Browsing Category

ରାଜନୀତି

କଥା ଦେଇ ଧୋକା ଦେଇଛି ବିଜେପି 

 ବିଜେପିର ପ୍ରତିଶ୍ରୁତି ନୁହେଁ, ପୁଣିଥରେ ପ୍ରତାରଣା ଓ ପ୍ରହେଳିକାର ସମାବେଶ ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ବାସ୍ତବରେ ଭାରତୀୟ ଜୁମ୍‍ଲା ପାର୍ଟି ବୋଲି ଆଜି ଭାରତବର୍ଷ ସାରା ସୁପରିଚିତ । ମିଥ୍ୟା ପ୍ରଚାର କରିବା, ଜୁମ୍‍ଲା କହିବା କିମ୍ବା ବିଭ୍ରାନ୍ତିକର ତଥ୍ୟ ଓ ମତ ଦେଇ…

ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚ ଅଧ୍ୟକ୍ଷଙ୍କ ସହ ହଜାର ହଜାର କର୍ମୀ ବିଜେଡିରେ ଯୋଗଦେଲେ

ଭୁବନେଶ୍ୱର : ଆଜି ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚର ଅଧ୍ୟକ୍ଷ ଆଡଭୋକେଟ୍‍ ମାନସ ଦାସ, ସାମାଜିକ କର୍ମୀ ଶ୍ରୀମତୀ ସୁଜାତା ମାନସ, ମଞ୍ଚର ସମସ୍ତ ଜିଲ୍ଲାରେ ଥିବା ଶାଖା ନେତୃବୃନ୍ଦ ଏବଂ ସଦସ୍ୟ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ଯୋଗଦାନ ସମାରୋହରେ  ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ…

ଛି ଛି ଛି ଛି ,,,,,,ଖାକି ବର୍ଦ୍ଦିରେ ଲାଗିଲା କଳଙ୍କ ଛିଟା !!

 ଅପହୃତା ନାବାଳିକା ଛାତ୍ରୀଙ୍କୁ ସୁରକ୍ଷା ଦେବା ବଦଳରେ ପୋଲିସ ଅଧିକାରୀଙ୍କ ଅସଦାଚରଣ ଅଭିଯୋଗ । ସୋହେଲା(ଶାସକପ୍ରଶାସକ)-ବରଗଡ ଜିଲାରେ ଜନୈକା ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଅପହରଣ ଓ ସୋହେଲା ଥାନାର ଜନୈକ ପୋଲିସ ଏଏସଆଇଙ୍କ ଭଡାଘରେ ରଖି ଦୁଷ୍କର୍ମ କରିବା ଓ ଏହି ଘଟଣାରେ ଉକ୍ତ ପୋଲିସ…

ନବୀନ ସରକାରର କାଳରେ ଅତ୍ୟାଚାର ଶୋଷଣ ପିସି କାରବାର ଓ ନାରୀ ନିର୍ଯ୍ୟାତନା ବହୁଳ ବଢିଛି : ଜୁଏଲ 

ବିଜେପିର ବିଧାନସଭା ସ୍ତରୀୟ କର୍ମୀ ସମ୍ମିଳନୀ ନୂଆପଡ଼ା(ଅମିତ କୁମାର ପୁରୋହିତ ) ସ୍ଥାନୀୟ ପୁଲିସ ପଡିଆ ଠାରେ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେପିକର୍ମୀ ସମ୍ମିଳନୀ ଅନୁଷ୍ଠିତ  ହୋଇଯାଇଛି । ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଆଦିବାସୀ କଲ୍ୟାଣ ବେପାର ମନ୍ତ୍ରୀ…

ଶେଷ ଲଢେଇ ଲଢ଼ିବେ ପ୍ରଭାତ 

ବାଙ୍କୀ(ଶାସକ ପ୍ରଶାସକ) : ଦଳ ଭିତରେ କାହାକୁ ଟିକଟ ମିଳିବ ନମିଳିଵ ତାହାକୁ ନେଇ ନାନା ଗୁଜବ ଆଲୋଚନା ଶୁଣିବାକୁ ମିଳୁଥିବା ବେଳେ ଆସନ୍ତା ବିଧାନସଭା ନିର୍ବାଚନ ବାଙ୍କିରୁ ଲଢ଼ିବା ନିଶ୍ଚିତ ବୋଲି ସ୍ପଷ୍ଟ କରି ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ | ଲୋକଙ୍କ ମତକୁ ସମ୍ମାନ…

