Browsing Category

ରାଜନୀତି

 ମୁହଁ ଲୁଚାଇ ଗାଡି ଭିତରେ ବସି ରହିଥିଲେ ଯୋଗେନ୍ଦ୍ର 

ବଲାଙ୍ଗିର(ନୀରୋଜ ମିଶ୍ର) :  ବଲାଙ୍ଗିର ସଦର ବ୍ଲକ ଏବଂ ଲୋଇସିଂହା ବ୍ଲକର ସୀମା ଅଂଚଳରେ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ସ୍ଥାନୀୟ ଚାଷୀ ଓ କଂଗ୍ରେସ କର୍ମୀମାନଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି । ଏ ଅଂଚଳର ଚାଷୀମାନେ ମରୁଡି ଜନିତ କ୍ଷୟକ୍ଷତିର…

ବିଜେଡିର ଅଭିଯୋଗ : ଗୁରୁପ୍ରିୟା ସଫଳତାରେ ସହି ପାରୁନାହାନ୍ତି ନିରଞ୍ଜନ, ଆଣୁଛନ୍ତି ଅଭ୍ୟାସଗତ ମିଥ୍ୟ।ଭିଯୋଗ ! 

ଭୁବନେଶ୍ୱର(କୁମାର ଅଭିଶେଖ) : ଗୁରୁପ୍ରିୟା ସେତୁ ପ୍ରସଂଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କର ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ, କପଳୋକଳ୍ପିତ ଏବଂ ଅସତ୍ୟ ଉପରେ ଆଧାରିତ । ଗୁରୁପ୍ରିୟା ସେତୁ ଏକ ସଂପର୍କର ସେତୁ ଏବଂ ଏହା ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳକୁ ସ୍ୱାଭିମାନ…

 ସୂର୍ଯ୍ୟଙ୍କୁ ଅଣ୍ଡା ମାଡ

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଗସ୍ତରେ ଥିବା  ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଅଣ୍ଡା ମାଡ ହୋଇଛି | ଲୋଇସିଂହା ନିର୍ଵାଚନମଣ୍ଡଳୀର ଟଳିଗୁଡା ଠାରେ ହୋଇଥିବା ଏହି ଅଣ୍ଡାମାଡରେ ଅଣ୍ଡା ମନ୍ତ୍ରୀଙ୍କ ଦେହରେ ବାଜିନି | ସବୁ ଥର ପରି ଅଣ୍ଡା ଗାଡ଼ିରେ ମାଡ ହୋଇଛି |…

ମଦନ ହେଲେ ବିଜେପି କୃଷକ ମୋର୍ଚ୍ଚାର ଜାତୀୟ ସଂଯୋଜକ

ଭୁବନେଶ୍ୱର  : ବିଜେପି ଭୁବନେଶ୍ୱରର ପୂର୍ବତନ ଯୁବ ମୋର୍ଚ୍ଚା ସଭାପତି ମଦନ ମୋହନ  ପ୍ରଧାନ ବିଜେପି କୃଷକ ମୋର୍ଚ୍ଚାର   ଜାତୀୟ ସଂଯୋଜକ ନିଯୁକ୍ତି ହୋଇଛନ୍ତି । ସେହିପରି କୃଷକ ମୋର୍ଚ୍ଚାର ଜାତୀୟ ସମ୍ପାଦକ ଭାବେ ଓଡ଼ିଶାରୁ ରାମଚନ୍ଦ୍ର ପାତ୍ର, କାର୍ଯ୍ୟକାରୀଣି ସଦସ୍ୟ ଭାବେ ଡ଼ ବିଶ୍ୱନାଥ…

ଚତୁର ନରସିଂହ, ମୁଖ୍ୟମନ୍ତ୍ରୀ ଭାଷଣରୁ କାଢିଲେ ଖିଅ

ବୁଲେଇ ମାଇଲେ ତେରେଛା ବାଣ, କହିଲେ “ତାଙ୍କ ଦଳୀୟ ଲୋକ ବାଧାବିଘ୍ନର ମୁଖ୍ୟ କାରଣ” ""କଲେଜର ଉଦ୍ଘାଟନି ସଭାରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିବା କଥା “ଏହି କଲେଜ ସମ୍ପୁର୍ଣ୍ଣ କରିବାରେ ଅନେକ ବାଧାବିଘ୍ନ ମୁଁ ସମ୍ମୁଖିନ ହୋଇଛି” ଏହି ଉକ୍ତିର ଅର୍ଥରୁ ଆମେ ବୁଝିଯିବା ଦରକାର ଯେ…

