Browsing Category

ଅଘଟଣ

ରେଡ଼ିଏଟରରୁ ଗରମ ପାଣି ପଡ଼ି 4 ଆହତ

  ରେଢ଼ାଖୋଲ ରୁ ରିପୋର୍ଟ ଯଶୋବନ୍ତ ସାହୁ: ଭାଲିଆକଟାରୁ ବଡ଼ମାଳ ଦେଇ ରେଢ଼ାଖୋଲ ଅଭିମୁଖେ ଆସୁଥିବା ଏକ ଘରୋଇ ବସ୍ ର କର୍ମଚାରୀଙ୍କ ଅସାବଧାନତା ଯୋଗୁଁ ରେଡ଼ିଏଟରରୁ ଗରମ ପାଣି ପଡ଼ି 4ଜଣ ଯାତ୍ରୀ ଆହତ ହୋଇଛନ୍ତି ଲ ଆହତଙ୍କୁ  ରେଢ଼ାଖୋଲ ଡ଼ାକ୍ତରଖାନାରେ  ଚିକିସା ପରେ ଛାଡ଼ି ଦିଆଯାଇଛି l…

ପିଜୁଲି ଗଛରେ ଝୁଲିଲେ ଶିକ୍ଷକ : କାରଣ କଣ ସୂଈସାଇଡ ନୋଟରୁ ଜଣ ପଡିବ 

ପାଇକମାଲ/ଗୌରାଙ୍ଗ ଚରଣ ଦାଶ  :- ପାଇକମାଲ ନୃସିଂହନାଥ ରାସ୍ତାରେ ତହସିଲ ଛକରୁ ମାତ୍ର 200ମିଟର ଦୂରରେ ଏକ ପିଜୁଳି ଗଛରେ ଜଣେ ଯୁବଜ ଦଉଡି ଦେଇ ଝୁଲୁଥିବା ଅବସ୍ଥାରେ ସକାଳୁ କିଛି ଲୋକ ଦେଖିଥିଲେ । ମୁଖ୍ୟ ରାସ୍ତାରୁ ମାତ୍ର 30ରୁ40 ମିଟର ଦୂର ରେ ଏହି ଘଟଣା କିଛି ସମୟ ଭିତରେ ପ୍ରଚାର ହେଇ…

ଜିଲ୍ଲା ବାହାରୁ ଆସି  ମାତିଛନ୍ତି ଲୁଟେରା : ଡିକିଭାଙ୍ଗି ୯୮ ହଜାର ଚୋରୀ ଘଟଣାରେ ଜଣେ ଅଟକ-ଜିଲ୍ଲା ବାହାରକୁ ଗଲେ…

ପଦ୍ମପୁର(ନୀଳ ଦୀପ) - ଗତ ତା ୨୭.୦୯ରିଖ ଦିନ ପଦ୍ମପୁର ସ୍ତିତ ପୁରୁଣାବସ୍ତି ରୋଡରେ ଥିବା ଶର୍ମା ମେଡିକାଲ ସମ୍ମୁଖରୁ ଖଇରପାଲି ଗ୍ରାମର ରଣଜିତ୍ ସିଂ ବରିହା ଓ ମାନଭଂଜନ ସିଂ ବରିହା ପଦ୍ମପୁର ସମବାୟ ବ୍ୟାଙ୍କରୁ ୯୮ ହଜାର ଉଠାଇ ଡିକିରେ ରଖି ଔଷଧ କିଣୁଥିବା ସମୟରେ କେହି ଜଣେ ଅଜଣା ବ୍ୟକ୍ତି…

ନିଶା ଓ  ଚୋରି ଡକାୟତିର ପେଣ୍ଠ ସ୍ଥଳୀ l 

କାଳିଆପାଣିରୁ ଦୟାନିଧି ମହାନ୍ତ: ସୁକିନ୍ଦା ଖଣିଅଂଚଳର ଚାରି ପାଞ୍ଚଟି ପଂଚାୟତ ଏବେ ଦେଶି ମଦ ଓ ଚୋରି ଡକାୟତିର ପେଣ୍ଠ ସ୍ଥଳରେ ପରିଣତ ହୋଇଛି l ମାଇନିଂ ସଂଲଗ୍ନ ମରୁଅlବିଲି ,ରଂlସୋଳ ,କାଙ୍କଡ଼ପାଳ ,କାଳିଆପାଣି ,ଚିଙ୍ଗୁଡ଼ିପାଳ ଏବଂ କଂସ ପଂଚାୟତରେ ଦିବାଲୋକରେ ଚୋରି ଡକାୟତି ଏବଂ ମଦ କାରବାର…

ଲୋଇସିଂହା : ବିଜେଡି ଭିତରୁ ବିଦେଶୀ ହଟାଓ ଅଭିଯାନ , ଦଳୀୟ  ଫାଟ ଜଳଜଳ 

ବଲାଙ୍ଗୀର/ନିରୋଜ ମିଶ୍ର :  ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ଏବେ ବିଜେଡିରେ ଫଟା ଜଳଜଳ | ବିଧାୟକ ଯୋଗେନ୍ଦ୍ର ବେହେରାଙ୍କ ବିରୋଧରେ ଅସନ୍ତୋଷ ପ୍ରବଳ | ତାଙ୍କୁ ବିଦେଶୀ  ବୋଲି ଆଖ୍ୟା ଦେଇ ଲୋଇସିଂହା ବଞ୍ଚାଅ ଅଭିଯାନ ମୁଣ୍ଡ ଟେକିଛି | ଆଉ ଖିଡ ପୁଣି ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂଙ୍କ ଆଗରେ…

