Browsing Category

ଅଘଟଣ

ଦୁର୍ଘଟଣାରେ ଯୁବକ ଗୁରୁତର

ନୂଆପଡ଼ା(ଅମିତ କୁମାର ପୁରୋହିତ); ସଦର ଥାନା ଅଧୀନ କୋଟେନଚୁଆ ଠାରେ  ବାଇକ୍ ଦୁର୍ଘଟଣାରେ ଜଣେ ନବ ବିବାହିତ ଯୁବକ ଗୁରୁତର ହୋଇଛନ୍ତି । ଯୁବକ ଜଣକ ହେଲେ କୋଟେନଚୁଆଁ ଗାଁର ପରମେଶ୍ୱର ରାଉତ(୨୦) । ଅପରାହ୍ନରେ ପରମେଶ୍ୱର ତିଲେଇଝର ଗାଁ ପଟକୁ ବୁଳିବାକୁ ଯାଇଥିଲେ । ସନ୍ଧ୍ୟାରେ ଘରକୁ ଫେରିବା…

ଏମିତି ବି ମରଣ ଡାକେ : ସନ୍ଦେହଘେରରେ ମହିଳାଙ୍କର ମୃତ୍ୟୁ 

ବରଗଡ(ଗୌରାଙ୍ଗ ଦାଶ) :- ଆଜି ଦୀପହରେ ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅନ୍ତର୍ଗତ ସାପଲହର ଗ୍ରାମର ଘନଶ୍ୟାମ ଦାସଙ୍କର ପତ୍ନୀ ଯଜ୍ଞସେନି ଦାସଙ୍କର ଶବ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଦେଖିବାକୁ ପାଇଁ ଘନଶ୍ୟାମ ଜଗଦଲପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କାରୀଙ୍କର ଅଭିଯୋଗ ମୁତାବକ ଆଜି ଦୀପହରେ…

ପୁଣି ଆଜି ଅଙ୍କ ପ୍ରଶ୍ନପତ୍ର ଲିକ

 ବଲାଙ୍ଗୀର/ ନିରୋଜ ମିଶ୍ର :  ପୁଣି ମ୍ୟାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଛି। ଆଜି ଗଣିତ ପରୀକ୍ଷା ଥିଲା। ତେବେ ପରୀକ୍ଷା ଚାଲିଥିବା ବେଳେ ଏହାର ‘ସେଟ୍‌-ଡି’ର ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ମୋବାଇଲରୁ ମୋବାଇଲ୍‌କୁ ଘୂରି ବୁଲିଥିଲା ଏହି ପ୍ରଶ୍ନ।…

ପ୍ରଧାନ ଶିକ୍ଷକଙ୍କ ମନମୁଖୀ ଶାସନ: ପାଠପଢ଼ା ବାଟବଣା, ଦିଗହରା ମଧ୍ୟାହ୍ନ ଭୋଜନ 

ସିନାପାଲିରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଝାରବନ୍ଧ। ଏହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ହେମନ୍ତ ମାଝି  ମନମୁଖୀ ଶାସନ ଚଳାଇଥିବା ଅଭିଯୋଗ ହେଉଛି । ସ୍ଲୁଲ ଉପସ୍ଥାନ ନିୟମ ଅନୁସାରେ ସମୟ ଏଗାରଟାରେ କରିବା କଥା | ହେଲେ ତାହା…

ନୟାଗଡ ଅବକାରୀ ବିଭାଗର ଚଢାଉ,  ୩ ଗିରଫ

୧ଶହ ଲିଟର ଦେଶୀମଦ ଜବତ, ୧୨ଶହ ଲିଟର ପୋଚ କରାଗଲା ନଷ୍ଟ ଓଡଗାଁ(ଶ୍ରୀକାନ୍ତ ମିଶ୍ର):  ନୂଆଗାଁ ବ୍ଲକ ଏବଂ ଓଡଗାଁ ଥାନା ବାହାଡାଝୋଲା ଫାଣ୍ଡି ଅଂଚଳର ବିଭିନ୍ନ ସ୍ଥାନରେ ନୟାଗଡ ଅବକାରୀ ବିଭାଗ ଚଢାଉ କରି ୧ଶହ ଲିଟର ଦେଶୀମଦ ସହିତ ୧୮ଟି ରସ ହାଣ୍ଡି, ୪ଟି ପ୍ଲାଟିକ୍ ଜାର୍କିନ ଜବତ କରିବା ସହିତ…