୧୩ ଦଫା ଦାବୀ ନେଇ ସିପିଆଇର ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଆଇନ ଅମାନ୍ୟ ଆନ୍ଦୋଳନ

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ସମ୍ୱିଧାନ ବଞ୍ଚାଅ-ଦେଶ ବଞ୍ଚାଅ ଦାବୀ ସମେତ ଗରୀବ ଖଟିଖିଆ,ଭୂମିହୀନ,ଶ୍ରମିକ ,ଆଦିବାସୀ, ମହିଳା, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ମାନଙ୍କ ନିମନ୍ତେ ୧୩ ଦଫା ଦାବୀ ନେଇ ଆଜି ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳ କାର୍ଯ୍ୟାଳୟ ସାମନାରେ ଜିଲ୍ଲା ଭାରତୀୟ…

ରାଜ୍ୟ ସାଧାରଣ ସଂପାଦକ ଭାବେ ଦାୟିତ୍ୱ ନେଲେ ଯୋଗେନ୍ଦ୍ର ତ୍ରିପାଠୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଚଳିତ ମାସ ୨୮ ତାରିଖରେ ଦଳର ସାଧାରଣ ସଂପାଦକ ଭାବେ ନିଯୁକ୍ତ ହୋଇଥିବା ଯୋଗେନ୍ଦ୍ର ତ୍ରିପାଠୀ ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ଅବସରରେ…

କହି ହେଉଥାଇ ପରକୁ ବୁଦ୍ଧି ନ ଦିଶଇ ଘରକୁ !

 ଭୁବନେଶ୍ୱର,: ଅମଲା ସଂଘର ଆନ୍ଦୋଳନ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଉକ୍ତି ରଖିଛନ୍ତି, ତାହା ହାସ୍ୟାସ୍ପଦ ଏବଂ ତାଙ୍କର ଦୋମୁହାଁ ନୀତିକୁ ପଦାରେ ପକାଉଛି । ବିଗତ ସାଢେ଼ ୪ବର୍ଷ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କାରେ ପହଞ୍ଚାଇଥିବାର ବିରଳ ଦକ୍ଷତା…

ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀଙ୍କ ଦାବୀକୁ  ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି ପ୍ରତିଶୃତି ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର- ବିଭାଗୀୟ ମୁଖ୍ୟ ଦପ୍ତରରେ କାମ କରୁଥିବା କର୍ମଚାରୀଙ୍କ ଦାବିକୁ ସେ ଓ ତାଙ୍କ ଦଳ ସମର୍ଥନ କରୁଛନ୍ତି ବୋଲି କହିଛନ୍ତି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନଅତାଲାରେ ଧାରଣା ଦେଇଥିବା କର୍ମଚାରୀଙ୍କ ଆନ୍ଦୋଳନ  ସ୍ଥଳରେ ପହଁଚି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଭାଗୀୟ…

ଭଦ୍ରକରେ ଉଜ୍ୱଳା ଲାଭାର୍ଥୀ ମହିଳା ସମ୍ମିଳନୀ: ରାଜ୍ୟରେ ଭଦ୍ରକ ଜିଲ୍ଲା ପ୍ରଥମ

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) - ଆଜି ଭଦ୍ରକ ଜିଲ୍ଲା ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଚରମ୍ପା ଅଗ୍ରସେନ ଭବନ ଠାରେ ଉଜ୍ୱଳା ଲାଭାର୍ଥୀ ମହିଳା ସମ୍ମିଳନୀ (ଉଜ୍ୱଲା କି ରଷୋଇ) କାର୍ଯ୍ୟକ୍ରମ ଜିଲା ମହିଳାମୋର୍ଚ୍ଚା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ହୋଇ ଯାଇଛି ।…