Browsing Category

ଅଘଟଣ

ରାୟଗଡ଼ା ଜିଲ୍ଲା ପୋଲିସକୁ ପୁଣି ଏକ ବଡ଼ ସଫଳତା : ନକଲି ନକ୍ସଲ ଗିରଫ

ରାୟଗଡ଼ାରୁ ସରୋଜ କୁମାର ସାହୁ ରାୟଗଡ଼ା ଜିଲ୍ଲା ପୋଲିସ କୁ ମିଳିଛି ପୁଣି ଏକ ବଡ଼ ସଫଳତା ମାଓବାଦୀ ନାଁ ରେ ବିଭିନ୍ନ ଲୋକଙ୍କୁ ଡରେଈ ଧମକାଇ ଚାନ୍ଦା ଆଦାୟ କରିବାରେ ଲିପ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି । ଆଜି ଏହାର ଫର୍ଦାଫାସ କରି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି…

ସନ୍ଦେହ ଜନକ ଅବସ୍ଥାରେ ଯୁବତୀର ମୃତଦେହ ଉଦ୍ଧାର

   ବରଗଡ/ଗୌରାଙ୍ଗ ଦାଶ  :- ବରଗଡ ଜିଲ୍ଲାର ଭଟଲି ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ଜଣେ ଯୁବତୀର କ୍ଷତ ବିକ୍ଷତ ମୃତଦେହ ଆଜି ଗାଁର ପୋଖରୀ ନିକଟରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଯୁବତୀ ଜଣକ ଗତ କାଲି ସକାଳ 10ଟା ସମୟରୁ ଗାଧୋଇବା ପାଇଁ ପୋଖରୀ କୁ ଯାଇଥିବା ପରେ…

ଲଜ୍ଜା : ବିଧବା ମହିଳାଙ୍କୁ ସରପଞ୍ଚଙ୍କ ଅସଦାଚରଣ ଅଭିଯୋଗ

ନିଲମ୍ବନ ସହ କାର୍ଯ୍ୟାନୁଷ୍ଠାନ ଦାବିରେ ଦାବି କଲା ବିଜେପି ମହିଳା ମୋର୍ଚା  ବରଗଡ :- ପାଇକମାଲ ସରପଞ୍ଚ ଙ୍କର ବିରୋଧ ରେ ହେଇଥିବା ଅଭିଯୋଗର ନିରପେକ୍ଷ ତଦନ୍ତ ଓ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ତଦନ୍ତ ନସରିବା ପର୍ଯନ୍ତ ଅରୋପୀ ସରପଞ୍ଚଙ୍କୁ ବିଭାଗୀୟ କାର୍ଯରୁ ତୁରନ୍ତ ନିଲମ୍ବନ…

ପୋଲିସ ସାଜିଛି ସରକାରୀ ଗୁଣ୍ଡା,ପୁରୁଷ ପୋଲିସ ଲଗାଇ ମହିଳାଙ୍କୁ ଆକ୍ରମଣ ନିନ୍ଦନୀୟ : ବିଜେପି

ଭୁବନେଶ୍ୱର -  ପୋଲିସ ଏବେ ସରକାରୀ ଗୁଣ୍ଡା ଭାବରେ ଆତଙ୍କ ଚଲାଇଛି । ଏପରିକି ପୁରୁଷ ଏବଂ ମହିଳା ମାନଙ୍କ ଭିତରେ ପ୍ରଭେଦ ବି ଜାଣିପାରୁନାହାଁନ୍ତି ପୋଲିସ ଅଧିକାରୀ । ବେବିନାକୁ ନ୍ୟାୟ ଦେବା ଦାବି ନେଇ ମହିଳା ମାନେ ବିକ୍ଷୋଭ କରୁଥିବା ସମୟରେ ଜାଣିଶୁଣି ପୁରୁଷ ପୋଲିସ ଡ୍ୟୁଟିର ଆଳ ଦେଖାଇ…

ହାତୀ ମାତିଛି : ରାହାଣ ଗ୍ରାମରେ ଦନ୍ତା ହାତୀର ଉପଦ୍ରବ

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି l ବନଖଣ୍ଡର ବଡ଼ବାହାଳ ରେଞ୍ଜ୍ ତ୍ରିବଣପୁର ପଞ୍ଚାୟତ ଅନ୍ତର୍ଗତ ରାହାଣ ଗ୍ରାମର ବନ୍ଧଲୀ ସାହିରେ ଏକ ଦନ୍ତା ହାତୀର ଉପଦ୍ରବ ରେ ଘରଦ୍ୱାର ଭାଙ୍ଗି ବା ସହ…

