ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ : 55 ନମ୍ବର ଜାତୀୟ ରଜପଥ ରେ ଚାରମାଳ ଥାନା ଅନ୍ତର୍ଗତ ମୋଚିବାହାଳ ଚେକଗେଟରେ ଟ୍ରକ ଅଟକାଇ ବେଆଇନ ଭାବେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଦିଲିପ ଖିଲେଇ,ଅଜିତ ସାହୁ ଓ ପୁରୁଷତ୍ତମ ପ୍ରଧାନଙ୍କୁ ଗିରଫ କରିଛି l ସେମାନଙ୍କ ପାଖରୁ 940 ଟଙ୍କା ଜବତ ହୋଇଥିବା ବେଳ ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯିବ l