Browsing Category

ରାଜନୀତି

ମାହାଙ୍ଗା : ବିଜେଡିରେ ଯୋଗ ଦେଲେ ବିଜେପି ଓ କଂଗ୍ରସ ଦଳର କର୍ମୀ

ମାହାଙ୍ଗା (ଶାସକ ପ୍ରଶାସକ) : ଆଜି ମାହାଙ୍ଗା ବ୍ଲକ କୋଳିଅଠା ପଞ୍ଚାୟତରୁ ୩୦ ଜଣରୁ ଉର୍ଦ୍ଧ ବିରୋଧୀ ବିଜେପି ଓ କଂଗ୍ରସ ଦଳର କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି | ସେମାନେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ ଶାସନ ନୀତି ଆଦର୍ଶ ଓ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ…

ରାଜନୀତି ପାଇଁ ଅତି ନିମ୍ନ ସ୍ତରକୁ ଯାଉଛି ବିଜେପି: ବିଜେଡି

ଭୁବନେଶ୍ୱର: ବିଜେପିର ଆଜିର ସାମ୍ବାଦିକ ସମ୍ମିଳନୀ ପୁଣିଥରେ ପ୍ରମାଣ କରିଛି ଯେ ବିଜେପି ନେତାମାନେ ରାଜନୀତିରେ ତିଷ୍ଠି ରହିବା ପାଇଁ କିଭଳି ଟିଭିରେ ମୁହଁ ଦେଖାଇବାକୁ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏମାନଙ୍କର ପ୍ରକୃତ ଉଦ୍ଦେଶ୍ୟ ପୀଡିତାଙ୍କୁ ନ୍ୟାୟ ଦେବା ନୁହେଁ ବରଂ ନିଜର…

ଡାହା ମିଛ କହି ପୁଲିସ ତଦନ୍ତକୁ ବାଟବଣା ପାଇଁ କଂଗ୍ରେସ, ବିଜେପିର ଉଦ୍ୟମ: ବିଜେଡି

ଭୁବନେଶ୍ୱର: ପୁଲିସ୍‍ ତଦନ୍ତକୁ ବାଟବଣା କରିବାକୁ ଉଭୟ ବିଜେପି ଓ କଂଗ୍ରେସ ନେତାମାନେ ଡାହା ମିଛ କହି ଉଦ୍ୟମ ଚଳାଇଛନ୍ତି । ଆଜି ଦୁଇ ଦଳର ନେତାଙ୍କ ସାମ୍ବାଦିକ ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି । ବିଜେପି ଓ କଂଗ୍ରେସ ନେତାଙ୍କ…

ନବୀନମ ଶରଣମ ଗଛାମି

ନବରଂଗପୁର (ଶାସକ ପ୍ରଶାସକ) ଯାହା ଚର୍ଚା ହେଉଥିଲା ସେଇଆ ହେବାକୁ ଯାଉଛି | ସେବା ପାଇଁ କଂଗ୍ରେସଦଳରେ ସୁଯୋଗ ନଥିବା ଅଭିଯୋଗ କରି ଦୁଇ ଦିନ ତଳେ କଂଗ୍ରେସ ଛାଡିଥିବା ପ୍ରଦୀପ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶରଣାପନ୍ନ ହେବାକୁ ଯାଉଛନ୍ତି | ଆଜି ସେ ବିଧିବଦ୍ଧ ଭାବେ ଏ…

ମମତା ମେହେର ହତ୍ୟା ମାମଲାରେ ଗୄହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ ।

ପଦ୍ମପୁର(ଶାସକପ୍ରଶାସକ)-କଳାହାଣ୍ଡି ଜିଲ୍ଲା ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାକାଣ୍ଡ ଯୋଗୁଁ ସାରା ରାଜ୍ୟରେ ତାତି ରହିଛି । ଗାଁ ଠାରୁ ରାଜଧାନୀ ବିରୋଧୀଙ୍କ ମୁହଁରେ ଗୋଟିଏ ନାରା ଗୄହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ ଏବଂ ମମିତା…