ଝାରବନ୍ଧ ବ୍ଳକର ବିଭିନ୍ନ ପଞ୍ଚାୟତରେ କଂଗ୍ରେସ କର୍ମୀ ସମ୍ମିଳନୀ ।

ପଦ୍ମପୁର/ ନୀଳ ଦୀପ : ପଦ୍ମପୁର ଉପଖଣ୍ଡସ୍ଥ ଝାରବନ୍ଧ ବ୍ଳକ ଅନ୍ତର୍ଗତ ଅମଠି,ବିଲାସପୁର ଓ ଗୋଠୁଗୁଡା ପଞ୍ଚାୟତରେ ଝାରବନ୍ଧ ଜୋନ୧ ସଭାପତିଙ୍କ ମୁଜଫର ହୁସେନଙ୍କ ସଭାପତିତ୍ବରେ ଭାରତୀୟ ଜାତୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ମୁଖ୍ୟ ସଚେତକ   ତଥା…

ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତି ଦୁର୍ଭାଗ୍ୟଜନକ: ନିରଂଜନ ପଟ୍ଟନାୟକ 

ଭୁବନେଶ୍ୱର – ରାଫେଲ ଦୁର୍ନୀତିରେ ଉପରେ କେନ୍ଦ୍ର ସରକାର ବିସ୍ତୃତ ତଥ୍ୟ ଦେଶବାସୀଙ୍କ ଆଗରେ ରଖିବାକୁ କଂଗ୍ରେ୍ରସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ କରିଥିବା ଦାବିକୁ ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଯେଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ତାହା ଉପରେ ନିଜର ମତ…

ଧର୍ମାନନ୍ଦ ଢେଙ୍କାନାଳ ଜିଲ୍ଲା ଯୁବବିଜେଡି ସଭାପତି

ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଭାବେ ଶ୍ରୀ ଧର୍ମାନନ୍ଦ ପରିଡ଼ାଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଦଳର ସାଧାରଣ ସଂପାଦକ (ଯୁବ ବ୍ୟାପାର) ଶ୍ରୀ ସଂଜୟ କୁମାର ଦାସବର୍ମା ଏକ ପ୍ରେସ୍‍…

ଯୋଗେଶଙ୍କ ଗୃହ ପ୍ରବେଶ, ବିପୁଳ ସମ୍ବର୍ଧନା :  ମାନ କରି ଆସିଲେନି କୁସୁମଙ୍କ ସମର୍ଥକ

 ସୁନ୍ଦରଗଡରୁ ଜିଲ୍ଲା ପ୍ରତିନିଧି ହୋରାଚାନ୍ଦ ଦେଉରିଆ  ପୁରୁଣା ଛାଡି ନୂଆ ଘର ନିଶ୍ଚିତ ହେବା ପରେ  ଆଜି ଗୃହ ପ୍ରବେଶ କରିଛନ୍ତି ପୂର୍ବତନ ବିଧାୟକ ଯୋଗେଶ ସିଂହ |  କଂଗ୍ରେସ ଛାଡି ଫେବୃଆରୀ ୬ ରେ ବିଜେଡି ରେ ଯୋଗ ଦେବା ସହ ବିଧାୟକ ଆଶାୟୀ ପ୍ରାର୍ଥୀ କୁସୁମ ଟେଟେଙ୍କୁ ସ୍ୱତନ୍ତ୍ର ଉନ୍ନୟନ…

ଅଙ୍କିତ ହେଲେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି

ରାଜ୍ୟ ଛାତ୍ର ସଂଯୋଜକ କମିଟିରେ ଶୁଭମ ସାହୁ  ବଲାଙ୍ଗିର(ନିରୋଜ ମିଶ୍ର)  ଫେବୃୟାରୀ ୧ ତାରିଖ ଦିନ ରାଜ୍ୟ ନେସ୍ନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ ଇଣ୍ଡିଆ (ଏନ୍ଏସ୍ୟୁଆଇ)ର ଓଡିଶା ରାଜ୍ୟ ଆବାହକ ଇତିଶ ପ୍ରଧାନ ଏବଂ ଜାତୀୟ ଛାତ୍ର ସଂପାଦକ ତଥା ଓଡିଶା ରାଜ୍ୟର ପ୍ରଭାରି ରୋହିତ ମଥା ଓଡିଶା ରାଜ୍ୟର…