Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଝିଅ ଘରକୁ ଯିବା ହେଲା କାଳ, ରାକ୍ଷସ ସାଜିଲା ପୁଅ
ଟିକିଏ ବି ଚିନ୍ତା କଲାନି, ବାଡେଇ ବାଡେଇ ମାକୁ ମାରିଦେଲା ପୁଅ
ବାରିପଦା(ଦିଲ୍ଲୀପ ମହାନ୍ତି )
ମା ହତ୍ୟାକାରୀ ପୁଅକୁ ବାରିପଦା ଟାଉନ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାଡର଼୍ ନଂ ୨୬ ଭୁଗୁଡ଼ାକଟା ଅଞ୍ଚଳର…
ଜେଲ୍ରୁ ଜଣେ କଏଦୀ ଚମ୍ପଟ୍
ନିରୋଜ ମିଶ୍ର/ ଶାସକ ପ୍ରଶାସକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜେଲ୍ରୁ ଜଣେ କଏଦୀ ଚମ୍ପଟ୍ ମାରିଛନ୍ତି। ଜେଲ୍ ପରିସର ବଗିଚାରେ କାମ କରୁଥିବା ବେଳେ ସେ ଖସି ପଳାଇ ଯାଇଛନ୍ତି। ତାଙ୍କ ନାଁ ଭବସାଗର ଶବର (୪୦)। ଏନେଇ ଭବାନୀପାଟଣା ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି। ସେ…
ପୁଣି ଏକ ସଡ଼କ ଦୁର୍ଘଟଣା ରେ ଜଣେ ମହିଳା ମୃତ
ପାଇକମାଲ/ଗୌରାଙ୍ଗ ଚରଣ ଦାଶ
ଆଜି ସକାଳ ପ୍ରାୟ 8 ଘଣ୍ଟା ସମୟରେ ପାଇକମାଲ ପଦ୍ମପୁର ମୁଖ୍ୟ ରାସ୍ତାର ଗୌରଜୁରୀ ଗ୍ରାମ ର ସାପ୍ତାହିକ ବଜାର ନିକଟ ଏକ ସଡ଼କ ଦୁର୍ଘଟଣା ରେ ଜଣେ 65 ବର୍ଷ ବୟସ୍କା ମହିଳା ଯଶୋଦା ସାହୁ ଙ୍କର ମୃତ୍ୟୁ ହେଇଯାଇଛି।
ଗୌରଜୁରୀ ଗ୍ରାମର ଜନ୍ମ…
ଆଣ୍ଠୁଏ ପାଣିରେ ବୁଡି ଜୀବନ ଗଲା
ପାଇକମାଲ/ଗୌରାଙ୍ଗ ଚରଣ ଦାଶ
ପାଇକମାଲ ବ୍ଲକ ର ପଲସଦା ଗ୍ରାମରେ ବାସ କରୁଥିବା ଗୋବର୍ଦ୍ଧନ ମହୀର (ପିତା)ବୁଟି ମହୀର । ସକାଳୁ ଏକ ବିଲ କୁ ଶୌଚ ପାଇଁ ଯାଇ ଥିଲେ। ପ୍ରାୟ 12ଟା ସମୟରେ ଉକ୍ତ ବିଲରେ ଗାଁ ର କିଛି ଲୋକ ମୃତ ଦେହ ଭାସୁଥିବା ଦେଖି ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ…
ଜମି ମାଫିଆ ରଣଜିତ ମହାନ୍ତିଙ୍କ ଡ଼ିସଚାର୍ଯ୍ ପିଟିସନ ଅଦାଲତ ଦ୍ୱାରା ଖାରଜ
୩୧ରେ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ
ବାରିପଦା(ଦିଲ୍ଲୀପ ମହାନ୍ତି )
ସରକାରୀ ଜମିକୁ ଚଞ୍ଚକତା କରି ହାତେଇବାରେ ମାମଲାରେ ଅଭିଯୁକ୍ତ ବିବାଦୀୟ ଜମି ମାଫିଆ ରଣଜିତ ମହାନ୍ତିଙ୍କ ପକ୍ଷରୁ ମାନ୍ୟବର ଅଦାଲତରେ ଆଗତ ହୋଇଥିବା ଡ଼ିସଚାର୍ଯ୍ୟ ପିଟିସନ ଚଳିତ ଜୁଲାଇ ୨୪ରେ ଉକ୍ତ ମାମଲାରେ…
ବଜ୍ରପାତରେ ଇଂଜିୟରିଙ୍ଗ ଛାତ୍ରର ମୃତ୍ୟୁ
