Browsing Category

ଜାତୀୟ/ଆନ୍ତର୍ଜାତୀୟ

 ଭାରତୀୟ ସେନାରେ ମହିଳା ଅଧିକାରୀମାନଙ୍କ ପାଇଁ ମଂଜୁର ହେଲା ସ୍ଥାୟୀ କମିଶନ 

ନୂଆଦିଲ୍ଲୀ (ଏସପିବି) : ପ୍ରତିରକ୍ଷା ମନ୍ତ୍ରଣାଳୟ ଆଜି ଭାରତୀୟ ସେନାରେ ମହିଳା ଅଧିକାରୀମାନଙ୍କୁ ବିଧିବଦ୍ଧ ଭାବେ ପରମାନେଣ୍ଟ କମିଶନ(ପିସି) ପ୍ରଦାନ ପୂର୍ବକ ସରକାରୀ ମଞ୍ଜୁରି ପତ୍ର ଜାରି କରିଛନ୍ତି । ଏହାଫଳରେ ମହିଳା ଅଧିକାରୀମାନେ ଅଧିକ ସଶକ୍ତ ହେବା ସହ ସଙ୍ଗଠନରେ ବୃହତ ଭୂମିକା ଗ୍ରହଣ…

ଆଜି କରୋନାର ଆତଙ୍କ ପୂର୍ଣ୍ଣ ରେକର୍ଡ : ଆକ୍ରାନ୍ତ ସଂଖ୍ୟାରେ ଆଉ ମୃତ୍ୟୁରେ ବି 

 ଆକ୍ରାନ୍ତ ସଂଖ୍ୟା ୪୫  ହଜାର ଉପରେ  ୨୪ ଘଣ୍ଟା ଭିତରେ ୧,୧୨୯ ଜଣଙ୍କ ମୃତ୍ୟୁ ନୂଆଦିଲ୍ଲୀ (ଏଜେନ୍ସି) : ଆଜି ନିଦ ହଜାଇ ଦେଇଛି ଆଉ ଚିନ୍ତା ବଢ଼ାଇ ଦେଇଛି କରନା | ପୂର୍ବର ସମସ୍ତ ରେକର୍ଡ ଭାଗିଛି ଏହି ମାରାତ୍ମକ ଭୁତାଣୁ , ଆକ୍ରାନ୍ତ ସଂଖ୍ୟାରେ ଆଓ ମୃତ୍ୟୁ ସଂଖ୍ୟାରେ ବି |…

କେହି କେବେ ଶୁଣିଛ ଟି, ଋଣ ନନେଇ ଋଣ ୫୦ କୋଟି !

କୁରୁକ୍ଷେତ୍ର (ଏଜେନ୍ସି) : ବିଭିନ୍ନ ସମୟରେ ଆମେମାନେ ବ୍ୟାଙ୍କରୁ ଋଣ ନେଇଥାଉ ବିଭିନ୍ନ କାମ ପାଇଁ | ଋଣ ନେବା ପରେ ତାକୁ ସମୟ ସୁବିଧା ଦେଖି ଆମେ ସୁଝି ଥାଉ ସୁଧ ସହିତ | ଯଦି ସୁଝିବାରେ ହେଲେ ହୁଏ, ତେବେ କାର୍ଯ୍ୟାନୁଷ୍ଠାନ କରାଯାଏ ବ୍ୟାଙ୍କ ତରଫରୁ | ଆଉ ଇଏ ମାଲିଆ ଓ ମୋଦି ନୁହଁ ଯେ…

ଆଜି ବି କରୋନା ଆକ୍ରାନ୍ତ ସଂଖ୍ୟା ୩୭ ହଜାର ଉପରେ 

୨୪ ଘଣ୍ଟା ଭିତରେ ୬୪୮ ଜଣଙ୍କ ମୃତ୍ୟୁ ନୂଆଦିଲ୍ଲୀ (ଏଜେନ୍ସି) : ଆଜି ବି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟପିଛି ୩୭ ହଜାର |  ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଜୟୀ ସାରା ଦେଶରେ ଗତକାଲି  ୩୭,୧୪୮ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ବି ୩୭,୭୨୪…

