Browsing Category

ଅଘଟଣ

କଲେଜ ସାମନାରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହିଚ ହାଚ : ଛୁରାମାଡ଼ରେ ଛାତ୍ର ଗୁରୁତର 

ନୟାଗଡରୁ ବିଶ୍ୱଜିତ ନାୟକ   ନୟାଗଡ କଲେଜ ସାମନାରେ  ଆଜି ଅପରାହ୍ନରେ ଛୁରାମାଡ଼ ଘଟଣା ଘଟିଛି | ଛୁରାମାଡ଼ ହୋଇଥିବା ଛାତ୍ରଙ୍କ ନାମ ପ୍ରକାଶ ବେହେରା | ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଥିବା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ଘଟିଥିବା ଜଣାପଡିଛି | ପ୍ରକାଶଙ୍କ ଅଭିଯୋଗ…

ମାନ କରି ଯାଇଥିଲେ,  ମାନଭଙ୍ଗ ଜଙ୍ଗଲରେ ହାରିଲେ ଜୀବନ 

ପାଇକମାଲ : - ପାଇକମାଲ ନିକତସ୍ତ ମିଠାପଲି ଗ୍ରାମର ବିଜୟ କୁମାର ସେଠ ଗତ 19 ଡ଼ିସେମ୍ବର ରୁ  ଘରୁ ଝଗଡା କରି କୁଆଡେ ଚାଲି ଯାଇଥିଲେ । ଆଜି ମାନଭଙ୍ଗ ଜଙ୍ଗଲ ଭିତରେ ଜଣେ ଲୋକର ଝୁଲନ୍ତା ସବ ଦେଖି ଗ୍ରାମବାସୀ ମାନେ ଥାନାକୁ ଜଣାଇଥିଲେ । ପାଇକମାଲ ଥାନାର ଏଏସଆଇ  ପ୍ରକାଶ ଚନ୍ଦ୍ର ଭୋଇ…

ବିଶିଷ୍ଟ ଶ୍ରମିକନେତା ଦ୍ୱାରିକା ମୋହନ ମିଶ୍ରଙ୍କ ଧର୍ମପତ୍ନୀଙ୍କ ଦେହାନ୍ତ 

ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ) : ବିଶିଷ୍ଟ ଶ୍ରମିକ ନେତା, ଜଣାଶୁଣା ଆଧ୍ୟାତ୍ମିକ ସଂଗଠକ ତଥା ସାଇ ସାଧକ ଶ୍ରୀ ଦ୍ୱାରିକା ମୋହନ ମିଶ୍ରଙ୍କ ଧର୍ମପତ୍ନୀ ଆହ୍ଲାଦିନୀ ମିଶ୍ରଙ୍କ ଆଜି ସକାଳେ ଭୁବନେଶ୍ୱର ଗଜପତି ନଗର ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି | ଶେଷନିଃଶ୍ୱାସ ତ୍ୟାଗ କଲାବେଳକୁ …

କୋଇଲା ଗାଡ଼ି ଜବତ,ଜଣେ ଗିରଫ

ରେଢ଼ାଖୋଲରୁ ଯଶୋବନ୍ତ ନାରାୟଣ ସାହୁ ଚୋରା ଚାଲାଣ ବେଳେ ଏକ 407 ମିନି ଟ୍ରକ (ଓଆର 15 ଡ଼ି 9216)କୁ ଚାରମାଳ ପୁଲିସ ରବିବାର ସଂନ୍ଧ୍ୟାରେ ଜବତ କରିଛି lଏଥି ସହ 3ଟନ କୋଇଲା ଜବତ କରିଛି l ରାଶିବେଡ଼ା ଗାଁର ବିଜୟସେନ ସ୍ୱାଇଁ (41) କୁ ଗିରଫ କରାଯାଇଥିବା ବେଳ ଆଜି ତାକୁ କୋର୍ଟ ଚାଲାଣ…

ସଡ଼କ ଦୁର୍ଘଟଣାରେ 2 ଆହତ 

ଜମନକିରା(ଅଜୟ କୁମାର ବାଘ) ତିଳେବଣି -କୁଚିଣ୍ଡା 49ନମ୍ବର ଜାତୀୟ ରାଜପଥ ଲାଡ଼ ନିକଟରେ ବାଇକରୁ ପଡ଼ି ଦୁଇ ଯୁବକ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ l ତାଙ୍କୁ କୁଚିଣ୍ଡା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି  

