Browsing Category

ଅଘଟଣ

ବାଇକକୁ ସମ୍ମୁଖରୁ ବାଡେଇଲା ପିକଅପ ।

ବାରିପଦା(ଦିଲ୍ଲୀପ ମହାନ୍ତି )-  ମୟୂରଭଞ୍ଜ ଜିଲ୍ଲା ବାରିପଦା-ଚିତ୍ରଡ଼ା ରାସ୍ତାର ରଙ୍ଗାମାଟିଆ ପିଆରଏମ ମେଡ଼ିକାଲ କଲେଜ ଛକ ନିକଟରେ ଏକ ପିକଅପ ଭ୍ୟାନ ଦୃତ ବେଗରେ ଆସି ସମ୍ମୁଖରୁ ବାଇକକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ ଚାଳକର ମୃତ୍ୟୁ ହୋଇଥିବା ବେଳେ ବାଇକ ଆରୋହୀ ଗୁରୁତ୍ତର ଆହତ ହୋଇ…

ସାମ୍ବାଦିକ ସୁନୀଲ ବେହେରାଙ୍କ ବିୟୋଗରେ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଶୋକସଭା

ବଲାଙ୍ଗୀର,(ନିରୋଜ ମିଶ୍ର )- ଟିଟିଲାଗଡ଼ର ବରିଷ୍ଠ  ସାମ୍ବାଦିକ ସ୍ୱର୍ଗତ ସୁନୀଲ ବେହେରାଙ୍କ ଅକାଳ ବିୟୋଗରେ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଆଜି ସଂଧ୍ୟାରେ ସଂଘର ଉପସଭାପତି ବଳରାମ ମିଶ୍ରଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ଶୋକସଭାରେ ପ୍ରଥମେ ଏହି…

ଜଣାଶୁଣା ସମାଜସେବୀ ମୋହରିର ବଳରାମ ସ୍ୱାଇଁଙ୍କ ବିୟୋଗ

ବ୍ୟାସନଗର:(ଯାଜପୁର ରୋଡ଼) ପବିତ୍ର ସ୍ନାନପୂର୍ଣ୍ଣିମା ତିଥିରେ ଯାଜପୁର ଜିଲ୍ଲାର ବରିଷ୍ଠ  ମୋହରିର ତଥା ଜଣାଶୁଣା ସମାଜସେବି  ବଳରାମ ସ୍ୱାଇଁଙ୍କର  ନହକାସ୍ଥିତ ବାସଭବନରେ ୭୬ବର୍ଷରେ ଦେହାନ୍ତ ହୋଇ ଯାଇଛି । ବିକ୍ରୀକର, ଆୟକର, ଦ୍ରବ୍ୟସେବା କର ମାମଲାରେ ବରିଷ୍ଠ ଆଇନଜୀବୀ  ସ୍ୱର୍ଗତଃ ମଦନ…

ସାମ୍ବାଦିକଙ୍କୁ ପୁଲିସର ନାଲି ଆଖି : ଥାନା ପାଲଟିଛି “ପ୍ରୋହିବିଟେଡ ଏରିଆ”

ଏଇଟା ବୋଧେ ପୋଲିସ ମହାନିର୍ଦ୍ଦେଶକ "ପିପଲସ ପୋଲିସ"  ଆଉ ଏମିତି ବୋଧେ "ଲୋକଙ୍କ ନିକଟତର ହେଉଛି ପୋଲିସ " ଘୁ ଉଦୟଗିରି : ଯାହା ଲାଗୁଛି ପୋଲିସ ସାମ୍ବାଦିକମାନଙ୍କ ସହିତ ଟକରାଟକରି  ହେବା ପାଇଁ ଏକ ପ୍ରକାର ମନସ୍ଥ କରି ସାରିଛି ଅବା ପୋଲିସ ମୁଖ୍ୟାଳୟରୁ ଏପରି କୌଣସି ଗୋପନ ନିର୍ଦ୍ଦେଶ ଆସିଛି…

ମାର ମାର ଭଣ୍ଡାରିଆକୁ ମାର……….

ମୋରଡ଼ା ଥାନା ଖୁଣ୍ଟାପାଳ ଗ୍ରାମ ଡବଲ ମର୍ଡର ଘଟଣାରେ ବଳି ପଡିଲେ ସେଣ୍ଟ୍ରି  ବାରିପଦା(ଶାସକ ପ୍ରଶାସକ)- ପର ପୁରୁଷ ସହ ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହରେ ନିଜ ସ୍ତ୍ରୀ ମମତା ମହାନ୍ତ ଓ ଶାଶୁ ସୁନତୀ ମହାନ୍ତଙ୍କୁ ଜୀବନରୁ ମାରି ଦେବାର ଧମକ ଦେଇ ହାତରେ ଏକ କୁରାଢ଼ୀ ଧରି ରଜ…