ଘରୋଇ-ସରକାରୀ ଅଂଶୀଦାରୀରେ ଚାଲିବ ଟ୍ରେନ, 16ଜଣ ଭାବୀ ଆବେଦନକାରୀ

ଘରୋଇ ଟ୍ରେନ ପ୍ରକଳ୍ପ ଉପରେ ପ୍ରାକ୍‌ ଆବେଦନ ସମ୍ମିଳନୀ • ଏହି ଉଦ୍ୟମ ନୂଆ ଟେକ୍‌ନୋଲଜି ଆଣିବ, ରାଜସ୍ୱ ବଢାଇବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ • ଏବେ ଘରୋଇ ଉଦ୍ୟମରେ ଚାଲିଥିବା ଟ୍ରେନ ସହ ଆଉ 151ଟି ସାମିଲ ହେବ • ଭାବୀ ଆଦେନକାରୀଙ୍କ ବିଭିନ୍ନ ପ୍ରଶ୍ନ ଉପରେ ଆଲୋଚନା କରି ରେଳବାଇ…

ପୂର୍ବ ଭାରତକୁ ଇସ୍ପାତର ପେଣ୍ଠସ୍ଥଳି କରିବା ପାଇଁ ରୋଡମ୍ୟାପ୍ – ଧର୍ମେନ୍ଦ୍ର ପ୍ରଧାନ

ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ ଭୁବନେଶ୍ୱର(ଶାସକ ପ୍ରଶାସକ) – ପୂର୍ବ ଭାରତକୁ ଇସ୍ପାତ୍ର ପେଣ୍ଠସ୍ଥଳି କରିବା ପାଇଁ ଭବିଷ୍ୟତର ରୋଡମ୍ୟାପ୍ ଉପରେ ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) କୃଷ୍ଣମୂର୍ତି ସୁବ୍ରମଣିଅନଙ୍କ ସହ ଆଲୋଚନା…

ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ଦେହାନ୍ତ 

ଭୋପାଲ( ଏଜେନ୍ସି) : ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ୮୫  ବର୍ଷ ବୟସରେ ଦେହାନ୍ତ ହୋଇଛି | ଆସୁସ୍ଥତା କାରଣରୁ କିଛି ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଶ୍ରୀ  ଟଣ୍ଡନଙ୍କ ମଙ୍ଗଳବାର (ଜୁଲାଇ 21) ରେ ଦେହାନ୍ତ ହୋଇଛି। ଏ ବିଷୟ ଲାଲଜୀ ଟଣ୍ଡନଙ୍କ ପୁଅ ଆଶୁତୋଷ ଟଣ୍ଡନ…

ଅମାନିଆଙ୍କ ପରି ମାଡି ଚାଲିଛି କରୋନା 

୧୧ ଲକ୍ଷ ଟପିଲା, ଦିନକରେ ଚାଳିଶ ହଜାର  ନୂଆଦିଲ୍ଲୀ (ଏସପିବି) :  ଆଜି ୧୧ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା | ବ୍ରେକ ନଥିବା ବାଇକ ପରି ଆଗକୁ ଆଗକୁ ବଢିଚାଲିଛି ଭୁତାଣୁ ଆକ୍ରାନ୍ତଙ୍କ ସଂଖ୍ୟା | ଗତ ୨୪ ଘଣ୍ଟା ଭିତରେ ଦେଶରେ ୪୦,୪୨୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଫଳରେ…

ଆମର ଦି ଜଣ ଅଛନ୍ତି, ହେଲେ ଆମେ କିଙ୍ଗମେକର 

ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ସମର୍ଥନ ନିଶ୍ଚିତ କଲା ବିଟିପି  ଆଜି ହାଇକୋର୍ଟଙ୍କ ଶୁଣାଣି ଉପରେ ସଭିଙ୍କ ନଜର  ଜୟପୁର(ଏଜେନ୍ସି) : ଅଶୋକ ଗେହଲୋଟ୍ ସରକାର ରାଜସ୍ଥାନରେ କ୍ଷମତା ବଜାୟ ରଖିବା ପାଇଁ ସଂଘର୍ଷ କରୁଥିବାବେଳେ ଭାରତ ଆଦିବାସୀ ଦଳ କହିଛନ୍ତି "ରାଜ୍ୟ ବିଧାନସଭାରେ ଏହାର ଉପସ୍ଥିତି…

ଆଜି ବି କରୋନା ଆକ୍ରାନ୍ତ ୩୪ ହଜାର ଉପରେ, ମୃତ୍ୟୁ ୬୭୧ 

ନୂଆଦିଲ୍ଲୀ (ଏଜେନ୍ସି) କରୋନା ଏବେ ଅମାନିଆ ହୋଇପଡିଥିବା ଭଳି ଅନୁଭୂତ ହେଉଛି | ଦିନକୁ ଦିନ ବଢି ଚାଲି ଆକ୍ରାନ୍ତଙ୍କ ସଂଖ୍ୟା |  ଗତକାଲି ତୁଳନାରେ ଅଧିକ ଅଢେଇ ହଜାର ଅଧିକ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ…