Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଉତ୍କଳ ଆଲୁମିନାର ବାଫ୍ଲିମାଳି ଖଣି ସୁରକ୍ଷା ମାନଦଣ୍ଡ ଅନୁପାଳନରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ପୁରସ୍କୃତ
କାଶୀପୁର ରୁ ବୈକୁଣ୍ଠ ଦୁରିଆ , ୧୭/୭; ରାୟଗଡା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପ ସହଯୋଗୀ କମ୍ପାନୀର ବାଫ୍ଲିମାଳି ଖଣିକୁ ଭୁବନେଶ୍ୱର ସର୍କଲ ୨ ଅଧୀନରେ ବି୧ ଗୃପରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବାରୁ ରାଜ୍ୟ…
ଚକ୍ଷୁ ଯତ୍ନରେ ରୂପାନ୍ତରଣ ଆଣୁଛି ଆଦିତ୍ୟ ଆଲୁମିନିୟମର ପ୍ରୋଜେକ୍ଟ ଭିଜନ ସେଣ୍ଟର
ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ର ଆଦିତ୍ୟ ଆଲୁମିନିୟମ, ଭିଜନ ଇଣ୍ଡିଆ ଫାଉଣ୍ଡେସନ ସହଯୋଗୀତାରେ ତାହାର ପ୍ରମୁଖ ପ୍ରୋଜେକ୍ଟ ଭିଜନ ସେଣ୍ଟର ଜରିଆରେ ଗଭୀର ପ୍ରଭାବ ପକାଇଛି । ଓଡ଼ିଶାର ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ରେଙ୍ଗାଳି ବ୍ଲକର ୯୪,୦୦୦ରୁ ଅଧିକ ବାସିନ୍ଦା ଚକ୍ଷୁ ଯତ୍ନ ସେବା…
ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର
ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ
କୁଳପତି ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ
ଗୁଣାତ୍ମକ ଉଚ୍ଚଶିକ୍ଷା ଓ ଉତମ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଦେଶରେ ଅଗ୍ରଣୀ ଭୂମିକା ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ୧୯ ବର୍ଷରେ ପଦାର୍ପଣ କରିଛି ।…
ଗୁଣୁପୁର-ଗାନ୍ଧି ଯାନ୍ତ୍ରିକ ବିଶ୍ବ ବିଦ୍ୟାଳୟରେ ଜଣେ ଛାତ୍ରଙ୍କ ଆତ୍ମହତ୍ୟା
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର-ଗାନ୍ଧି ଯାନ୍ତ୍ରିକ ବିଶ୍ବ ବିଦ୍ୟାଳୟରେ ଜଣେ ଛାତ୍ର ର ଆତ୍ମହତ୍ୟା। ଏନ୍ ସି - ୭ ହଷ୍ଟେଲ ବ୍ଲକ୍ ନଂ ୧୨ ଡିଆର୍ ନଂ ୨ ରୁମ୍ ରେ ଛାତ୍ର ଜଣକ ଆତ୍ମହତ୍ୟା କରିଛନ୍ତି। ଫ୍ୟାନ୍ ରେ ଝୁଲି ରହିଛି ଛାତ୍ର ର ଶବ। ମୃତ ଛାତ୍ର ଜଣକ ବାଲେଶ୍ବର ଜିଲ୍ଲା…
ସହଯୋଗ ଅନୁଷ୍ଠାନ ର ଦ୍ଵିତୀୟ ସ୍ଵନକ୍ଷତ୍ର ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ।
ପଦ୍ମପୁର :- ସହର ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସହଯୋଗ ର ଦ୍ଵିତୀୟ ସ୍ଵନକ୍ଷତ୍ର ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସିଦ୍ଧି ବିନାୟକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ଶିବିରକୁ ବିଧାୟିକା ବର୍ଷା ସିଂ ବରିହା ଓ ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିରାମ ଚଭନ ମୁଖ୍ୟ…
