ଉପରାଜ୍ୟପାଳଂକ କାର୍ଯ୍ୟାଳୟରେ ୧୩ କରୋନା ପଜିଟିଭ 

0

ନୂଆଦିଲ୍ଲୀ(ଏସପିବି) – ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜାଲଙ୍କ କାର୍ଯ୍ୟାଳୟରେ ୧୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି | ଏ ବିଷୟ ଉପରାଜ୍ୟପାଳଙ୍କ ଦପ୍ତର ପକ୍ଷରୁ ସୂଚନା ଦିଆଯାଇଛି | 

Leave A Reply

Your email address will not be published.