ବାହୁଡ଼ିଲେ ମୁକୁନ୍ଦ : ସୁବହ କା ଭୁଲା ସାମକୋ ଲୌଟ ଆୟେ ତୋ ଉସେ ଭୁଲା ନାହିଁ କହତେ

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ମାଲକାନଗିରି ପୂର୍ବତନ ବିଧାୟକ ତଥା ବିଜେପି ନେତା ଶ୍ରୀ ମୁକୁନ୍ଦ ସୋଡ଼ି, ଭେଙ୍କଟକଲାମ ସରପଞ୍ଚ ଦେବ ମାଡ଼କାମି, ଭେଗନବାଡ଼ା ସମିତି ସଭ୍ୟ…

ସିଏମଙ୍କ ପ୍ରୋଗ୍ରାମ ପାଇଁ ଯାଉଥିଲେ, ଘଟିଲା ଅଘଟଣ 

 ପୋଲିସ ଭ୍ୟାନ-ଟ୍ରକ ମୁହାଁମୁହିଁ : ୩ଜଣ ମୃତ  ଝାରସୁଗୁଡା(Bikrama keshari Mahapatra) : ଝାରସୁଗୁଡ଼ା ବେଳପାହାର ରାସ୍ତାରେ ବନହରପାଲି ପାଲ୍ଲୀ ପେଟ୍ରୋଲ ପମ୍ପ ଶନି  ମନ୍ଦିର ସାମ୍ନା ରେ ଆଜି ସକାଳ ସମୟ ରେ ଘଟିଛି ମର୍ମନ୍ତୁଦ  ଦୁର୍ଘଟଣା   | ଆଜି ସକାଳୁ ମୁଖ୍ୟମନ୍ତ୍ରୀଙ୍କ …

ଭଉଣୀ ଘରେ ପହଂଚାଇ ପାରିଲେନି ମର୍ଯ୍ୟଦା ଭାର 

ହାଇୱା ଧକ୍କାରେ ଉଡ଼ିଗଲା  ସ୍କୁଟି ଆରୋହୀଙ୍କ ପ୍ରାଣବାୟୁ  ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର):  ଆଜି ଅପରାହ୍ନ ୧ଟା ବେଳେ ଓଡଗାଁ-ଭଞ୍ଜନଗର ରାଜ୍ୟ ରାଜପଥର ରଙ୍ଗଣୀପାଟଣା ଛକ ନିକଟ ମୋଡରେ  ସଡକ ଦୁର୍ଘଟଣା ଯୋଗୁଁ ଜଣେ ବ୍ୟକ୍ତିଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଓଡଗାଁ ବ୍ଲକ…

କେନ୍ଦୁଆ ପ୍ରାଇମେରୀ ହଷ୍ଟେଲ ଅନ୍ତେବାସୀଙ୍କ ସମସ୍ୟା: ଛାତ୍ରାବାସ ଛାଡି ପିଲାଏ ଆସି ପ୍ରଶାସନ ନିକଟରେ କଲେ ଗୁହାରି 

ଘଟଣା ପ୍ରଘଟ କରାଇଥିବା ଯୋଗୁ ଟାର୍ଗେଟରେ ଅଭିଯୋଗକାରି !! ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଶାମାଖୁଣ୍ଟା ବ୍ଲକର ଛାଡ଼କଟା ଆଶ୍ରମ ବିଦ୍ୟାଳୟ ପରେ ବର୍ତ୍ତମାନ କେନ୍ଦୁଆ ପ୍ରାଇମେରୀ ହଷ୍ଟେଲ ଅନ୍ତେବାସୀଙ୍କ ଦୁଃଖଦୁର୍ଦ୍ଧଶା…

କୁମୁଟିମୁଣ୍ଡା ହତ୍ୟା ଘଟଣା: କାକା ହତ୍ୟାକାରୀ ପୁତୁରାକୁ ଆଜୀବନ ଜେଲ

ନୂଆପଡା(ଅମିତ ପୁରୋହିତ) ; କୋମନା ଥାନା କୁମୁଟିମୁଣ୍ଡା ଗ୍ରାମରେ କାକା କୁ ହତ୍ୟା କରି ଫେରାର ମାରିଥିବା ଅଭିଯୁକ୍ତ ପୁତୁରାକୁ ଆଜି ଜିଲ୍ଲା ଦୈାରା ଜଜ୍ ଅସିମ କୁମାର ଦଳ ବେହେରା ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।୫ ବର୍ଷରୁ ଫେରାର ଥିବା ହତ୍ୟାକାରୀ ପୁତୁରା ନୀଳମଣି ମାଝୀ (୩୦) କୁ ଗତ…