ ଉଦୟଗିରି ଏନଏସି ଟ୍ରାକଟର | ମାଲିକାପଡ଼ି ପଂଚାୟତର ପାଙ୍ଗନାଯୁ ଅଂଚଳରେ ଥିବା କେନାଲରେ ଟ୍ରାକ୍ଟର ଖସିଲା | ତିନିଜଣ ଲେବର ଗାଡ଼ିରୁ ଦେଇ…
ଇନ୍ଦିରା ପଡିଆ ନିକଟରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା
kandhamal/ Gagan Kumar Pradhan : କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକ ଅନ୍ତର୍ଗତ ଇନ୍ଦିରା ପଡିଆ ନିକଟରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି | ପଡିଆ ନିକଟସ୍ଥ ଏକ ତେନ୍ତୁଳି ଗଛରେ ନିଜ ଓଢଣିରେ ବେକକୁ ବାନ୍ଧି ଝୁଲୁଥିବା ଦେଖିବାକୁ ମିଲିଥିଲା | ଲୋକେ ଖବର ଦେବା ପରେ…
ଆଠ ହଜାର ଟଙ୍କା ଲାଞ୍ଚ ନେଇ ଦର୍ପଣ ଆରଆଇ ଭିଜିଲାନ୍ସ ଖାପଚରେ
ଜୟଶଙ୍କର ଦାଶ(ଯାଜପୁର) ଦର୍ପଣ ତହସିଲ ଏବେ ଦୁର୍ନୀତିର ଗନ୍ତାଘର ହୋଇଛି ଏବଂ ଏହି କାର୍ଯ୍ୟାଳୟଟି ସତେ ଯେମିତି ଦୁର୍ନୀତିଗ୍ରସ୍ତ ବାବୁମାନଙ୍କ ଠିକଣା ପାଲଟିଛି ! ନ ହୋଇଥିଲେ ବର୍ଷକ ମଧ୍ୟରେ ଏହି ତହସିଲର ତିନି ତିନି ଜଣ ରାଜସ୍ବ ନିରୀକ୍ଷକ ଲାଞ୍ଚ ନେଉଥିବା ବେଳେ ଇତିମଧ୍ୟରେ ଭିଜିଲାନ୍ସ…
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଜିଲ୍ଲା ଓ ଦୌରା ଜଜ୍ ସଞ୍ଜୟ ରଞ୍ଜନ ବହିଦାର ଆଜି ସ୍ୱାମୀ ଦ୍ୱାରା ସ୍ତ୍ରୀର ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ୱାମୀ କପ୍ତିପଦା ଥାନା ଅନ୍ତର୍ଗତ ପଥରସାହି ଗ୍ରାମର ଶମ୍ଭୁ ନାୟକ(୩୫)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳ…