Browsing Category

ରାଜନୀତି

ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ସମସ୍ତ ୧୧ ଜଣ ମହିଳା ମନ୍ତ୍ରୀଙ୍କୁମହିଳା ମୋର୍ଚ୍ଚା ତରଫରୁ…

ମହିଳାମାନଙ୍କୁ ସମସ୍ତ କ୍ଷେତ୍ରରେ ସର୍ବାଧିକ ଗୁରୁତ୍ୱ ଦେଉଆସୁଛି ବିଜେପି : ସ୍ମୃତି ପଟ୍ଟନାୟକ ଭୂବନେଶ୍ୱର: ଭାରତୀୟ ଜନତା ପାର୍ଟୀ ମହିଳାମାନଙ୍କୁ ସମସ୍ତ କ୍ଷେତ୍ରରେ ସର୍ବାଧିକ ଗୁରୁତ୍ୱ ଦେଉଆସୁଛି ।ମୋଦି ସରକାର ସର୍ବଦା ମହିଳାମାନଙ୍କ ବିକାଶକୁ ପ୍ରଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି ।…

ମେଡିକାଲ ଶିକ୍ଷାରେ ଓବିସି ଏବଂ ଇଡବ୍ଲ୍ୟୁଏସ ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ନିଷ୍ପତି 

ପଛୁଆ ବର୍ଗ ଓ ଅର୍ଥନୈତିକ ଅନଗ୍ରସରମାନଙ୍କ ପାଇଁ ଯୁଗାନ୍ତକାରୀ ପଦକ୍ଷେପ : ସୁରଥ ବିଶ୍ୱାଳ ଭୁବନେଶ୍ୱର(ଶାସକ ପ୍ରଶାସକ)  : ‘ମୋ ସରକାର ଗରୀବଙ୍କ ପାଇଁ ସମର୍ପିତ’ । ଏହି ଉକ୍ତଟି ଗତ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ଭାବେ ଦାୟୀତ୍ୱ ଗ୍ରହଣ କରିବା ସମୟରେ ଶ୍ରୀ ନରେନ୍ଦ୍ର ମୋଦି ଦୃଢୋକ୍ତି…

ଦଳୀୟ କନ୍ଦଳ ଚାପିବାକୁ ବିଜେପିର ମନଗଢା ଅଭିଯୋଗ: ବିଜେଡ଼ି

ଭୁବନେଶ୍ୱର: ପଶ୍ଚିମ ଓଡିଶାର ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ରାଜନୀତି ପାଇଁ ସ୍ୱାସ୍ଥ୍ୟସେବାକୁ ଆଳ କରି ସରକାରଙ୍କୁ ସମାଲୋଚନା କରିବା ଉଚିତ୍‍ ନୁହେଁ । ଦଳରେ ନିଜର ହଜିଯାଉଥିବା ସ୍ଥିତିକୁ ପ୍ରାସଙ୍ଗିକ କରିବା ସହିତ ଦଳୀୟ କନ୍ଦଳକୁ ଚାପିବା ପାଇଁ ବିଜେପିର ପୂର୍ବତନ ବିଧାୟକ…

ଗୋଏଲଙ୍କୁ ଭେଟି ସ୍ମାରକ ପତ୍ର ଦେଲେ ବିଜେପି ସାଂସଦ

ପିଏମଜିକେଏୱାଇ ଏବଂ ଏନଏଫଏସଏରେ ବ୍ୟାପକ ଦୁର୍ନୀତିର ତଦନ୍ତ କରାଯାଉ:ବିଜେପି ନୂଆଦିଲ୍ଲୀ/ଭୁବନେଶ୍ୱର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଗୁରୁବାର ରାଜ୍ୟ ବିଜେପି ସାଂସଦର ଏକ ପ୍ରତିନିଧି ମଣ୍ଡଳି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ…

ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ପିସିସି  ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ନିଯୁକ୍ତ 

