Browsing Category

ରାଜ୍ୟ

ଓଡିଶା ସାହିତ୍ୟ ଏକାଡେମୀ ର ୬୮ ତମ ସ୍ଵନକ୍ଷତ୍ର ଦିବସରେ ଜଗତସିଂହପୁର ଜିଲ୍ଲା ର କୃତିତ୍ଵ

ଜଗତସିଂହପୁର, ତା ୨୫.୦୭.୨୫: ସୁମନ୍ତ କୁମାର ଦାସ: ଆଜି ଓଡ଼ିଶା ସାହିତ୍ୟ ଏକାଡ଼େମୀର ୬୮ ତମ ସ୍ଵନକ୍ଷତ୍ର ଦିବସ ଭୁବନେଶ୍ବର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ପର୍କିତ ପ୍ରତିଯୋଗିତାରେ ଜଗତସିଂହପୁର ଜିଲ୍ଲାର…

ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

 ଜଗତସିଂହପୁର ,ତା 25.07.25 ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ…

ଗୁଣ୍ଡୀଗୁଡାରେ ଭୁଷୁଡି ପଡିଛି ଶିକ୍ଷା ବ୍ୟବସ୍ତା

କୋଲନରା. (ଦେବୀପ୍ରସାଦ ମହାନ୍ତି )ମୁନିଗୁଡ଼ା - ଚନ୍ଦ୍ରପୁର ବ୍ଲକ ସରକାର ସ୍ୱାସ୍ଥ୍ୟ ତ୍ରର ଏବଂ ଶିକ୍ଷା ପ୍ରତି ଗୁରୁତ୍ଵ ଦେଇ ଆସୁଛି, ସେଥ‌ିପାଇଁ ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବାକୁ ଖାଦ୍ୟ,ପୋଷକ, ବହିପତ୍ରର ମାଗଣା ସୁବିଧା କରିଛନ୍ତି। ହେଲେ ପିଲାମାନଙ୍କର ପାଠ ପଢା ପ୍ରତି…

ପ୍ରଧାନମନ୍ତ୍ରୀଙ୍କ ନିକ୍ଷୟ ମିତ୍ର କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ରେ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ସହାୟତା ପ୍ରଦାନ…

ଭୁବନେଶ୍ୱର, ୨୫/୦୭/୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକରେ ଟିବି ରୋଗୀଙ୍କୁ ସହାୟତା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ 'ନିକ୍ଷୟ ମିତ୍ର' କାର୍ଯ୍ୟକ୍ରମ ସହ ହାତ ମିଶାଇଛନ୍ତି। 'ଟିବି ମୁକ୍ତ ଭାରତ ଅଭିଯାନ'କୁ ସମର୍ଥନ…

ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାଷ୍ଟ୍ରୀୟ ବାଳସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ

ବିଜେପୁର :-ଆର. ବି. ଏସ. କେ କାର୍ଯ୍ୟକ୍ରମ ର କୋର କମିଟି ମୀଟିଙ୍ଗ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ( RBSK) ର ଏକ କୋର କମିଟି ମୀଟିଙ୍ଗ ଅନୁଷ୍ଠିତ ହୋଇଯାଇଛି lବିଜେପୁର ଗୋଷ୍ଟି ଉନ୍ନୟନ ଅଧିକାରୀ ସରୋଜ ବିଶ୍ଵାଳ ଙ୍କ ତତ୍ୱାବଧାନରେ…

ହିଣ୍ଡାଲ୍କୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ 2’ଟି ଏମଓୟୁ ସ୍ଵାକ୍ଷର

କେନ୍ଦୁଝର ଓ ସମ୍ବଲପୁରରେ ହେବ ପୋଷାକ ତିଆରି କାରଖାନା ଭୁବନେଶ୍ୱର ; ଆଦିତ୍ୟ ବିର୍ଲା ଗୃପ ଅଧୀନ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଓଡ଼ିଶାରେ 200 କୋଟି ଟଙ୍କା ନିବେଶ ପାଇଁ ଧାର୍ଯ୍ୟ ହୋଇଅଛି । ଫଳରେ ଓଡିଶାର କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାରେ ପ୍ରତିଷ୍ଠା ହେବ ପୋଷାକ ତିଆରି କାରଖାନା ।…

