Browsing Category

ଜାତୀୟ/ଆନ୍ତର୍ଜାତୀୟ

ଗୋଟିଏ ଦିନରେ ୧୧,୯୨୯ ଆକ୍ରାନ୍ତ, ୩୧୧ ମୃତ 

ନୁଆଦିଲ୍ଲୀ(ଏସପିବି) : ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି | ଗତକାଲି ୧୧୪୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏଜି ସଂଖ୍ୟାରେ ପ୍ରାୟ ୫୦୦ ବୃଦ୍ଧି ହୋଇଛି | ଆଜି ଦେଶରେ ଚିହ୍ନଟ ହୋଇଥିବା କରୋନା ସଂଖ୍ୟା ୧୧,୯୨୯ | ଆଜି ସୁଦ୍ଧା ଦେଶରେ…

ରେକର୍ଡ ପରେ ରେକର୍ଡ ଭାଙ୍ଗିବା ମୁଡ଼ରେ କରୋନା 

ଭୁବନେଶ୍ୱର : ସାରା ପୃଥିବୀରେ କରନା ମୃତ୍ୟ ସଂଖ୍ୟା ଡ଼େଇଁଲାଣି ୪,୨୫,୦୦୦ | ଭାରତରେ ମୃତ୍ୟୁ ସଂଖ୍ୟା ପହଂଚିଲାଣି ୮,୮୮୪ | ଏବେ ରେକର୍ଡ ପରେ ରେକର୍ଡ ଭାଙ୍ଗିବା ମୁଡ଼ରେ କରୋନା  | ଗତ ୨୪ ଘଣ୍ଟା ମଧ୍ୟରେ ସର୍ବକାଳୀନ ରେକର୍ଡ ୧୧,୪୫୫ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ…

ଶତାୟୁ କ୍ରୀକେଟିୟର ବସନ୍ତ ରାଇଜିଙ୍କ ଦେହାନ୍ତ 

ମୁମ୍ବାଇ :  ଶତାୟୁ ତଥା ଭେଟେରାନ ପ୍ରଥମଶ୍ରେଣୀ କ୍ରୀକେଟିୟର ବସନ୍ତ ରାଇଜିଙ୍କ ଦେହାନ୍ତ | ତାଙ୍କୁ ୧୦୦ ବର୍ଷ ହୋଇଥିଲା | ତାଙ୍କର ମୃତ୍ୟୁ ବାର୍ଦ୍ଧକ୍ୟ ଜନିତ ଓ ଦକ୍ଷିଣ ମୁମ୍ବାଇର ବାଳକେଶ୍ୱର ସ୍ଥିତ ତାଙ୍କ ବାସଭବନରେ ଶୋଇଥିବା ବେଳେ ତାଙ୍କର ଦେହାନ୍ତ ହୋଇଥିଲା ବୋଲି ରାଇଜିଙ୍କ ଜ୍ବାଇଁ…

କୋଭିଡ ରୋଗୀମାନଙ୍କୁ ପଶୁଠୁ ବି ଖରାପ ବ୍ୟବହାର କରାଯାଉଛି : ସୁପ୍ରିମ କୋର୍ଟ 

ନୂଆଦିଲ୍ଲୀ/ଏସପିବି :  କୋଭିଡ ରୋଗୀମାନଙ୍କୁ ପଶୁଠୁ ବି ଖରାପ ବ୍ୟବହାର କରାଯାଉଛି | ଅଳିଆ ଗଦାରୁ ମିଳୁଛି ଶବ | ଆଉ ଏହି ମର୍ମରେ ୪ ରାଜ୍ୟଙ୍କଠାରୁ ରିପୋର୍ଟ ତଲବ କଲେ ସୁପ୍ରିମ କୋର୍ଟ | ସୁପ୍ରିମ କୋର୍ଟ କହିଛନ୍ତି ଯେ ଦେଶର ଡାକ୍ତରଖାନା ଗୁଡିକ କାରନାରେ ମୃତ୍ୟୁବରଣ କରୁଥିବା ରୋଗୀଙ୍କ…

ଗୋଟେ  ଦିନରେ ୨୭୫ ମୃତ୍ୟୁ, ୯୯୮୫ ଆକ୍ରାନ୍ତ 

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ଭିତରେ ଦେଶରେ କରୋନାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୯୯୮୫ ଜଣ | ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨.୭୬ ଲକ୍ଷ ଅତିକ୍ରମ କରିଛି | ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୩,୬୩୨ ରହିଥିବା ବେଳେ ସୁସ୍ଥ ହେଲେଣି…

