Sign in
Sign in
Recover your password.
A password will be e-mailed to you.
Browsing Category
ଜାତୀୟ/ଆନ୍ତର୍ଜାତୀୟ
ଚାଷୀଙ୍କ ଅପେକ୍ଷା ନିଜ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବିରୋଧୀ ଦଳ – ଧର୍ମେନ୍ଦ୍ର ପ୍ରଧାନ
କୃଷି ବିଲକୁ ସଂସଦରେ ବିରୋଧୀଙ୍କ ବିରୋଧ ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କ ଟ୍ୱିଟ୍
• କଂଗ୍ରେସ ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ସବୁ ସଂସ୍କାରକୁ ବିରୋଧ କରିଆସୁଛି
• ସଂସଦରେ କୃଷି ବିଲ ପାରିତ ଦ୍ୱାରା ବିରୋଧୀଙ୍କ ଚାଷୀ ବିରୋଧୀ ଅସଲ ମୁଖା ପଦାରେ ପଡ଼ିଛି
ନୂଆଦିଲ୍ଲୀ/ଭୁବନେଶ୍ୱର, (ଶାସକ…
ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅନ୍ତର୍ଗତ ସେପ୍ଟେମ୍ବର 18 ସୁଦ୍ଧା 9.79 ଲକ୍ଷ କର୍ମଦିବସ ସୃଷ୍ଟି କରିଛି ରେଳବାଇ
● ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଓଡିଶା, ରାଜସ୍ଥାନ ଓ ଉତ୍ତରପ୍ରଦେଶ ଭଳି 6ଟି ରାଜ୍ୟରେ ସୃଷ୍ଟି ହୋଇଛି ଏହି କର୍ମଦିବସ
● ନିଜେ ରେଳ ମନ୍ତ୍ରୀ ପ୍ରକଳ୍ପଗୁଡିକର ଅଗ୍ରଗତି ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ଏହି ଯୋଜନାରେ ସୃଷ୍ଟ ନିଯୁକ୍ତି ସୁଯୋଗ ନୀରିକ୍ଷଣ କରୁଛନ୍ତି
● ପ୍ରକଳ୍ପ…
ଓଡ଼ିଶା ସମେତ 12ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଅମ୍ଳଜାନ ଉପଲବ୍ଧତା ଏବଂ ଉପଯୋଗର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ…
ନୂଆଦିଲ୍ଲୀ (ଶାସକ ପ୍ରଶାସକ): କୋଭିଡ଼-19 ମହାମାରୀର ସଫଳ ନିୟନ୍ତ୍ରଣ ଏବଂ ପରିଚାଳନା ନିମନ୍ତେ ରଣନୀତି ଗ୍ରହଣ କରିବା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ସମୀକ୍ଷା ବୈଠକରେ ନୀତି ଆୟୋଗର…
ମୋଦି ସରକାରଙ୍କ ଫାର୍ମ (ଚାଷ) ବିଲକୁ ଦୃଢ ବିରୋଧ କରି ସରକାର ଛାଡିଲା ଶିରୋମଣି ଅକାଳୀ ଦଳ
ମୋଦୀ କ୍ୟାବିନେଟକୁ ହରସିମ୍ରତ କୌର ବାଦଲଙ୍କ ବାଏ ବାଏ
ନୂଆଦିଲ୍ଲୀ : ମୋଦୀ କ୍ୟାବିନେଟରୁ ହରସିମ୍ରତ କୌର ବାଦଲ ଇସ୍ତଫା ଦେବେ ବୋଲି ଶିରୋମଣି ଅକାଳୀଦଳ ମୁଖ୍ୟ ଲୋକସଭାରେ ଘୋଷଣା କରିଛନ୍ତି। ଚାଲିଥିବା ଅଧିବେଶନରେ ସଂସଦରେ ଉପସ୍ଥାପିତ ହୋଇଥିବା ତିନିଟି ଫାର୍ମ ବିଲକୁ ବିରୋଧ କରି…
ପାକ ଚଂଚକତା : ପ୍ରତିବାଦରେ ବୈଠକ ବହିଷ୍କାର କଲା ଭାରତ
