Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଟ୍ରକକୁ ପଛରୁ ଧକ୍କା ଦେଇଲା କାର :ଦୁଇ ମୃତ
କ୍ଷତି ପୁରଣ ନିମନ୍ତେ ଶବ ରଖି ରାସ୍ତା ରୋକ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବହଳଦା- ରାଇରଙ୍ଗପୁର ରାସ୍ତାର ଦୁନ୍ଦୁ ଛକ ନିକଟରେ ଜେଏଚ୍ ୦୫ ଏକେ-୪୮୩୩ ନମ୍ବର ବିଶିଷ୍ଟ ଏକ କାର ଢ଼ାବା ପାଶ୍ୱର୍ରେ ରାସ୍ତା ଉପରେ ଛିଡ଼ା ହୋଇଥିବା ଓଆର ୧୧କେ ୮୨୪୯…
ପିକଅପ ଭ୍ୟାନ ଦୁର୍ଘଟଣାରେ ଦୋକାନୀ ,ମୃତ ଗ୍ରାହକ ଗୁରୁତର : ଉତ୍ତେଜିତ ଗ୍ରାମବାସୀଙ୍କ ରାସ୍ତା ଅବରୋଧ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ନୟାଗଡ-ଓଡଗାଁ ମୁଖ୍ୟ ସଡକ ପଥର ନନ୍ଦିଘୋର ବସଷ୍ଟାଣ୍ଡ ନିକଟରେ ଏକ ପିକଅପ ଭ୍ୟାନ ବାଡଭାଙ୍ଗି ଦୋକାନ ଭିତରେ ପଶି ଯିବାରୁ ଦୋକାନୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗ୍ରାହକ ଗୁରୁତର ଅବସ୍ଥାରେ ନୟାଗଡ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି ।…
ସାମ୍ବାଦିକଙ୍କ ମାତାଙ୍କ ଦେହାନ୍ତ
ବଲାଙ୍ଗୀର,/ନିରୋଜ ମିଶ୍ର : ଶନିବାର ପ୍ରଗତିବାଦୀର ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ମାତୃବିୟୋଗ ଘଟିଛି । ସ୍ୱର୍ଗତ ମୂରଳୀଧର ପଣ୍ଡାଙ୍କ ପତ୍ନୀ ସୁଭଦ୍ରାଙ୍କର ସକାଳ ୬.୪୫ସମୟରେ ୯୦ ବର୍ଷ ବୟସରେ ସୁବର୍ଣ୍ଣପୁର ଜିଲ୍ଲା ମେଣ୍ଡା ନିକଟସ୍ଥ ଗଜପାଲି ଗାଁରେ ଦେହାନ୍ତ…
କୁକୁଡା ଫର୍ମରେ ଭୟାବହ ଅଗ୍ନିକାଣ୍ଡ : କୋଟିଏରୁ ଉର୍ଧ୍ଵ ଟଙ୍କାର ଜିନିଷପତ୍ର ନଷ୍ଟ
ବାରିପଦା(ଦିଲ୍ଲୀପ ମହାନ୍ତି)ମୟୁରଭଞ ଜିଲା ରାସଗୋବୋନ୍ଦପୁର ବ୍ଲକର ଛାତନ ଠାରେ ଥିବା ଭେଙ୍କ ରିସର୍ଚ ଏବଂ ବ୍ରିଡିଙ୍ଗ ଫାର୍ମ ପ୍ରାଇଭେଟ ଲିମିଟେଡ ନାମକ ଏକ କୁକୁଡା ଫାର୍ମରେ ଆଜି ପ୍ରାୟ ପୂର୍ବାହ୍ନ ୯ ଟା ପାଖାପାଖି ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଅଛି । କୁକୁଡା ଫାର୍ମର ଅଣ୍ଡାରୁ ଚିଆଁ…
କାହାକୁ ଲାଜନାହିଁ କି ଅନୁଶୋଚନା ବି ନାହିଁ : ବାରମ୍ବାର ନିରୀହଙ୍କ ମୁଣ୍ଡ ଗଡୁଛି, ହେଲେ ନେତାଙ୍କ ରାଜନୀତି ସରୁନି
କେତେ ମଲେ ଚେତିବେ ଗାଲେଇ ଥିବା ଶାସନ-ପ୍ରଶାସନ !!!!!
