Browsing Category

ଅଘଟଣ

ନୟାଗଡ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ  ପରିସରରେ ଅଭାବନୀୟ ଦୃଶ୍ୟ 

 ନୟାଗଡ଼/ବିଶ୍ବଜିତ୍ ନାୟକ : ରବିବାର ରାତି 9.30 ସମୟରେ ଜଣେ ମହିଳା ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଆସିଥିଲେ | ଉକ୍ତ ମହିଳା ଜଣଙ୍କ ଗାଡିରୁ ଓହ୍ଲାଇ ଡାକ୍ତରଖାନା ମଧ୍ୟକୁ ଯିବା ସମୟରେ ଡାକ୍ତରଖାନା ପରିସରରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ |…

ଛି….ଛି….ଧିକ ତୁମ ମଣିଷ ପଣିଆ : ଏମିତି ପୁଅ ଜନ୍ମ କରିବାଠୁ ବାଞ୍ଝ ହେବା ଶହେ ଗୁଣେ ଭଲ

ବରଗଡ/ ଗୌରାଙ୍ଗ ଚରଣ ଦାଶ  :- ବହୁ ଆଶାରେ ମାଁ ବାପା ସନ୍ତାନ କୁ ଜନ୍ମ ଦେଇଥାନ୍ତି । ପ୍ରତ୍ୟେକ ମାଁ ବାପା ସନ୍ତାନ ମାନଙ୍କୁ ନିଜର ସବୁ ସୁଖ କୁ ତ୍ୟାଗ କରି ପାଳନ ପୋଷଣ କରିବା ସହିତ ଏକ ଭଲ ମଣିଷ ଭାବରେ ସମାଜ ରେ ପ୍ରତିଷ୍ଠିତ କରାଇବା ପାଇଁ ବହୁ ସଂଘର୍ଷ କରିଥାନ୍ତି । ପ୍ରତିବଦଳରେ ସମସ୍ତ…

ବଡ଼ବିଲରେ ପୁଣି ଆଦିବାସୀ ନାବାଳିକାକୁ ଦୁଷ୍କର୍ମ : ଜେଲ ଗଲା ଅଭିଯୁକ୍ତ

ବଡ଼ବିଲ : ବଡ଼ବିଲରେ ଜଣେ ୧୨ ବର୍ଷୀୟା ଆଦିବାସୀ ନାବାଳିକାକୁ ଦୁଷ୍କର୍ମ କରିଥିବା ଘଟଣାରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି | ଗିରଫ ଅଭିଯୁକ୍ତ ଜଣକ ହେଉଛି ବଡ଼ବିଲ ସେଡ଼ିଙ୍ଗ ବସ୍ତି ଅଂଚଳର ଗଦା ସିଂ | ଗତ ୪ ତାରିଖ ରାତି ୧୦ଟା ବେଳେ ଅଭିଯୁକ୍ତ  ଗଦା ପୀଡିତା ବା ନାବାଳିକାକୁ ନିକଟସ୍ଥ…

ମଦଭାଟି ଡକାୟତି ମାମଲା :୩୨ ହଜାର ଟଙ୍କା ସମେତ ୩ ମୁଖ୍ୟ ଅଭିଯୁକ୍ତ ଗିରଫ 

"ଟିଟିଲାଗଡ଼,(ସୁନୀଲ ବେହେରା ) ଟିଟିଲାଗଡ଼ ଥାନା ଅଧିନସ୍ଥ ଲୁଥୁରବନ୍ଧ ଓ ପେଣ୍ଡରାପଦର ଘଟିଥିବା ଡକାୟତୀ ଘଟଣାର ୩ ଜଣ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୩୨ ହଜାର ଟଙ୍କା, ତିନୋଟି ଭଙ୍ଗା ତାଲା, ଦୁଇଟି ମୋବାଇଲ, ଗୋଟିଏ ଲାଠି ଓ ଡକାୟତିରେ ବ୍ୟବହୁତ ଏକ ନମ୍ବର ବିହୀନ…

ମାତିଛନ୍ତି ମଦୁଆ, ବଢୁଛି ଚୋରା ମଦ କାରବାର 

 ବଲାଙ୍ଗୀର/ନିରୋଜ ମିଶ୍ର : ଏହି ଅଞ୍ଚଳ ଦେଇ ପ୍ରାୟ ଦଶରୁ ଉର୍ଦ୍ଧ ଗାଁ ର ଲୋକ  ଯିବା ଆସିବା କରନ୍ତି । ଏହି ରାସ୍ତା ଦେଇ ଅନେକ ଲୋକ  ସ୍କୁଲ କଲେଜ ବ୍ଯାଙ୍କ ଅଫିସ ଦିନ ମଜୁରିଆ ଖଟିଖିଆ ଗରିବ ଆଦିବାସୀ ମହିଳା  ସମସ୍ତେ ନିର୍ଭର କରନ୍ତି କିନ୍ତୁ ଏହି ଅଞ୍ଚଳ ଏବେ ଅସାମାଜିକ ଲୋକଙ୍କ…

