Browsing Category

ଅଘଟଣ

  ବୈତରଣୀ ନଦୀରେ ବୁଡି ବାଳକର ମୃତ୍ୟୁ 

  ଯାଜପୁର -କୋରାଇ ଥାନା ମଥୁରାପୁର ବୈତରଣୀ ନଦୀ ଗର୍ଭରେ ଆଜି ସକାଳ ୭.୩୦ସମୟରେ ମା ସହିତ ଶୌଚ  ହେବାକୁ ଯାଇଥିବା ପୁଅ ବିକାସ ହାତି(୫) ନଦୀ ରେ ବୁଡି ମୃତବରଣ କରିବା ଗ୍ରାମରେ ଏକ ଶୋକାକୁଳ ପରିବେଶ  ଦେଖାକୁ ମିଳିଛି । ମୁକୁନ୍ଦପିର ଗ୍ର:ପ:ର ମଥୁରାପୁର ଗ୍ରାମର ଗୋବିନ୍ଦ ହାତିଙ୍କ ସ୍ତ୍ରୀ…

କାର ଓ ଅଟୋ ଧକକା ଚାରି ଆହାତ 

ବାରିପଦା-ତା-୨୫-୭-ଗତକାଲି ବାରିପଦା ସଦର ଥାନା ଅନ୍ତର୍ଗତ କଇଁଫୁଲିଆ ରାସ୍ତାରେ ଏକ ଅଟୋକୁ ((OR 11 H 3328) ଦୃତ ଗତିରେ ଆସୁଥିବା ଏକ ସୁଇଫ୍ଟ ଡିଜାୟାର କାର (wB 12 C 9171) ଧକକା ଦେବାଫଳରେ ଅଟୋରେ ଥିବା ଚାରିଜଣ ଲୋକ ଆହାତ ହୋଇଥିବାର ସୂଚନା ମିଳିଅଛି ।ଘଟଣା ଘଟାଇବାପରେ କାରଟି…

ଏନ୍କାଉଣ୍ଟରରେ ଅପରାଧୀ ସୁଶାନ୍ତ ପ୍ରଧାନ ଓ ରାଜେଶ ରେଡି ଆହତ

  ଖଲ୍ଲିକୋଟ ସାନଘାଟି ଛକରେ ଏନ୍ କାଉଣ୍ଟର ଏହି ଏନ୍କାଉଣ୍ଟରରେ ଅପରାଧୀ ସୁଶାନ୍ତ ପ୍ରଧାନ ଓ ରାଜେଶ ରେଡି ଆହତ |ଏମାନଙ୍କ ଠାରୁ 2 ଲକ୍ଷ ଟଙ୍କା ଗୋଟିଏ କାର ଓ ଦୁଇ ଗୋଟି ବନ୍ଧୁକ ଜବତ ଆହତ ମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭତ୍ତି | ସୁଚନାଯୋଗ୍ୟ କି ଗତ କିଛି ଦିନ ତଳେ ଖଲ୍ଲିକୋଟ ଟୋଲ…

ଲାଞ୍ଚ ଖାଉଥିଲେ ବଡ ବାବୁ, ଭିଜିଲାନ୍ସ ଯାଇ କଲା କାବୁ 

   ୫ ହଜାର ଟଙ୍କା ଲାଞ୍ଚ : ଭିଜିଲାନ୍ସ ଟ୍ରାପରେ ଲାଞ୍ଚଖୋର ପରିସଂସ୍ଥାନ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଗିରଫ ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା । ଏଠାରେ ରହିଥିବା ସରକାରୀ କାର୍ଯ୍ୟାଳୟଗୁଡ଼ିକ ରେ କେତେକ ଅସାଧୁ ସରକାରୀ କର୍ମଚାରୀ ବିଭିନ୍ନ…

ପୁରୁଣାକଟକ ; ଅଭିନବ ଉପାୟରେ ଚୋରା ବିଦେଶୀ ମଦ ବିକ୍ରି

ଢାବା ଆଗରେ ଥିବା ଚୋରା ମଦ ବୋଝେଇ କାର ଜବତ, ୨ ଫେରାର୍ ବୌଦ୍ଧ (ସିମୁନ୍ ନାଏକ)  ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିଭିନ୍ନ ଅଂଚଳରେ ଦିନକୁ ଦିନ ଚୋରା ମଦ ବିକ୍ରି ଅହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ହେଲେ ପୋଲିସି ଡାଳେ ଡାଳେ ଗଲେ ଚୋରା ମଦ ବେପାରି ମାନେ ପତ୍ରେ ପତ୍ରେ ଗଲା…

ଛିଃ ଛିଃ ଛିଃ ,,,,,,ଏଟାକୁ ମାଷ୍ଟ୍ର କିଏ କଲା ?