ବଲାଙ୍ଗୀର/ ନିରୋଜ ମିଶ୍ର : ବାରମ୍ବାର ଅଘଟଣ ଘଟୁଛି ଅଘଟଣ | ଅକାରଣରେ ଗଡୁଛି ନିରୀହଙ୍କ ମୁଣ୍ଡ | ଉଜୁଡି ଯାଉଛି ପରିବାର | ତଥାପି ଗାଲେଇ ଯାଇଛନ୍ତି ରାଜନେତା, ପ୍ରଶାସନ ଲାଚାର | ସତରେ କାହା ମୁହଁରେ ଲାଜ ନାହିଁ ଟିକେ, ଅନୁଶୋଚନା…
ଭାରସାମ୍ୟ ହରାଇ ଓଲଟିଲା ବାଇକ , ମହିଳା ମୃତ : ଆମ୍ବୁଲାନ୍ସ ବିଳମ୍ବରେ ପହଁଚିଲା, ହେଲେ ପୋଲିସ ଅଢେଇଘଣ୍ଟା ପର୍ଯ୍ୟନ୍ତ…
ସୁନ୍ଦରଗଡ(ହୋରାଚାନ୍ଦ ଦେହୁରୀଆ) : ବାଇକ ଚାଲକ ଭାରସାମ୍ୟ ହରାଇବାରୁ ଆଜି ଏକ ଅଘଟଣ ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି | ଦୁଇଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ ଜିଲ୍ଲା ଭସ୍ମା ଥାନା ଅନ୍ତର୍ଗତ ଅବନକେଲା ଗ୍ରାମର ଆଦିତ୍ୟ ନାୟକ, ଵାଲା ମୁକୁନ୍ଦପ୍ପା ଓ…
ଆକ୍ରମଣ ମାମଲାରେ ଅଭିଯୁକ୍ତକୁ ଜେଲ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହକାରୀ ସେସନ ଜଜ୍ ଡ଼ଃ ଭି. ସୁଜାତା ଆଜି ଏକ ଆକ୍ରମଣ ମାମଲାର ବିଚାର କରି ଅଭିଯୁକ୍ତ ବାରିପଦା ପୌରପରିଷଦ ୱାଡର଼୍ ନଂ-୨୬ ଭୁଗୁଡ଼ାକଟା ଅଞ୍ଚଳର ସ୍ୱର୍ଗତ ସାନୁ ସିଂଙ୍କ ପୁଅ ହୁଡ଼ୁମା ଓରଫ ବିପିନ ସିଂ(୨୭)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ…
ନୂଆ ବର୍ଷ ପୂର୍ବରୁ ସୁକିନ୍ଦା ମାଇନିଂ ରାସ୍ତାରେ ଆଉ ଏକ ସଡକ ଦୁର୍ଘଟଣା l
କାଳିଆପାଣିରୁ ଦୟାନିଧି ମହାନ୍ତ : ଗତ ଦଶ ଦିନ ପୂର୍ବରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଯେଉଁଠାରେ ହୋଇଥିଲା ଠିକ ତାର ଦୁଇଶହ ମିଟର ଦୂରରେ ଆଜି ଆଉ ଏକ ସଡକ ଦୁର୍ଘଟଣା ହୋଇଛି l ଟାଟା ମାଇନିଂ ରେ ଲୋଡିଂ ଲେବର ରୂପେ କାମକରୁଥିବା ଶ୍ରୀ ମଙ୍ଗଲ ବିରୁଆ ଗ୍ରାମ ଯେମlଦେଇପୁର କୁହିକା ପଂଚାୟତ ର…
ବଜ୍ର କାପ୍ତା ଚୋରା ଚାଲାଣ: 2 ମହିଳାଙ୍କ ସମେତ ୫ ଗିରଫ
ଗୁଣପୁରରୁ ସିଦ୍ଧାର୍ଥ ଦାଶ : ବଜ୍ର କାପ୍ତା ଚୋରା ଚାଲାଣ କରୁଥିବା ବେଳେ ଗୁଣପୁର ପୋଲିସ 2 ମହିଳା ଙ୍କ ସମେତ ୫ ଜଣ ଙ୍କୁ ଗିରଫ କରିଛି ।
ଗିରଫ 5 ଜଣ ଙ୍କୁ ପୋଲିସ ବନ ବିଭାଗ କୁ ହସ୍ତାନ୍ତର କରିଛି । ସେମାନଙ୍କ ନିକଟ ରୁ 5 ଟି ମୋବାଇଲ , ଗିଟିୟେ କାର , 3 ଟି ମୋନି ପର୍ସ ଓ ଗୋଟିଏ ଏଟିଏମ…
କଲେଜ ସାମନାରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହିଚ ହାଚ : ଛୁରାମାଡ଼ରେ ଛାତ୍ର ଗୁରୁତର
ନୟାଗଡରୁ ବିଶ୍ୱଜିତ ନାୟକ
ନୟାଗଡ କଲେଜ ସାମନାରେ ଆଜି ଅପରାହ୍ନରେ ଛୁରାମାଡ଼ ଘଟଣା ଘଟିଛି | ଛୁରାମାଡ଼ ହୋଇଥିବା ଛାତ୍ରଙ୍କ ନାମ ପ୍ରକାଶ ବେହେରା | ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଥିବା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ଘଟିଥିବା ଜଣାପଡିଛି | ପ୍ରକାଶଙ୍କ ଅଭିଯୋଗ…