କରୋନାରେ ବିଧାୟକଙ୍କ ଦେହାନ୍ତ 

କରୋନାରେ ଯାଇଛି ଜଣେ ବିଧାୟକଙ୍କ ଜୀବନ | ତାଙ୍କ ନାଁ ଜେ ଆମ୍ବାଝାଗନ | ସେ ଡ଼ିଏମକେର ବିଧାୟକ ଥିଲେ ଓ ପଶ୍ଚିମ ଜିଲ୍ଲା ସମ୍ପାଦକ ଥିଲେ | ଚେନ୍ନାଇର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି | କରୋନା ଭୁତାଣୁରେ ଗୁରୁତର ଭାବେ ପ୍ରଭାବିତ ତାମିଲନାଡୁରେ ଜଣେ ବିଧାୟକଙ୍କ ମୃତ୍ୟୁ ପ୍ରଥମ ଘଟଣା…

 ମୋଟରଯାନ ଦସ୍ତାବିଜର ବୈଧତା ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢ଼ିଲା 

ନୂଆଦିଲ୍ଲୀ/ଏସପିବି: ମୋଟର ଯାନ ଦସ୍ତାବିଜ (ଡକ୍ୟୁମେଂଟ)ର ବୈଧତାକୁ 30 ସେପ୍ଟେମ୍ବର 2020 ପର୍ଯ୍ୟନ୍ତ ପୁଣିଥରେ ବୃଦ୍ଧି କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ଓ ଏମଏସଏମଇ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ । ଏ ସଂକ୍ରାନ୍ତରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ…

ଗୃହ ସଙ୍ଗରୋଧରେ କେଜି : କାଲି କରିପାରନ୍ତି କୋବିଦ ପରୀକ୍ଷା 

ନୂଆଦିଲ୍ଲୀ ( ଏସପିବି) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବେ ନିଜ ବାସଭବନରେ ସଙ୍ଗରୋଧରେ | ଆସନ୍ତାକାଲି ସେ କରିପାରନ୍ତି କୋବିଦ ପରୀକ୍ଷା | ଏ ବିଷୟ ସୂଚନା ଦେଇଛନ୍ତି ଆମ ଆଦମୀ ପାର୍ଟିର ମୁଖପାତ୍ର ତଥା ବରିଷ୍ଠ ନେତା ସଞ୍ଜୟ ସିଂ | " କେଜ୍ରିୱାଲଙ୍କୁ  ଜ୍ୱର ଓ କାଶ ଲକ୍ଷଣ…

୧୦ଟି ୟୁରୋପୀୟ ଦେଶରେ ରହୁଥିବା ଓଡିଆଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ

ବୌଦ୍ଧିକ କ୍ଷମତା ମାଧ୍ୟମରେ ଓଡିଶାର କୃଷି ଉତ୍ପାଦିତ  ଦ୍ରବ୍ୟକୁ ବିଶ୍ୱ ଦରବାରରେ ପରିଚୟ କରୁ ଓଡିଆ ସମାଜ - ଧର୍ମେନ୍ଦ୍ର ପ୍ରଧାନ • ଏକବିଂଶ ଶତାବ୍ଦୀରେ ଓଡିଶାକୁ ବିଶ୍ୱର ବୌଦ୍ଧିକ ସୁଯୋଗର କେନ୍ଦ୍ରସ୍ଥଳି କରିବା ପାଇଁ ଆହ୍ୱାନ • ଫ୍ରାନ୍ସ, ୟୁନାଇଡେଟ୍ କିଙ୍ଗଡମ, ପର୍ତୁଗାଲ, ସ୍ୱିଡେନ,…

ଉପରାଜ୍ୟପାଳଂକ କାର୍ଯ୍ୟାଳୟରେ ୧୩ କରୋନା ପଜିଟିଭ 

ନୂଆଦିଲ୍ଲୀ(ଏସପିବି) - ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜାଲଙ୍କ କାର୍ଯ୍ୟାଳୟରେ ୧୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି | ଏ ବିଷୟ ଉପରାଜ୍ୟପାଳଙ୍କ ଦପ୍ତର ପକ୍ଷରୁ ସୂଚନା ଦିଆଯାଇଛି |