ଶତାୟୁ ମହୀୟସୀ ଧର୍ମପ୍ରାଣାଙ୍କ  ପରଲୋକ 

ବଲାଙ୍ଗୀର, (ନିରୋଜ ମିଶ୍ର) - ବଲାଙ୍ଗୀର ରୁଗୁଡିପଡା ନିବାସୀ ଶତାୟୁ ମହୀୟସୀ  ଉଷା ପଣ୍ଡାଙ୍କ ରବିବାର ସକାଳ ୭ଟା ୧୦ ମିନିଟରେ  ପରଲୋକ ହୋଇଥିଲା । ତାଙ୍କ ବେଳକୁ ତାଙ୍କୁ ଶହେ ବର୍ଷ ବୟସ ହେଉଥିଲା । ତାଙ୍କ ବେଳେ ତାଙ୍କ ପୁତ୍ର ସାମ୍ବାଦିକ ତଥା କ୍ରୀଡା ସଂଗଠନ ସୁଧୀର ଚନ୍ଦ୍ର ପଣ୍ଡା, ବୋହୂ,…

 ଗଛରେ ବାଡେଇଲା ବଲେରୋ, ଗୋଟିଏ ପରିବାରର ୭ ଗୁରୁତର 

ପଦ୍ମପୁର/ ନୀଳ ଦୀପ : ବରଗଡ଼ ଜିଲ୍ଲା ପଦ୍ମପୁର ପାଇକମାଲ ରାସ୍ତାର ବିଜାଡିହି ଛକଠାରେ  ଭାରସାମ୍ୟ ହରାଇ ଏକ  ବୋଲେରୋ ଦୁର୍ଘଟଣା ହୋଇଛି । ସୂଚନା ଅନୁସାରେ ପଦ୍ମପୁର ସହରର କଟାପଡା ନିବାସୀ ସୁରୁ ମହାକୁରଙ୍କ ପରିବାର ଆଜି ବଣଭୋଜି ପାଇଁ ଦୁର୍ଗେଇଖୋଲ ଯାଇଥିଲେ, ସେଠାରୁ ଫେରିବା ସମୟରେ…

ଦାୟିତ୍ୱପୂର୍ଣ୍ଣ ପଦବୀରେ ରହି ଦାୟିତ୍ୱହୀନ ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ: ବିଜେଡି

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାଳିଆ ଯୋଜନାକୁ ନେଇ ଆଜିର ବକ୍ତବ୍ୟ, ତାଙ୍କର ଅଜ୍ଞତାକୁ ପ୍ରକାଶ କରୁଛି । କେନ୍ଦ୍ରମନ୍ତ୍ରୀ ଭାବରେ ଏକ ଦାୟିତ୍ୱପୂର୍ଣ୍ଣ ପଦପଦବୀରେ ରହି ଏ ପ୍ରକାର ଦାୟିତ୍ୱହୀନ ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କାଳିଆ ଯୋଜନା ଓଡ଼ିଶାର…

ବଢୁଛି ଦୁର୍ଘଟଣା, କାରଣ ଜଣାଥିଲେ ବି ବେପରୁଆ ପ୍ରଶାସନ 

କାଳିଆପାଣିରୁ ଦୟାନିଧି ମହାନ୍ତ : ଖଣି ଅଂଚଳରେ ଦୁର୍ଘଟଣା ଯନିତ ମୃତ୍ୟୁ ସଂଖ୍ୟା ଅତି ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି l ଏଥି ମଧ୍ୟ୍ୟ ରୁ ରାସ୍ତାରେ ଗାଡି ମୋଟର ଜନିତ ଦୁର୍ଘଟଣା ରେ ଆଉ କିଛି ଖଣି ଖାଦାନ ଭିତରେ l ଏହାର ମୁଖ୍ୟ କାରଣ ନିଶା l ଏବେ ଖଣି ଖାଦାନ ଅଂଚଳରେ ମହୁଲି ମଦ…

ଖବର ଦେବାର  ଘଣ୍ଟେ ପରେ ଯଦି ପୋଲିସ ଆସିବ….!

 ବିଜେପୁର ୟୁଜିବି ବ୍ୟାଙ୍କରେ ଗୁଳି କାଣ୍ଡ, ଦୁର୍ବୁତ୍ତଙ୍କ ଗୁଲିମାଡ଼ରେ ବ୍ୟାଙ୍କ ମ୍ୟାନେଜର ଗୁରୁତର, ବଲାଙ୍ଗିର ସ୍ଥାନାନ୍ତରିତ  ଟିଟିଲାଗଡ଼(ସୁନୀଲ  ବେହେରା ) ଆଜି ଟିଟିଲାଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ମୁଖ୍ୟାଳୟ ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଗୁଲିକାଣ୍ଡ ଘଟିଛି । ତିନି ଜଣ…