୧୧ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ମୁଖ୍ୟ ଅଭିଯୁକ୍ତ ସହିତ ୩ ସହ ଯୋଗୀ କୋର୍ଟ ଚାଲାଣ

ବାରିପଦା(ଦିଲ୍ଲୀପ ମହାନ୍ତି) : ବାରିପଦା ସଦର ଥାନା ଅଧୀନ ବାଉରା ଗ୍ରାମର ଜଣେ ୧୧ବର୍ଷର ନାବାଳିକାଙ୍କୁ  ଦୁଷ୍କର୍ମ ମାମଲାରେ ବାରିପଦା ସଦର ଏସଆଇ ଯୋଗେଶ ବଢେ଼ଇଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢାÿଉ କରି ସନେ୍ଦହରେ ୪ ଜଣଙ୍କୁ ଥାନାରେ ଅଟକ ରଖିଥିଲା  । ଏହି ଅଟକ…

 ପ୍ରଭୁଜୀ ଇଂରାଜୀ ମାଧ୍ୟମ ସ୍କୁଲ କର୍ତ୍ତୃପକ୍ଷଙ୍କ ନାମରେ ଗୁରୁତର ଅଭିଯୋଗ

   ରାଣୀ ଅନ୍ନପୂର୍ଣ୍ଣା ବାଳିକା  ହାଇସ୍କୁଲର ଜମି ହଡ଼ପ ଉଦ୍ୟମ ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ସ୍ଥିତ ଏକମାତ୍ର ସର୍ବ ପୁରାତନ ରାଣୀ ଅନ୍ନପୁର୍ଣ୍ଣା ସରକାରୀ ବାଳିକା ହାଇସ୍କୁଲର ଜମିକୁ ଏକ ଇଁରାଜୀ ମାଧ୍ୟମ ସ୍କୁଲ କର୍ତ୍ତୁପକ୍ଷ ଜବର ଦଖଲ…

 ୧୧ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ,ସନ୍ଦେହରେ ୪ଅଟକ  

ବାରିପଦା(ଦିଲ୍ଲୀପ ମହାନ୍ତି) : ବାରିପଦା ସଦର ଥାନା ଅଧୀନ ବାଉରା ଗ୍ରାମର ଜଣେ ୧୧ବର୍ଷର ନାବାଳିକାଙ୍କୁ  ଦୁଷ୍କର୍ମ କରାଯାଇଥିବା ନେଇ ଶନିବାର ପିଡିତାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି । ସଦର ପୁଲିସ ଏହି ଅଭିଯୋଗକୁ ଭିତି କରି ୫/୧୯ନମ୍ବରରେ ଏକ ମାମଲାଚଢ଼ାଉ  କରି ସନେ୍ଦହରେ ୪ ଜଣଙ୍କୁ…

ସୁନାରାମ ସୋରେନ ପ୍ରତିମୂର୍ତ୍ତି ସ୍ଥାନାନ୍ତରିତକୁ ନେଇ ବିବାଦ : ପ୍ରଶାସନ ପକ୍ଷରୁ ବିବାଦୀୟ ସ୍ଥାନରେ ୧୪୪ ଧାରା ଜାରି 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା  ପୌରପରିଷଦର ଭଞ୍ଜପୁର ଛକ ନିକଟରେ ଥିବା ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତରିତକୁ ନେଇ ସୋନାରାମ ସୋରେନ ଫାଉଣ୍ଡେସନ କମିଟି ଓ ଆସେକା ମଧ୍ୟରେ ଦେଖା ଦେଇଛି ବିବାଦ । ଫଳରେ ଲ ଆଣ୍ଡ ଅଡର୍  ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି…

ଶିକ୍ଷକ ଅଭାବ ନେଇ ଅଭିଵାଭାବକ ପକାଇଲେ ସ୍କୁଲରେ ତାଲା, ରାସ୍ତାରେ ପିଲା 

ଗୁଣୁପୁର/ ସିଦ୍ଧାର୍ଥ ଦାଶ : ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ୍ ଅମଡିଙ୍ଗ୍ ସରକାରି ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଅଭିଭାବକ ଓ ସ୍କୁଲ କମିଟି ବିଦ୍ୟାଳୟ ମୁଖ୍ୟ ଫାଟକ ରେ ତାଲା ପକାଇଲେ । ରାସ୍ତା ଉପରେ ଛାତ୍ର ଛାତ୍ରୀ ଓ କିଛି ଅଭିଭାବକ ବସି ରହିଥିବା ଦେଖିବାକୁ ମିଳିଥିଲା ।…