Browsing Category

ରାଜ୍ୟ

୨୪ତମ ପ୍ରାଦେଶିକ ସଂସ୍କୃତି ମହୋତ୍ସବ ଉଦଘାଟିତ

"ଭାରତୀୟ ସଂସ୍କୃତି ହେଉଛି ଆମ ଜାତୀୟ ଜୀବନର ମୂଳ ଆଧାର" ବଲାଙ୍ଗୀର,ତା.୧୮/୦୯/୨୦୨୬:ସ୍ଥାନୀୟ କଲେଜ ଛକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ତିନି ଦିନ ଧରି ହେବାକୁ ଥିବା ୨୪ତମ ପ୍ରାଦେଶିକ ସଂସ୍କୃତି ମହୋତ୍ସବ ଉଦଘାଟିତ ହୋଇଯାଇଛି।କାର୍ଯ୍ୟକ୍ରମ ର ଅଧ୍ୟକ୍ଷ ଇଂ. ବେଲାଲ ସିଂ ଭୋଇ ଙ୍କ…

ହିଣ୍ଡାଲ୍‌କୋର ହୀରାକୁଦ ସ୍ମେଲଟର୍‌ ଆଣ୍ଡ ପାୱର ଏବଂ ଆଦିତ୍ୟ ଆଲୁମିନିୟମ୍‌ ସମ୍ମାନଜନକ ପ୍ରଦୂଷଣ ନିୟନ୍ତ୍ରଣ…

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଗ୍ରଣୀ ଧାତବ କମ୍ପାନୀ ହିଣ୍ଡାଲ୍‌କୋ ଇଷ୍ଟଷ୍ଟ୍ରିଜ ଲିମିଟେଡକୁ ସଫଳତାର ସହିତ ପ୍ରଦୂଷଣ ନିୟନ୍ତ୍ରଣ, ପରିବେଶର ଯତ୍ନ ଓ ସୁରକ୍ଷା ଏବଂ ଦାୟିତ୍ୱସମ୍ପନ୍ନ ଶିଳ୍ପ କାର୍ଯ୍ୟାଭ୍ୟାସ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି), ଓଡ଼ିଶା…

ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ଭବିଷ୍ୟତ ସହ ଖେଳୁଛି
ଡବଲ ଇଞ୍ଜିନ ସରକାର: ବିଜେଡି

ଦୁଇ ବର୍ଷରେ ୨୫ଟି ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗ ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍ ଘଟଣା ପରୀକ୍ଷା ବିଫଳତାର ଆଉ ଏକ ନମୂନା ସମ୍ପୂର୍ଣ୍ଣ ପରୀକ୍ଷା ସଂସ୍କାର ଦାବି କଲା ବିଜେଡି ଭୁବନେଶ୍ୱର, ୧୮/୦୯/୨୦୨୬: ଉକ୍ରଳ ବିଶ୍ୱବିଦ୍ୟାଳୟର +୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷାର…

ଦୁଇ ବର୍ଷରେ ଓଡିଶାର ଶିଳ୍ପାୟନର ନୂଆ ଧାରା ସୃଷ୍ଟି ହୋଇଛି: ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ

 ପ୍ରକଳ୍ପ ଆସୁଛି, ନିବେଶ ହେଉଛି ଓ ନିଯୁକ୍ତି ସୃଷ୍ଟି ହୋଇଛି ବିଦେଶୀ ପୁଞ୍ଜିନିବେଶରେ ରାଜ୍ୟରେ ରେକର୍ଡ ସୃଷ୍ଟି ହୋଇଛି ବିଜେପି ସରକାର ଆସିବା ପରେ ରାଜ୍ୟକୁ ଛୁଟୁଛି ନିବେଶର ସୁଅ ୟୁଏଇ ଗସ୍ତ ଓଡିଶାର ଶିଳ୍ପ ଜଗତ ପାଇଁ ଏକ ଐତିହାସିକ ଏବଂ ଅତ୍ୟନ୍ତ ସଫଳ ଅଧ୍ୟାୟ ଯୁବପିଢିଙ୍କ…

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ସୁଭଲକ୍ଷ୍ମୀ ସମବାୟ ମହିଳାଙ୍କ ଦ୍ୱାରା ହସ୍ତର୍ନିମିତ ପରିବେଶ ଅନୁକୂଳ…