ନୂଆଦିଲ୍ଲୀ (ସ୍ୱତନ୍ତ୍ର ପ୍ରତିନିଧି) : ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସଦସ୍ୟ ଭୁକ୍ତ ରାଷ୍ଟ୍ରଗୁଡିକର ସଦସ୍ୟ ରାଷ୍ଟ୍ରର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଏକ ସୁରକ୍ଷା ସମ୍ପର୍କିତ ଭାର୍ଚ୍ୟୁଏଲ ବୈଠକ ଚାଲିଥିବା ଅବସରରେ ଭାରତ ଓ ପାକିସ୍ଥାନ ଦୁଇ ଦେଶର ସୀମାକୁ ଭୁଲ ଭାବରେ ଚିତ୍ରଣ…
ପିଆଜ ଯିବନି ବାହାରକୁ : ରପ୍ତାନି ତୁରନ୍ତ ପ୍ରଭାବ ସହିତ ନିଷିଦ୍ଧ
ନୂଆଦିଲ୍ଲୀ(ସ୍ୱତନ୍ତ୍ର ପ୍ରତିନିଧି ) : ଦେଶରୁ ବାହାରକୁ ପିଆଜ ରପ୍ତାନି ଉପରେ ଲାଗିଲା ରୋକ | ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫଟି) ଏ ସମ୍ପର୍କିତ ଏକ ବିଜ୍ଞପ୍ତି ପ୍ରକାଶ କରିଥିବା ଜଣାପଡିଛି| ସମସ୍ତ ପ୍ରକାରର ପିଆଜ ରପ୍ତାନି ତୁରନ୍ତ ପ୍ରଭାବ ସହିତ ନିଷିଦ୍ଧ କରାଗଲା…
ଦେଶକୁ ଆତ୍ମନିର୍ଭର ହେବାରେ ମଧ୍ୟ ସାହାଯ୍ୟ କରିବ ନୂତନ ଶିକ୍ଷାନୀତି
ନୂତନ ଶିକ୍ଷାନୀତି ଦେଶର ସାମାଜିକ ଓ ଆର୍ଥିକ ଢାଞ୍ଚାକୁ ଏକ ନୂତନ ଦିଗଦର୍ଶନ ଦେବ
ଜାତୀୟ ଶିକ୍ଷାନୀତି ସମ୍ପର୍କିତ ରାଜ୍ୟପାଳ ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ନୂଆଦିଲ୍ଲୀ (ଶାସକ ପ୍ରଶାସକ): ଜାତୀୟ ଶିକ୍ଷାନୀତି ଉପରେ ରାଜ୍ୟପାଳମାନଙ୍କ ସମ୍ମିଳନୀର ଉଦ୍ଘାଟନୀ…
କେନ୍ଦ୍ର କ୍ୟାବିନେଟର ‘ମିଶନ କର୍ମଯୋଗୀ’ ଶୁଭାରମ୍ଭ ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ
• ପ୍ରଶାସନିକ ଅଧିକାରୀଙ୍କୁ ଅଧିକ ଜନସେବା ପାଇଁ ଉତ୍ସାହ ଦେବ - ଧର୍ମେନ୍ଦ୍ର ପ୍ରଧାନ
• ଜମ୍ମୁ କଶ୍ମୀରର ଭାଷା କଶ୍ମିରୀ, ହିନ୍ଦି ଏବଂ ଡଗରି ଭାଷାକୁ ସରକାରୀ ମାନ୍ୟତା
• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଦେଲେ
ନୂଆଦିଲ୍ଲୀ…
ଭାରତ ଚୀନ ସୀମାନ୍ତରେ ପୁଣି ଉତ୍ତେଜନା
ନୂଆଦିଲ୍ଲୀ (ଏଜେନ୍ସି) ସୀମାରେ ଭାରତ ଏବଂ ଚୀନ୍ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ | ସେନାସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସହମତି ଉଲ୍ଲଂଘନ କରି ଚୀନ୍ ସୈନ୍ୟ ମାନେ ପୂର୍ବ ଲଦାଖରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଭାରତୀୟ ସେନା ଚୀନ୍ ସୈନ୍ୟମାନଙ୍କୁ ପାଙ୍ଗୋଙ୍ଗଏବଂ ସୋ ହ୍ରଦ…
ବଢ଼ିଲା ଅର୍ଜୁନ ଓ ଖେଳରତ୍ନ ପୁରସ୍କାର ରାଶି
ନୂଆଦିଲ୍ଲୀ : କ୍ରୀଡାବୀତଙ୍କୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର କ୍ରୀଡା ଓ ସାହସିକ କ୍ରୀଡା ପୁରସ୍କାର ରାଶିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି | ସେହି ନିଷ୍ପତ୍ତି ଆଧାରରେ ପୁରସ୍କାର ରାଶିକୁ ବୃଦ୍ଧି କରାଯାଇଛି | ଅର୍ଜୁନ ପୁରସ୍କାର ବାବଦରେ ୧୫ ଲକ୍ଷ ଓ ଖେଳରତ୍ନ…