ଯାଜପୁର : ତରାପୁରସ୍ଥିତ କଳିଙ୍ଗନଗର ପଲିଟେକନିକର ୩ୟ ବର୍ଷ ମେକାନିକାଲ ଇଂଜିୟରିଙ୍ଗ ଛାତ୍ର ସୁମିତ କୁମାର ଶତପଥି(୨୦)ଙ୍କର ଆଜି ଅପରାହ୍ନରେ ବଜ୍ରପାତ ଯୋଗୁ ଛୋଟରାୟପୁର ନିକଟସ୍ତ ବାଲିଆପଶି ଛକରେ ମୃତ୍ୟୁ ଘଟିଛି । ସାଇକେଲ ଯୋଗେ ସୁମିତ ଓ ତାଙ୍କ ସାନଭାଇ ମନଦୀପ ଘରକୁ (ନହକା,…
ନାବାଳିକାକୁ ଦୁଷ୍କର୍ମ : ଅଭିଯୁକ୍ତଙ୍କୁ ଯୁବକକୁ ଜେଲ ଓ ଜୋରିମାନା
ବାରିପଦା(ଦିଲ୍ଲୀପ ମହାନ୍ତି )-ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ -୧ ଓ ପ୍ରିଜାଇଡ଼ିଂ ଅଫିସର ଚିଲଡ୍ରେନ କୋର୍ଟ ଜଜ୍ ସମର ବିଳାଶ ବେହେରା ଆଜି ଏକ ନାବାଳିକା ଦୁଷ୍ଟର୍ମ ମାମଲାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିବାକୁ ଯାଇ ଅଭିଯୁକ୍ତ ଯୁବକ ରାଇରଙ୍ଗପୁର ଗ୍ରାମାଞ୍ଚଳ…
ଅବସରପ୍ରାପ୍ତ ଅଧ୍ୟାପକଙ୍କ ଘରୁ ଚୋରି ଉଦ୍ୟମ
ପଦ୍ମପୁର/ନୀଳ ଦୀପ - ପଦ୍ମପୁର ରାଜବୋଡାସମ୍ବର ହାଇସ୍କୁଲ ପଡିଆ ନିକଟରେ ରହୁଥିôବା ପଦ୍ମପୁର ଅଂଚଳ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଡଃ. ବାଂଛାନିଧି ପଣ୍ଡାଙ୍କ ବାସଭବନରେ ଗତ ଗୁରୁବାର ରାତିରେ ଚୋରି ଉଦ୍ୟମ ହୋଇଥିବା ପଦ୍ମପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ବିସ୍ତୃତ ବିବରଣୀ…
ପୁଲିସର ଦବଙ୍ଗ ଗିରି ପ୍ରସଙ୍ଗ : ନ୍ୟାୟ ପାଇଁ ଆଦାଲତର ଦ୍ୱାରସ୍ଥ ହେଲେ ପିଡ଼ିତା
ବାରିପଦା(ଦିଲୀପ ମହାନ୍ତି )- ବାରିପଦା ଟାଉନ ଥାନା ପୁଲିସଙ୍କ ଦବଙ୍ଗ ଗିରିକୁ ନେଇ ହରଡ଼ ଘଣାରେ ଫସି ଯାଇଛନ୍ତି ବାରିପଦା ଟାଉନଥାନା ଏସଆଇ ମିନୀ ଭୋଇ ଓ ଚନ୍ଦ୍ରକାନ୍ତି ସାହଙ୍କୁ ସହିତ ଅନ୍ୟ କେତେକ ପୁଲିସ କନେଷ୍ଟବଳ । ଉଚ୍ଚ ନ୍ୟାୟାଳୟରୁ ଜାମିନରେ ଆସିଥିବା ଏକ ବିବାହିତା ମହିଳାଙ୍କୁ ବଳ…
ନାବାଳକକୁ ହତ୍ୟାକାରୀ ସଜାଇ ପୋଲିସ ଗିରଫ କରିଛି
ଡ଼ିଜିଙ୍କୁ ଭେଟିଲେ ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟସ୍ତରୀୟ ପ୍ରତିନିଧି ମଣ୍ଡଳ
ଯାଜପୁର/Jayashankar Dash : ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଫଜଲପୁର ଗ୍ରାମରେ ଜଣେ ନାବାଳିକାକୁ ହତ୍ୟାକରୀ ପୋଖରୀରେ ଫିଙ୍ଗିଦେବା ଏବଂ ପ୍ରକୃତ ହତ୍ୟାକାରୀଙ୍କୁ ଛାଡ଼ିଦେଇ ଘଟଣାର…