ଅତି ନିମ୍ନ ରୁଚିର ରାଜନୀତି କରୁଛି ବିଜେପି ମହିଳା ମୋର୍ଚ୍ଚା: ବିଜେଡି

ଭୁବନେଶ୍ୱର: ଓଡିଶା ବିଜେପିର ମହିଳା ମୋର୍ଚ୍ଚା ଆଜି ତାହାର ଘେରାଉ ସମୟରେ ମିଥ୍ୟା ଓ ଭିତ୍ତିହୀନ ବିବୃତି ଦେଇ ସମସ୍ତ ଲଜ୍ଜାକୁ ଅତିକ୍ରମ କରି ଅତି ନିମ୍ନ ସ୍ତରକୁ ଖସି ଆସିଛି । ଏଭଳି ଭାବେ ନିମ୍ନ ସ୍ତରକୁ ଯିବା ସମ୍ପୂର୍ଣ୍ଣ ନୂଆ ଯାହାକି ଶସ୍ତା ରାଜନୀତି ପାଇଁ ପୂର୍ବରୁ ଖେଳାଯାଇଥିବା…

ହତ୍ୟାକାରୀ ଗୋବିନ୍ଦ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ମାସକର କଲ ରେକର୍ଡକୁ ସାର୍ବଜନୀନ କରିବାକୁ କଳାହାଣ୍ଡି ସାଂସଦ ଙ୍କ…

ନୂଆପଡ଼ାରୁ ଯଶୋବନ୍ତ କୁମାର: ବହୁ ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କରଙ୍କୁ ବଞ୍ଚାଇବା ପାଇଁ ଭୁବନେଶ୍ୱରରୁ କାହାଣୀ ତିଆରି ହେଉଛି ବୋଲି ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ , ନୂଆପଡା ଠାରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ…

କଂଗ୍ରେସରେ ସେବାର ସୁଯୋଗ ନାହିଁ :ସେବା କରିବାକୁ କଂଗ୍ରେସ ଛାଡିଲେ ପ୍ରଦୀପ

ରାଜ୍ୟ କଂଗ୍ରେସକୁ ବଡ଼ ଝଟକା; କଂଗ୍ରେସ ଛାଡିଲେ ପ୍ରଦୀପ ମାଝୀ ଭୂବନେଶ୍ବର: ରାଜ୍ୟ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ଯୁବ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଶୁକ୍ରବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ପାର୍ଟି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଠାଇଛନ୍ତି ।…

ବିଜେପି ଛାଡିଲେ ବିଶ୍ୱ : ଶଙ୍ଖ ଫୁଙ୍କିବେ

ଭୁବନେଶ୍ୱର: ବିଜେପି ଛାଡିଛନ୍ତି ବିଜେପି ଯୁବନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱରଞ୍ଜନ ମଲ୍ଲିକ । ଦଳର ପ୍ରାଥମିକ ସଦସ୍ୟତାରୁ ସେ ଇସ୍ତଫା ଦେଇଥିବା ବେଳେ ତାଙ୍କ ସହ ବରୀ ବ୍ଲକ୍ ଅଧ୍ୟକ୍ଷା ସୁବାସିନୀ ଶର୍ମା, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଞ୍ଜ ଏବଂ ଜିଲ୍ଲା ପରିଷଦ ସଭ୍ୟ…

ମମିତା ମୃତ୍ୟୁ ରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ବହିଷ୍କାର ଦାବିକଲା ଅଣ ସଂଗଠିତ ଶ୍ରମିକ କଂଗ୍ରେସ!

ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ : କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲ ର ଅଧକ୍ଷା ମମିତା ମେହେର ଙ୍କୁ ଅତି ବିଭତ୍ସ ଭାବେ ହତ୍ୟାକରି ବିଦ୍ୟାଳୟ ଷ୍ଟାଡିୟମ ରେ ଗାତ କରି ପୋତିବା ଘଟଣା ରେ ଜଣେ ପ୍ରଭାବଶାଳୀ ତଥା ବିଦ୍ୟାଳୟର ମାଲିକ ଗୋବିନ୍ଦ ସାହୁ ସମ୍ପୃକ୍ତ ଥିବାରୁ ସେ…