ଭୁବନେଶ୍ୱର- କଂଗ୍ରେସର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ଗଣମାଧ୍ୟମରେ କଂଗ୍ରେସର ଚେହେରା ଭାବେ ଜଣାଶୁଣା ଶ୍ରୀ ଗଣେଶ୍ୱର ବେହେରାଙ୍କୁ  ଏଆଇସିସି ପକ୍ଷରୁ ଆଜି ପ୍ରଦେଶ ଗଣମାଧ୍ୟମ ଓ ଯୋଗାଯୋଗ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି | ।   ୨୦୧୯ ନିର୍ବାଚନରେ କଂଗ୍ରେସର ଶୋଚନୀୟ…

ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର, ରକ୍ତଦାନ କଲେ ମହିଳା

ଭୁବନେଶ୍ୱର :  କରୋନା ମହାମାରୀ  ସମୟରେ ରକ୍ତ ସଙ୍କଟ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ରକ୍ତଦାନ ଶିବିରରେ  ମହିଳା ସ୍ୱେଚ୍ଛାକୃତ ରକ୍ତଦାନ କରିଛନ୍ତି । କୋଭିଡ୍‌-୧୯…

କଟକ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ 

ସଂଗୃହିତ ହେଲା  ୮୫ ୟୁନିଟ୍ ରକ୍ତ କଟକ (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ଵାନ ଏବଂ ବାଙ୍କୀ ବିଧାୟକ ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ମହାମାରୀ କରୋନ ସମୟରେ  ରକ୍ତର ଅଭାବ କୁ ଦୂର କରିବା…

ଦରଦାମ ବୄଦ୍ଧି ତଥା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମନମୁଖି କାର୍ଯ୍ୟ ବିରୋଧରେ କଂଗ୍ରେସ ପକ୍ଷରୁ ବ୍ଳକ ଘେରାଉ ।

ପଦ୍ମପୁର(ଶାସକପ୍ରଶାସକ)- ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ପଦ୍ମପୁର ବ୍ଳକ କଂଗ୍ରେସ ସଭାପତି ଶ୍ରୀ ଚମ୍ପକେଶ୍ୱର ପୁରୋହିତ  ତଥା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଶ୍ରୀ ସତ୍ୟଭୂଷଣ ସାହୁ ଙ୍କ ନେତୃତ୍ବରେ ହଜାର ସଂଖ୍ୟାରେ ଲୋକେ…

ଅର୍ପିତା ବିଜେପି ଯୁବମୋର୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ନିଯୁକ୍ତ 

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ପକ୍ଷରୁ ଯୁବମୋର୍ଚାର ଜାତୀୟ ପଦାଧିକାରୀ ନିଯୁକ୍ତ ହୋଇଛନ୍ତି | ଆଜି ଦଳ ପକ୍ଷରୁ ଜାରି ହୋଇଥିବା ସୂଚୀରେ ୭ ଉପାଧ୍ୟକ୍ଷ, ତିନି ମହାମନ୍ତ୍ରୀ , ୭ ରାଷ୍ଟ୍ରୀୟ ମନ୍ତ୍ରୀ, ଜଣେ ଲେଖାଏ କୋଷାଧ୍ୟକ୍ଷ, କାର୍ଯ୍ୟାଳୟ ପ୍ରଭାରୀ , ମିଡ଼ିଆ ପ୍ରଭାରୀ, ସୋସିଆଲ…

ରଣପୁର ରେ ବିଜୁଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରଣପୁର (ପ୍ରସନ୍ନ ସାମନ୍ତରାୟ):ରଣପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଛାତ୍ର ଜନତା ଦଳର ସଂଘଠନକୁ ବୃଦ୍ଧି କରିବା ସହ ସଂଘଠନକୁ ମଜବୁତ କରି ବହୁ ସଂଖ୍ୟାକ ଯୁବଛାତ୍ର ମାନଙ୍କୁ ଦଳରେ ସାମିଲ କରି ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିବା ସହ ରୋଜଗାର କ୍ଷମ କରିବା ଏବଂ କୁଶଳୀ ଯୁବକ ମାନଙ୍କୁ…