ହାତୀ ଆକ୍ରମଣରେ ପୁଣି ଜଣେ ବୃଦ୍ଧର ଜୀବନ ଗଲା ।

 ବାରିପଦା(ଦିଲ୍ଲୀପ ମହାନ୍ତି )-ମୟୁରଭଞ୍ଜ ଜିଲ୍ଳା ରାସଗୋବିନ୍ଦପୁର ରେଞ୍ଜ ଅଢେନରେ ଥିବା ଡାଙ୍କରବିଲା ଗାଁରେ ଝାଡ଼ଖଣ୍ଡି ହାତୀ ଆକ୍ରମଣରେ ହରିଆ ସୋରେନ ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଅଛି। ଗତକାଲି ରାତିରୁ ଝାଡ଼ଖଣ୍ଡ ରାଜ୍ୟ ଦଲମା ଜଙ୍ଗଲରୁ ପ୍ରାୟ ୧୨ରୁ ଉର୍ଦ୍ଧ୍ବ ହାତୀ ପଶ୍ଚିମବଙ୍ଗ…

ଅଭିଯୋଗକୁ ଅଣଦେଖା କଲା ପୋଲିସ : ଦୁଇ ମହିଳାଙ୍କ ଜୀବନ ଗଲା

ବାରିପଦା(ଶାସକ ପ୍ରଶାସକ )- ମୋରଡ଼ା ଥାନା ଅଧିକାରୀ ନିଜ ଦାୟିତ୍ୱ ଓ କର୍ତବ୍ୟରେ ଅବହେଳା ପ୍ରଦର୍ଶନ କରିଥିବାରୁ ଦୁଇ ଜଣ ମହିଳା ହତ୍ୟାକାରୀଙ୍କ ଶିକାର ପାଲଟି ଥିବାର ସଙ୍ଗୀନ ଅଭିଯୋଗ ଆସିଛି । ଏହାକୁ ନେଇ ଉତ୍ତେଜନା ଦେଖା ଦେବା ସାଙ୍ଗକୁ ଘଟଣାସ୍ଥଳକୁ ଯାଇଥିବା ପୁଲିସକୁ ଗ୍ରାମବାସୀମାନେ…

ବଜ୍ରପାତ: ଜଣେ ମୃତ, ଜଣେ ଆହତ

ପଦ୍ମପୁର(ନୀଲାମ୍ବର ଦୀପ):- ପଦ୍ମପୁର ଉପଖଣ୍ଡ ଦହିତା ପଂଚାୟତର ଲେଦ୍ରାପାଲି ଗ୍ରାମରେ ବଜ୍ରପାତ ଯୋଗୁଁ ଜଣଙ୍କ ମୃତୁ ହୋଇଥିବା ବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥା ରେ ଚିକିତ୍ସା ପାଇଁ ପାଟଣାଗଡ଼ ନିଆ ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ମୃତ ନାରାୟଣ ବରିହା (୨୫) ଏବଂ ପବିତ୍ର ବରିହା (୨୪)…

ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

ବାରିପଦା(ଦିଲ୍ଲୀପ ମହାନ୍ତି )- ଗତ ବୁଧବାର ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ସଂରକ୍ଷିତ ଜଙ୍ଗଲ ମଧ୍ୟରୁ  ପୁଲିସ ଏକ  ଶବକୁ ଉଦ୍ଧାର କରିବାପରେ ଶବଟି କୁଳିଅଣା ଥାନା ଅଧୀନରେ ଥିବା ଭାଲୁକି ଗ୍ରାମର ରତ୍ନାକର ବିନ୍ଧାଣୀଙ୍କ ପୁଅ ଶୁକଦେବ ବିନ୍ଧାଣୀ(୨୨) ବୋଲି ଚିହ୍ନଟ ହୋଇଥିଲା ।…

ସନ୍ଦେହରେ ଡ୍ରେସ ଦୋକାନ ଅଗ୍ନିକାଣ୍ଡ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ସିନେମାହଲ ଛକରେ ଗୋଟିଏ ଡ୍ରେସ ଦୋକାନରେ ନିଆଁଲାଗି ଡ୍ରେସ ଗୁଡିକ ପୋଡି ଜଳି ନଷ୍ଟ ହୋଇଯାଇଥିବା ବେଳେ ଏ ସଂକ୍ରାନ୍ତରେ ଖବର ଲେଖାହେବା ପର୍ଯ୍ୟନ୍ତ ଡ୍ରେସ ଦୋକାନୀଙ୍କ  ତରଫରୁ କୈାଣସି ଅଭିଯୋଗ ହୋଇନଥିବା ବେଳେ ଘରମାଲିକ ଏନେଇ ଥାନାରେ ଅଭିଯୋଗ…