ମୁଖ୍ୟମନ୍ତ୍ରୀ ମହୋଦୟ, ପୁଲିସର ଟିକିଏ ତ ମଣିଷ ପଣିଆ ରହିବା ଦରକାର ନ| !

 ପୁଲିସର ଦବଙ୍ଗ ଗିରି ବ୍ୟବସାୟୀ ପ୍ରଭାକରଙ୍କ ମୃତ୍ୟୁର କାରଣ ପାଲଟିଲା !! ଦାନା ଦେବାର କ୍ଷମତା ଯଦି ପୁଲିସର ନାହିଁ, ଦାନା ଛଡ଼ାଇନେବା ଅଧିକାର କିଏ ଦେଲା !!!! ବାରିପଦା(ଦିଲ୍ଲୀପ ମହାନ୍ତି )-  ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଲିସ ଓ ଜନତାଙ୍କ ମଧ୍ୟରେ ରହିଆସିଥିବା…

ଲୋକ ମରିଛି, ପୋଲିସ କାହିଁକି ଏତଲା ରଖିବନି ?

ହତ୍ୟାକାଣ୍ଡ ଅଭିଯୋଗ ଏତଲା ପୋଲିସ ନରଖିବାରୁ ୬ ଘଂଟା ଜାତୀୟ ରାଜପଥ ଅବରୋଧ ଯାଜପୁର(ଜୟଶଙ୍କର ଦାଶ )ଘଂଟାଏ କି ଅଧ ଘଂଟାଏ ନୁହେଁ, ଦୀର୍ଘ ୬ ଘଂଟା ଜାତୀୟ ରାଜପଥ ଅଚଳ ହୋଇଗଲା । ପ୍ରସଙ୍ଗ ବି ଯଥେଷ୍ଟ ସମ୍ବେଦନଶୀଳ । ଏକ ଅନୁସୂଚିତ ଜାତିର ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବକଙ୍କୁ…

ଓ.ଏସ.ଆର.ଟି.ସି.ରୁ ବେଆଇନ ସାମଗ୍ରୀ ବିକ୍ରୟକୁ ନେଇ ପୋଲିସରେ ଏତଲା ଦେଲେ କର୍ମଚାରୀ

ପଦ୍ମପୁର/ ନୀଳ ଦୀପ - ବରଗଡ ଜିଲ୍ଲା ପଦ୍ମପୁର ଓ.ଏସ.ଆର.ଟି.ସି.କାର୍ୟ୍ୟାଳୟରେ କିଛିଦିନ ପୂର୍ବରୁ ହୋଇଥିବା ମରାମତି ପରେ ବହୁ ପୁରୁଣାକବାଟ , ପଟା, ଲୁହାନାଳ, ଆଜବେଷ୍ଟସଁ ସିଟ ଆଦି ବହୁ ଜିନିଷ  ବାହାରିଥିଲା।ଯାହାକୁ କି ସରକାରୀ ନିୟମାନୁଯାୟୀ ନିଲାମରେ ବିକ୍ରି କରିବା କଥା ।ଏହାର ଆନୁମାନିକ…

ନୟାଗଡ଼ : ବନ୍ଧୁକ ବିକ୍ରି ଅଭିଯୋଗରେ  ଅଟୋ ଡ୍ରାଇଭର ଗିରଫ 

ନୟାଗଡ଼/Biswajit Nayak ‐ବନ୍ଧୁକ ବିକ୍ରି ଅଭିଯୋଗରେ ନୟାଗଡ଼ ସହରରେ ରହୁଥିବା ଜଣେ ଅଟୋ ଡ୍ରାଇଭରଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଲେ ନୟାଗଡ଼ ଏନ୍‌ଏସି ଯଦୁମଣି ନଗରର ଦୀପକ କୁମାର ବସନ୍ତରାୟ। ମିଳିଥିବା ସୂଚନା ଅନୁସାରେ, ଦୀପକ କେନ୍ଦ୍ରାପଡ଼ାରୁ ବନ୍ଧୁକ ଆଣି…