Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ନବୀନ ନିବାସରେ ଶତାଧିକ ଆଇଏନ୍ଟିୟୁସିର କର୍ମକର୍ତ୍ତା ବିଜୁ ଶ୍ରମିକ ସାମ୍ମୁଖ୍ୟରେ ସାମିଲ
ଭୁବନେଶ୍ୱର: ନବୀନ ନିବାସରେ ଶତାଧିକ ଆଇଏନ୍ଟିୟୁସିର କର୍ମକର୍ତ୍ତା ବିଜୁ ଶ୍ରମିକ ସାମ୍ମୁଖ୍ୟରେ ସାମିଲ ହୋଇଛନ୍ତି | ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ନବଗଠିତ ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଏକ ଶୋଭାଯାତ୍ରା କ୍ୟାପିଟାଲ୍ ହସ୍ପିଟାଲ ଛକରୁ ବାହାରି ନବୀନ ନିବାସରେ ପହଞ୍ଚିଥିଲା …
“କେନ୍ଦ୍ର ତ ଦେଉନି, ଆମେ ଦେଲେ ବିଜେପିକୁ ବାଧୁଛି କାହିଁକି ?”
ନବୀନ ବାବୁଙ୍କ ଖାଦ୍ୟସୁରକ୍ଷା ଯୋଜନା ପରେ ବିଜେପି ବର୍ତ୍ତମାନ ଆତଙ୍କିତ ହୋଇପଡିଛି: ପ୍ରତାପ
ଭୁବନେଶ୍ୱର: ରାଜ୍ୟ ସରକାର ଯେତେବେଳେ କେନ୍ଦ୍ରକୁ ଚିଠି ଲେଖିଛନ୍ତି ଯେ ୨୦୧୧ରୁ ୨୦୧୮ ମଧ୍ୟରେ ଯେଉଁ ଜନସଂଖ୍ୟାରେ ବୃଦ୍ଧି ଘଟିଛି, ସେ ସଂକ୍ରାନ୍ତରେ କେନ୍ଦ୍ର ସରକାର କ’ଣ ନିଷ୍ପତ୍ତି…
ୟୁ-ଟର୍ଣ୍ଣ : କଥା ବୁଲାଇଲେ ଭକ୍ତ
ଭୁବନେଶ୍ୱର : ମାତ୍ର କିଛି ମାସ ପରେ ୟୁ-ଟର୍ଣ୍ଣ ମାରିଛନ୍ତି ବରିଷ୍ଟ କଂଗ୍ରେସ ନେତା ଭକ୍ତଚରଣ ଦାସ । ଆଗରୁ କହିଥିବା କଥାକୁ ସଂଶୋଧନ କରିଛନ୍ତି । କହିଛନ୍ତି ଆସନ୍ତା ନିର୍ବାଚନରେ କଂଗ୍ରେସ ବିଜେଡି ବିଜେପି ସହିତ ମେଣ୍ଟ କରିବ ନାହିଁ । ଯଦି କରିବ ତେବେ ସମଭାବାପନ୍ନ ଦଳ ସହିତ କରିବ ।…
କୁଆଡେ ନଜର କୁଆଡେ ବାଣ, ଶ୍ରୀକାନ୍ତଙ୍କ ଟାର୍ଗେଟରେ ପୁଣି ନିରଞ୍ଜନ
"ଆଗାମୀ ନିର୍ବାଚନରେ ଖଣି ଲୁଟକୁ ପ୍ରସଂଗ କରିବ କଂଗ୍ରେସ"
ଭୁବନେଶ୍ୱର(SPB) : କଂଗ୍ରେସରେ ବିବାଦ କମୁନି | ଏଇ ଦଳର ଶିର ପ୍ରଶିରାରେ କନ୍ଦଳ | ଆଉ ତାହା ଯେତେବେଳେ ଶ୍ରୀକାନ୍ତ ଆଉ ନିରଞ୍ଜନଙ୍କ ମଧ୍ୟରେ, ତାହା ତା ଦେଖିଲା ଶୁଣିଲା ଭଳିଆ | କାରଣ ପଟ୍ଟନାୟକ-ଜେନା ସମ୍ପର୍କ…
ବିଜୁ ମହିଳା ଜନତା ଦଳର ନୂତନ କମିଟି ଗଠିତ, ସଦସ୍ୟ ମାନେ ଜଣାଇଲେ କୃତଜ୍ଞତା
ବାରିପଦା()- ବିଜେଡିର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମୟୂରଭଞ୍ଜ ଜିଲ୍ଲା ବିଜୁ ମହିଳା ଜନତା ଦଳର ନୂତନ କମିଟି ଘୋଷିତ ହୋଇଛି । ଏଥିର ୫ ଜଣ ଉପସଭାନେତ୍ରୀମାନଙ୍କ ମଧ୍ୟରେ ଅନୀତା ସିଂ, ସନ୍ଧ୍ୟା ରାଣୀ ଦାସ, ସୁମିତ୍ରା ବଳବନ୍ତରାୟ, ସବିତା ହାଁସଦାଃ,…