କଳାହାଣ୍ଡିରେ କଂଗ୍ରେସ ଓ ୮ ଟି ପ୍ରମୁଖ ବିରୋଧୀ ଦଳ ପକ୍ଷରୁ ଓଡିଶା ବନ୍ଦ ପାଳନ
କଳାହାଣ୍ଡି ଜିଲ୍ଲା ରୁ ରୋହିତ କୁମାର ନାଏକ :- ଭବାନୀପାଟଣା ୧୭।୭ : ବାଲେଶ୍ବର ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ରେ ଜଣେ ଅଧ୍ୟପକ ଯୌନଆବେଦନ ଓ ନିର୍ଯ୍ୟାତନା ବିରୋଧରେ କଂଗ୍ରେସ ପକ୍ଷରୁ ଗୁରୁବାର ଓଡିଶା ବନ୍ଦ ଡାକରା ଦିଆଯାଇଛି। କଳାହାଣ୍ଡି ଜିଲ୍ଲାରେ…
ଏଫ ଏମ କଲେଜ ବାଲେଶ୍ୱର ର ଛାତ୍ରୀ ଆତ୍ମ ହତ୍ୟା ପାଇଁ ସମସ୍ତ ଦୋଷୀ ଙ୍କୁ ନାୟିକ ତଦନ୍ତ ସହ କଠୋର ଦଣ୍ଡ ଦେବା ପାଇଁ…
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଚଳିତ ମାସ 17 07 2025 ତାରିଖ ଦିନ ମିଳିତ ବାମପନ୍ଥୀ ଦଳ ତରଫରୁ ଓଡିଶା ବଦଂ ପାଳନ କରିବା ଅବସରରେ ସିପିଆଇ (ଏମ୍ଏଲ) ଲିବରେସନ ଓ ସିପିଆଇ (ଏମ୍ଏଲ) ଏନ ଡି ତରଫରୁ ଗୁଣପୁର ଏସ ପି ଗୁଡା ଛକ ଠାରେ ଚକା ଜାମ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ…
ପଦ୍ମପୁର ରେ ‘ଓଡିଶା ବନ୍ଦ’ ସଫଳ।
ପଦ୍ମପୁର :- ବାଲେଶ୍ଵର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଛାତ୍ରୀ ସୌମ୍ୟଶ୍ରୀ ବିଶି ଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୁଦ୍ଧରେ କଂଗ୍ରେସ ଦଳ ପକ୍ଷରୁ ଓଡିଶା ବନ୍ଦ ଡାକରା ରେ ସମଗ୍ର ଓଡିଶା ବନ୍ଦ ରହିଥିବା ବେଳେ ଆଜି ପଦ୍ମପୁର ରେ ତାହାର ପ୍ରଭାବ ଦେଖିବାକୁ ମିଳିଛି। ସହର ର ସ୍କୁଲ…
କେରଳ ରେ ଶ୍ରମିକ ଭାବେ କାମ କରୁଥିବା ସୁରଜ୍ ବର୍ତ୍ତମାନ ମାଁ ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟର ଛାତ୍ର
ସହଯୋଗର ହାତ ବଢାଇଲେ ଜିଲ୍ଲାପାଳ କଳାହାଣ୍ଡି
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ): ଦଶମ ବୋର୍ଡ ପରୀକ୍ଷାରେ ଏ-୨ ଗ୍ରେଡ ପାଇ ୪୯୮ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇ ସମଗ୍ର ବ୍ଲକ କୁ ଗୌରାବାନିତ କରିଥିବା ଲାଞ୍ଜିଗଡ ବ୍ଲକ ବନ୍ଧପାରୀ ପଞ୍ଚାୟତ ଟିମନଭାଡ଼ି ଗାଁ ତଥା ବିଶ୍ଵନାଥପୁର…
ପଦ୍ମପୁର ବିଜୁ ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ।
ପଦ୍ମପୁର :- ସ୍ଥାନୀୟ ଭେଁଉରିଆ ଛକଠାରେ ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଛାତ୍ରୀ ସୌମ୍ୟଶ୍ରୀ ବିଶି ଙ୍କ ମୃତ୍ୟୁ ର ନ୍ୟାୟ ପ୍ରତିବାଦ ରେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଙ୍କ କୁଶ ପୁତ୍ତଳିକା ଦାହ କରିଛି…