ଛେଳିଗଡ଼ ଗ୍ରାମରେ ଅଭାବନୀୟ ଘଟଣା : ଦାଣ୍ଡ କୂଅରୁ ଦୁଇ ଭଉଣୀଙ୍କ ମୃତ ଦେହ ଉଦ୍ଧାର ହତ୍ୟା ନା ଆତ୍ମହତ୍ୟା –…

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆର . ଉଦୟଗିରି ବ୍ଳକ ଛେଳିଗଡ଼ ଗ୍ରାମରେ ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ପ୍ରମୋଦ ଆଚାରୀଙ୍କ ଦୁଇ ଝିଅ ସ୍ୱପ୍ନା ଓ କିରନଙ୍କ ମୃତ ଦେହ ତାଙ୍କ ଘର ପାଶ୍ୱର୍ରେ ଥିବା କୂଅରେ  ଭାସୁଥିବା ଏବଂ ପରେ ପୋଲିସ ମୃତ…

ପଦ୍ମପୁର ଅଂଚଳର କପସିରଫ ମୁଖ୍ୟ ବ୍ୟବସାୟୀ ଗିରଫ/ ବୁଡେନ ପୋଲିସର ଏକ ସଫଳତା

ପଦ୍ମପୁର / ନୀଳ ଦୀପ - ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବୁଡେନ ଥାନାଠାରେ ପୋଲିସ ପଦ୍ମପୁର ଅଂଚଳର ମୁଖ୍ୟ ନିସା ବ୍ୟବସାୟୀ  ତଥା ଦୁର୍ଦାନ୍ତ ଅପରାଧି ଲକ୍ଷ୍ମୀ ନାରାୟଣ ଅଗ୍ରୱାଲକୁ ଧରିବାରେ ସଫଳ ହୋଇଛି । ଏ ସଂକ୍ରାନ୍ତରେ ପଦ୍ମପୁର ଏସଡିପିଓ ଶ୍ରୀ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ…

ଭୋପାଳରୁ ଓଡିଶା ମୁହାଁ ସିବିଆଇ,ଟାର୍ଗେଟରେ କିଛି ରାଜନେତା ଓ ଅଫିସର

ଭୁବନେଶ୍ବର : କିଛି ଦିନ ନିରବ ରହିବା ପରେ ପୁଣି ନିଦରୁ ଉଠି ମାତିଛି ସିବିଆଇ | ଭୋଟ ପାଖେଇ ଆସିଥିବା ବେଳେ, ଏବେ ସିବିଆଇ ତାର ଫୁଲ ଦମ ଲଗାଇ କାମ ଦେଖାଇବାକୁ ଯାଉଛି | ଟାର୍ଗେଟ ଯଦିଓ ଓଡିଶା, ତଥାପି ନାଟକର ପ୍ରଥମ ଦୃଶ୍ୟ ଆରମ୍ଭ ହୋଇଛି ଭୋପାଳରୁ | ଭୋପାଳରୁ  ନିରମଲ ଇନଫ୍ରା ହୋମ…

ଦିବାଲୋକରେ ଡକାୟତି l

କାଳିଆପାଣିରୁ ଦୟାନିଧି ମହାନ୍ତ : ଆଜି ଦିନ ସାଢେ ଏଗାରଟା ସମୟରେ ଯାଜପୁର ଏବଂ ଢେଙ୍କାନାଳ ସୀମାନ୍ତ ଗ୍ରାମ ଖରଖରି ଗାଁ ର ଶ୍ରୀ ମୁରଲୀ ମହାନ୍ତ ଏବଂ ଦୁର୍ୟୋଧନ ମହାନ୍ତ ଙ୍କ ଘରୁ ଡକାୟତି ହୋଇ ଯାଇଛି l ମୁରଲୀ ମହାନ୍ତ ଙ୍କ ଘରୁ ଗୋଟିଏ ସୁନା ହାର ଓ ଦଶହଜାର ଟଙ୍କା ନେଇ ଯାଇଥିବା ବେଳେ…

ବେଆଇନ ଚାନ୍ଦା ଆଦାୟ ବେଳେ ,3 ଗିରଫ

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ :  55 ନମ୍ବର ଜାତୀୟ ରଜପଥ ରେ ଚାରମାଳ ଥାନା ଅନ୍ତର୍ଗତ ମୋଚିବାହାଳ ଚେକଗେଟରେ ଟ୍ରକ ଅଟକାଇ ବେଆଇନ ଭାବେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଦିଲିପ ଖିଲେଇ,ଅଜିତ ସାହୁ ଓ ପୁରୁଷତ୍ତମ ପ୍ରଧାନଙ୍କୁ ଗିରଫ କରିଛି l ସେମାନଙ୍କ ପାଖରୁ 940 ଟଙ୍କା ଜବତ ହୋଇଥିବା ବେଳ…