ବୁଥ ସ୍ତରରୁ ସୋଇ ରହିଥିବା ଗୌରବ ସାଉଁଟିବାକୁ କଂଗ୍ରେସ ଆରମ୍ଭ କରିବ ଅଭିଯାନ
୨୦୧୯ ପାଇଁ କଂଗ୍ରେସର ପ୍ରସ୍ତୁତି:‘ମୋ ବୁଥ୍, ମୋ ଗୌରବ ’ ଅଭିଯାନ ଆରମ୍ଭ
ହାତରେ ଆଉ ମାସ ମାତ୍ର ଆଉ ଆଠଟି | ବିଜେପି ବିଜେଡି ନିର୍ବାଚନ ପାଇଁ ସେମାନଙ୍କ ଆରମ୍ଭ କରି ବିଭିନ୍ନ କାର୍ୟକ୍ରମ ନାଁରେ ନି ନିଜ ଦଳ ସପକ୍ଷରେ ସମର୍ଥନ ଯୋଗାଡରେ ବ୍ୟସ୍ତ | ବିଳମ୍ବରେ ହେଲେ ବି କଂଗ୍ରେସ ଆରମ୍ଭ…
ମୟୂରଭଞ୍ଜ ବିଜୁ ଛାତ୍ର ଜନତାର ନୂତନ କମିଟି ଗଠିତ
ବାରିପଦା(ଦିଲ୍ଲୀପ ମହାନ୍ତି )- ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସଭାପତି ରାଣା ପ୍ରତାପ ପାତ୍ରଙ୍କ ଅନୁମୋଦନ କ୍ରମେ ମୟୂରଭଞ୍ଜ ଜିଲ୍ଲା ଛାତ୍ର ବିଜେଡିର ନୂତନ କମିଟି ସହ ବ୍ଲକ ଗଠିତ ହୋଇଅଛି । ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତିଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଉପସଭାପତି ଭାବେ ସାମନ୍ତ…
ଯୋଜନା , ନିଯୁକ୍ତି, ସଂରକ୍ଷଣ, ପାଠପଢା ଆଦି ସମ୍ପୁର୍ଣ୍ଣ ଅବହେଳିତ ଦଳିତ ଖ୍ରୀଷ୍ଟିୟାନ : ଜନାର୍ଦ୍ଦନ
ଓଡିଶା ଦଳିତ ଶୋଷଣ ମୁକ୍ତିି ମଞ୍ଚ ପକ୍ଷରୁ ଦଳିତ ଖ୍ରୀଷ୍ଟିୟାନ ଅଧିକାର ନିମନ୍ତେ ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ।
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଦଳିତ ଖ୍ରୀଷ୍ଟିୟାନ ମାନଙ୍କ ଦାବୀ ଯଥାର୍ଥ ଏହା ସେମାନଙ୍କ ଗଣତାନ୍ତ୍ରିକ, ମାନବିକ ଓ ଜାତିଗତ ଅଧିକାର, ସରକାର…
ଭାରତ ଏହାର ଜଣେ ଉତ୍ତୁଙ୍ଗ ଶିଖର ନେତାଙ୍କୁ ହରାଇଲା
ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ବିଜୁ ଜନତା ଦଳର ଗଭୀର ଶୋକ
ଭୁବନେଶ୍ୱର : ଭାରତବର୍ଷର ଉତ୍ତୁଙ୍ଗ ବ୍ୟକ୍ତିତ୍ୱ, ରାଷ୍ଟ୍ରନୀତିଜ୍ଞ, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରନô ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ବିଜୁ ଜନତା ଦଳ ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇଛି । ବିଜୁ ଜନତା ଦଳ ସଭାପତି…