ଲାୟନ୍ସ କ୍ଳବ୍ ରେ ବୋର୍ଡ ଅଫ ଡାଇରେକ୍ଟରସ୍ ର ବୈଠକ ଅନୁଷ୍ଠିତ।

ପଦ୍ମପୁର :- ଲାୟନ୍ସ କ୍ଳବ୍ ର ୨୦୨୫-୨୬ ବର୍ଷ ର ପ୍ରଥମ ବୋର୍ଡ ଅଫ ଡାଇରେକ୍ଟରସ୍ ର ବୈଠକ ସଭାପତି ଲାୟନ୍ ପ୍ରିତମ ମେହେର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକ ରେ ଆଗାମୀ ସମୟ ରେ ହେବାକୁ ଥିବା ସେବା ସମ୍ପର୍କ ରେ ଆଲୋଚନା କରାଯାଇଥିଲା । ଏହି ବୈଠକ ରେ ସମ୍ପାଦକ ଲାୟନ୍…

ଟିଆରପି ପଛରେ ନ ପଡି ସତ୍ୟତା ଉପରେ ଫୋକସ କରିବା ଜରୁରୀ: ଉପ-ମୁଖ୍ୟମନ୍ତ୍ରୀ

କଣ୍ଟାବାଞ୍ଜି ପ୍ରେସ କ୍ଲବର ପଞ୍ଚମ ବାର୍ଷିକ ଉତ୍ସବ ପାଳିତ !!! କଣ୍ଟାବାଞ୍ଜି:- ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ସାମ୍ୱାଦିକ ଯଦି କୌଣସି ଅଭିଯୋଗକୁ ନେଇ ଖବର କଲେ ଅଭିଯୋଗକାରୀ ଏବଂ ଯାହା ନାଁ ରେ ଅଭିଯୋଗ ଆସିଛି ଉଭୟ ପକ୍ଷର ପ୍ରତିକ୍ରିୟା କୁ ନେଇ ଖବର କରିବା। କେବେ ହେଲେ ଏକ ତରଫା ଖବର…

ସମ୍ ହସ୍ପିଟାଲ୍ ପକ୍ଷରୁ ରାଜ୍ୟସ୍ତରୀୟ ନବଜାତ ଏନ୍ଆଇଭି କର୍ମଶାଳା ଆୟୋଜିତ

ଭୁବନେଶ୍ୱର, ଜୁଲାଇ ୨୪: ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ନିକଟରେ ରାଜ୍ୟସ୍ତରୀୟ ନବଜାତ ନନ୍ ଇନ୍ଭାସିଭ ଭେନ୍ଟିଲେସନ୍ (ଏନଆଇଭି) କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୪୬ ଜଣ ଡାକ୍ତର ଓ ନର୍ସ ଯୋଗ ଦେଇଥିଲେ…

ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ପାଳିତ; ରତ୍ନ ଚିତା ପିନ୍ଧିଲେ ତିନି ଠାକୁର

ପୁରୀ, (ଅନିମେଶ ପଟ୍ଟନାୟକ): ଗୁରୁବାର ଶ୍ରାବଣ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କର ଚିତାଲାଗି ନିତୀ ଅନୁଷ୍ଠିତ ହୋଇଯାଇଛି । ବାହୁଡ଼ାଯାତ୍ରାର ପୋଡ଼ପିଠା ଓ ନୀଳାଦ୍ରି ବିଜେର ରସଗୋଲା ପରି, ଚିତଉପିଠା ଏହି ନୀତିର ସ୍ବତନ୍ତ୍ର ଭୋଗ । ସ୍ନାନବେଦୀରେ ସ୍ନାନ…