    ଭିନ୍ନକ୍ଷମ ଯୁବତୀଙ୍କ ସହିତ ଅସଦାଚରଣ ; ଅଭିଯୁକ୍ତ ଶିକ୍ଷକ ଫେରାର ବାରିପଦା(ଦିଲ୍ଲୀପ ମହାନ୍ତି)- ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର । ସମାଜରେ ଗୁରୁ ଦେବତା ଭାବେ ପୂଜା ପାଇ ଆସୁଥିବା ସମୟରେ କେତେକ ଗୁରୁଙ୍କ ଅପକର୍ମ ପାଇଁ ସମଗ୍ର ଗୁରୁଙ୍କ ମୁଣ୍ଡ ଆଜି ତଳକୁ…

ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ 

     ପାଇକମାଲ/Gourang Dash :- ପାଇକମାଲ ରୁ ମାତ୍ର 2 କିଲୋମିଟର ଦୂରରେ ଥିବା ବୈଦପାଲି ଗ୍ରାମର ମୁକୁନ୍ଦ ଦୁଡୁକା ଙ୍କର 18 ବର୍ଷ ବୟସ୍କା ଝିଅ ରୁପା ଦୁଡୁକା ଙ୍କର ଆଜି ଦୀପହର ପ୍ରାୟ 12 ଟା ରୁ 1 ମଧ୍ୟରେ ମୃତ୍ୟୁ ହେଇଯାଇଥିବା ଜଣା ପଡ଼ିଛି । ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ…

ପୁଣି ଏକ ଡକାୟତ ଗ୍ୟାଙ୍ଗ ଧାରା ପଡିଲେ 

  ରାଉରକେଲାରୁ ସୁଶାନ୍ତ  ବେହେରା :  ରାଉରକେଲାରେ ପୁଣି ଆଉ ଏକ ବଡ ଧରଣର ଡକାୟତି ଯୋଜନା କଲା ବେଳେ ୪ ଜଣ କୁଖ୍ଯାତ ଡକାୟତଙ୍କୁ ଗିରଫ କରିଛି ବିଶ୍ରା ଥାନା ପୁଲିସ। ସେମାନଙ୍କ ମଧ୍ଯରେ ରହିଛି ପଡଶୀ ରାଜ୍ଯ ଝାଡଖଣ୍ଡ ବାନୋ ଥାନା ଅନ୍ତର୍ଗତ ଗିରିଡାର ଦୁର୍ଦ୍ଦାନ୍ତ ଅପରାଧୀ ମଦନ ମାଂଝୀ ଓରଫ…

ବାରିପଦା ସହରରେ ପ୍ରଥମ ଘଟଣା : ପୁଲିସର ଅପାରଗତା ପାଇଁ ଗୋଟାଏ ରାତିରେ ଦୁର୍ବୁତ ୪ ଏଟିଏମରୁ ଲୁଟିଲେ ୧୫ ଲକ୍ଷରୁ ଅଧିକ 

  ବାରିପଦା(ଦିଲ୍ଲୀପ ମହାନ୍ତି )- ଅତୀତର ବାରିପଦାରେ ଗାନ୍ଧିଜୀଙ୍କର ରାମ ରାଜ୍ୟର ପରିକଳ୍ପନାର ବାସ୍ତବ ଚିତ୍ର ଦେଖିବାକୁ ମିଳୁଥିଲା । ଆସ୍ତେ ଆସ୍ତେ ବାରିପଦା ସହର ବାହାର ଜିଲ୍ଲା ଓ ରାଜ୍ୟରୁ ଜନସାଧାରଣଙ୍କ ପ୍ରବେଶ ଓ ଅନୁପ୍ରବେଶ ଆଦି ବିଭିନ୍ନ କାରଣରୁ ସହର ଦିନକୁ ଦିନ ଅଶାନ୍ତ ହୋଇଯାଇଛି…

 ରାଉରକେଲା ପୋଲିସକୁ ବଡ଼ ସଫଳତା : ଡକାୟତ ଗ୍ୟାଙ୍ଗ ଗିରଫ 

  Rourkela/ ସୁଶାନ୍ତ ବେହେରା : କିଛି ଦିନ ବ୍ୟବଧାନରେ ରାଉରକେଲା ପୋଲିସକୁ ପୁଣି ଏକ ବଡ଼ ଧରଣର ସଫଳତା  ମିଳିଛି । ରାଉରକେଲାରେ ଏକ ବଡ ଧରଣର ଡକାୟତି ଯୋଜନା କଲା ବେଳେ ୪ ଜଣ କୁଖ୍ୟାତ  ଡକାୟତଙ୍କୁ ଗିରଫ କରିଛି ପ୍ଲାଣ୍ଟସାଇଟ୍ ଥାନା ପୁଲିସ ।  ସେମାନଙ୍କ ମଧ୍ୟରେ  ରହିଛି ରାଜଗାଙ୍ଗପୁର…