ପାରମ୍ପରିକ କଳା ସହ ଦୀର୍ଘସ୍ଥାୟୀ ଜୀବିକା ସହ ଯୋଡ଼ି ହେଲେ ସୁଭଲକ୍ଷ୍ମୀର ମହିଳା କାରିଗର । ଝାରସୁଗୁଡ଼ା, ୧୮ ସେପ୍ଟେମ୍ବର ୨୦୨୬: ଓଡ଼ିଶାରେ ଗଣେଶ ଚତୁର୍ଥୀ ପାଳନ ଅବଶରରେ ବେଦାନ୍ତ ଆଲୁମିନିୟମ ପକ୍ଷରୁ ପରିବେଶ ଅନୁକୂଳ ମାଟିରେ ନିର୍ମିତ ଗଣେଶ ମୂର୍ତ୍ତି ପ୍ରଦର୍ଶିତ କରାଯାଇଛି।…

ଜଲଦା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଚକ୍ଷୁ ପରୀକ୍ଷା ଶିବିର

ଛାତ୍ରୀଙ୍କୁ ଚକ୍ଷୁ ସୁରକ୍ଷା ଓ ଡିଜିଟାଲ୍ ସ୍କ୍ରିନ୍ ବ୍ୟବହାର ନେଇ ସଚେତନତା ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ଲାୟନ୍ସ କ୍ଲବ ରାଉରକେଲା ବେଦବ୍ୟାସ ଗ୍ରେଟର ପକ୍ଷରୁ ଜଲଦା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ…

ମଣ୍ଡଳସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତାରେ ଓଡ଼ଗାଁ ରଘୁନାଥ ବିଦ୍ୟାଳୟ ପ୍ରଥମ

ଜିଲ୍ଲାସ୍ତରୀୟ ପ୍ରତିଯୋଗିତାକୁ ଉନ୍ନୀତ ହେଲା ବିଜେତା ଦଳ ଓଡ଼ଗାଁ, ୧୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍‌ଏସିସ୍ଥିତ ପିଏମ୍‌ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ଓଡ଼ଗାଁ ମଣ୍ଡଳସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ…

ଶୈକ୍ଷିକ ଜ୍ଞାନ ବୃଦ୍ଧି ପାଇଁ ଛାତ୍ରଛାତ୍ରୀଙ୍କ ସାମଗ୍ରୀ ପୁନଃ ଉଦ୍ଧାର କେନ୍ଦ୍ର ପରିଦର୍ଶନ

ଓଡ଼ଗାଁ, ୧୮।୯(ଶ୍ରୀକାନ୍ତ କୁମାର ମିଶ୍ର): ସ୍ୱଚ୍ଛତା ହିଁ ସେବା-୨୦୨୬’ ପାଳନ ଅବସରରେ ଓଡ଼ଗାଁ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଶୈକ୍ଷିକ ଜ୍ଞାନ ବୃଦ୍ଧି ଉଦ୍ଦେଶ୍ୟରେ ଜାରିଙ୍ଗିସ୍ଥିତ ଓଡ଼ଗାଁ ଏନ୍‌ଏସିର ବିଭିନ୍ନ ପରିମଳ ପରିଚାଳନା କେନ୍ଦ୍ର…

ପଲ୍ଲୀ ଘୁଣ୍ଟାସାହି ରୁ ରଗଡିମଡା ରାସ୍ତାର ଦୁରାବସ୍ତା, ତୁରନ୍ତ ରାସ୍ତା କାର୍ଯ୍ୟ ସାରିବାକୁ ଗ୍ରାମବାସୀଙ୍କ ଦାବି

ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଠିକାଦାରଙ୍କୁ ଅଧିକ୍ଷଣ ଯନ୍ତ୍ରୀଙ୍କ ନିର୍ଦ୍ଦେଶ, ଓଡ଼ଗାଁ, ୧୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଧାପୁର ପଞ୍ଚାୟତ ପଲ୍ଲୀ ଘୁଣ୍ଟାସାହି ରଗଡିମଡା ଗ୍ରାମ ଉନ୍ନୟନ ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ସାଙ୍ଗକୁ…

୧୯୮୦ ବନ୍ୟାର ୪୬ ବର୍ଷ ପୂର୍ତ୍ତିରେ ବଂଶଧାରା ସାହିତ୍ୟ ସମାଜ ତରଫରୁ ଆଭାସୀ ଆଲୋଚନା ଚକ୍ର

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି :: ବଂଶଧାରା ସାହିତ୍ୟ ସମାଜ ଆନୁକୁଲ୍ୟରେ ପ୍ରଥମ ଆଭାସୀ ଆଲୋଚନା ଚକ୍ରର ବିଷୟ ବିନ୍ଦୁ "ବର୍ଷା, ବନ୍ଯା ଓ ବେଦନାର ସୁର । ୧୯୮୦ ଗୁଣପୁର ମହାପ୍ରଳୟ ସ୍ମୃତି ଓ ସମ୍ଭାବନା" ଶୀର୍ଷକ ଏହି ଆଭାସୀ ଆଲୋଚନାରେ ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ଗୁଣି, ଜ୍ଞାନୀ,…