Sign in
Sign in
Recover your password.
A password will be e-mailed to you.
Browsing Category
ଜାତୀୟ/ଆନ୍ତର୍ଜାତୀୟ
“ଜଳ ଜୀବନ ଅଭିଯାନ” (ହର ଘର ଜଲ) କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ପାଇଁ 812 କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ (ଏସପିବି) “ଜଳ ଜୀବନ ଅଭିଯାନ” ମାଧ୍ୟମରେ ଦେଶର ସମସ୍ତ ଗ୍ରାମାଞ୍ଚଳ ଅଧିବାସୀଙ୍କ ଘରେ ପାନୀୟ ଜଳ ଯୋଗାଇ ଦେବାଲାଗି କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି । ପାଇପ ଯୋଗେ ପ୍ରତ୍ୟେକ ପରିବାରଙ୍କୁ ସେମାନଙ୍କର ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ପରିମାଣର ଜଳ ନିୟମିତ ତଥା ଦୀର୍ଘକାଳୀନ…
କ୍ୟାବିନେଟ ବୈଠକ : ୧୪ ବର୍ଷ ପରେ ପ୍ରଥମ ଥର ସଂଶୋଧିତ ହେଲା ଏମଏସଏମଇର ପରିଭାଷା
ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ବର୍ଷର ପ୍ରଥମ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ
• ଏମଏସଏମଇ, ଉଠାଦୋକାନୀ ଓ କୃଷକଙ୍କ ପାଇଁ ଐତିହାସିକ ପଦକ୍ଷେପ ଗ୍ରହଣ
• ମଧ୍ୟମ ୟୁନିଟଗୁଡ଼ିକ ପାଇଁ ନିବେଶ ସୀମା 50 କୋଟି ଓ କାରବାର ସୀମା 250 କୋଟି ଟଙ୍କାକୁ ବୃଦ୍ଧି
•…
କରୋନା : ତାଲିକାରେ ଭାରତର ସ୍ଥାନ ସପ୍ତମ
New Delhi (SPB) ରବିବାରଦିନ ଭାରତକୁ ଏକ ନକାରାତ୍ମକ ଉପଲବ୍ଧି ହାସଲ ହୋଇଛି | କରୋନା ଦ୍ୱାରା ଗୁରୁତରଭାବେ ପ୍ରଭାବିତ ହୋଇଥିବା ରାଷ୍ଟ୍ରମାନଙ୍କ ତାଲିକାର ସପ୍ତମ ସ୍ଥାନରେ ପହଂଚିଯାଇଛି, ସପ୍ତାହକ ଭିତରେ ପ୍ରାୟ ୫୦୦୦୦ କରୋନା ଆକ୍ରାନ୍ତକୁ ଯୋଡି |
୨୫ ମେ ରେ ଭାରତ ଇରାନକୁ ପଛରେ ପକାଇ…
ଭାଙ୍ଗିଗଲା ଯୋଡି, ୱାଜିଦ ଚାଲିଗଲେ ଛାଡି
ମୁମ୍ବାଇ: ବଲିଉଡର ଅନ୍ୟତମ ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଯୋଡିକୁ ଭାଙ୍ଗିଦେଲା କରୋନା ! ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ୱାଜିଦ ଖାଁ (42)ସବୁଦିନ ପାଇଁ ଆଖିବୁଜିଦେଇଛନ୍ତି କରୋନାରେ | ଆଜି ଭୋରରୁ ତାଙ୍କର ଦେହାନ୍ତ ହୋଇଯାଇଛି | ଆଉ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ…
ଗୁପ୍ତଚରଗିରି କରୁଥିବା ବେଳେ ଧରାପଡ଼ିଲେ ପାକ ଦୂତାବାସ କର୍ମଚାରୀ : ଭାରତ ଛାଡିବା ପାଇଁ ନିର୍ଦ୍ଦେଶ
ନିଆଦିଲ୍ଲୀ : ଗୁପ୍ତଚରଗିରି କରୁଥିବା ବେଳେ ରେଡ ହାଣ୍ଡ ଧରାପଡ଼ିଲେ ପାକିସ୍ଥାନୀ ଦୂତାବାସ କର୍ମଚାରୀ | ସେମାନଙ୍କୁ ବହିଷ୍କାର କରିବା ସହ ୨୪ ଘଣ୍ଟା ଭିତରେ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର | ମିଳଥିବା ସୂଚନା ଅନୁଯାୟି ସେମାନେ କରଲବାଗର ବିକାନେରଵାଲା ଚୌକ ଠାରେ…
ପ୍ରବାସେ ମାତୃ ବନ୍ଦନା : କରୋନା ଯୋଦ୍ଧାଙ୍କୁ ଶୁଭକାମନା
ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନରେ ସାମିଲ ହେଲେ ଓମାନରେ ରହୁଥିବା ଓଡ଼ିଆ ଭାଇଭଉଣୀ
ଏକ ସ୍ୱର ହୋଇ ଗାଇଲେ ବନ୍ଦେ ଉତ୍କଳ ଜନନୀ
ଓମାନ (ସ୍ୱତନ୍ତ୍ର ପ୍ରତିନିଧି) : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମଇ ମାସ ୩୦ ତାରିଖ ସନ୍ଧ୍ୟା ୫:୩୦ ରେ ସମସ୍ତ ରାଜ୍ୟବାସୀଙ୍କୁ ଓ ରାଜ୍ୟ ବାହାରେ…
ଶ୍ରମିକ ଟ୍ରେନ ଚଳାଚଳ : ଅଧିକ ଯୋଜନା ଓ ସମନ୍ଵୟ ଲାଗି ରାଜ୍ୟ ସରକାରମାନଙ୍କୁ ଅନୁରୋଧ କଲା ରେଳ ମନ୍ତ୍ରଣାଳୟ
• ପ୍ରବାସୀଙ୍କ ପରିବହନ ଲାଗି ଅନୁରୋଧ କରିବା ପୂର୍ବରୁ ଭଲ ଭାବେ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ପରାମର୍ଶ
• ଭବିଷ୍ୟତରେ ଆବଶ୍ୟକ ପଡ଼ିଲେ ଅତିରିକ୍ତ ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗାଇବାକୁ ଭାରତୀୟ ରେଳବାଇ ପ୍ରସ୍ତୁତ।
New Delhi/ shasak prashasak : ଶ୍ରମିକ ସ୍ପେଶାଲ ଟ୍ରେନ…
ଜୁନ ପହିଲାରୁ ଲାଗୁ ହେବ ନୂଆ ଗାଇଡ଼ ଲାଇନ : କଣ ଖୋଲିବ କେବେ ଖୋଲିବ ଦେଖନ୍ତୁ
• ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ ଅନୁଯାୟୀ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଦ୍ଵାରା ଚିହ୍ନଟ କଣ୍ଟେନମେଣ୍ଟ ଜୋନରେ କଠୋର ହେବ ଲକଡାଉନ
• କଣ୍ଟେନମେଣ୍ଟ ଜୋନ ବାହାରେ ପର୍ଯ୍ୟାୟକ୍ରମେ ଖୋଲିବ ସମସ୍ତ କାର୍ଯ୍ୟକଳାପ; ଅନଲକ 1ରେ ଅର୍ଥନୀତି ଉପରେ ଗୁରୁତ୍ଵାରୋପ
• ରାତି 9ରୁ ଭୋର…
କରୋନା : ଅଧା ବାଟରୁ ଫେରିଲା ଏୟାର ଇଣ୍ଡିଆ ଦିଲ୍ଲୀ-ମସ୍କୋ ବିମାନ
ବିମାନ ଚାଳକ କରୋନା ପଜିଟିଭ ବୋଲି ଅନୁଭବ କରିବା ପରେ ବନ୍ଦେ ଭାରତ ମିଶନ ଅନ୍ତର୍ଗତ ଦିଲ୍ଲୀରୁ ମସ୍କୋ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର (AI-1945)ଅଧା ବାଟରୁ ଫେରିଲା | ଫ୍ଲାଇଟ ଉଡାଣ ପୂର୍ବରୁ ହୋଇଥିବା ରିପୋର୍ଟରେ ତ୍ରୁଟି ଯୋଗୁ ଏଭଳି ଘଟିଛି ବୋଲି କୁହାଯାଇଛି | ପୂର୍ବରୁ ହୋଇଥିବା ୭…
ବିଦେଶ ଓ ଭାରତରେ ଫସି ରହିଥିବା ଲୋକଙ୍କ ଯାତ୍ରା ପାଇଁ ଏସଓପି ଜାରି କଲା ଗୃହ ମନ୍ତ୍ରଣାଳୟ
ନୂଆଦିଲ୍ଲୀ (ଏସପିବି) ଦେଶ ଭିତରେ ଓ ବିଦେଶରେ ଫସି ରହିଥିବା ଲୋକଙ୍କ ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମାନକ ପରିଚାଳନା ନିୟମ (ଏସଓପି) ଜାରି କରାଯାଇଛି। ଭାରତୀୟ ନାଗରିକ ଯେଉଁମାନେ ବିଦେଶରେ ଫସି ରହିଛନ୍ତି ଏବଂ ସ୍ଵଦେଶ ଫେରିବା ଲାଗି ଚାହୁଁଛନ୍ତି ସେମାନେ ଏହି ଏସଓପିକୁ ପାଳନ କରିବେ।…