Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ
ଜିଲ୍ଲାସ୍ତରୀୟ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା। ତିରଂଗା ଶୋଭାଯାତ୍ରା ରେ ଯୋଗଦାନ।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ତା 10.8.2025 : ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆଜି ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଜିଲ୍ଲା ସଦର ମହକୁମା ଭବାନୀପାଟଣା ଠାରେ…
ରାକ୍ଷୀ ପୁର୍ଣିମା ଅବସରରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ବଣ୍ଟନ କାର୍ଯ୍ୟକ୍ରମ l
ରାୟଗଡ଼ - ଆଜି ପବିତ୍ର ରକ୍ଷାବନ୍ଧନ ଶୁଭ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଜୟପୁରରୁ ଆଭାଶି ମାଧ୍ୟମରେ ରାଜ୍ୟର ଏକ କୋଟି ମହିଳା ମାନଙ୍କୁ ସୁଭଦ୍ରl ଯୋଜନାର ତୃତୀୟ କିସ୍ତି ପ୍ରଦାନ କରିଛନ୍ତି l ରାୟଗଡ଼ର ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିଅମ ଠାରେ…
କଫ ସିରଫ ଜବତ, ଯୁବକକୁ କୋର୍ଟ ଚାଲାଣ |
-ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ପୋଲିସ ରବିବାର ୧୩ ବୋତଲ କଫ ସିରଫ ଜବତ ସହ ଜଣେ ଯୁବକ କୁ କୋର୍ଟ ଚାଲାଣ କରିଛି |ପୋଲିସ ସୁତ୍ରରୁ ପ୍ରକାଶ ଯେ ରବିବାର ଦିନ ୧ ଟା ସମୟରେ ମାଝୀମୁଣ୍ଡା ରାସ୍ତାର ଜଡ଼ାମୁଣ୍ଡା ବନ୍ଦ ନିକଟରେ ଏକ…
ଦୁଇ ବାଇକ ମୁହାଁ ମୁଁହି ଧକ୍କା ଜଣେ ମୃତ୍ ଦୁଇ ଗୁରୁତ୍ତର
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ସ୍କୁଲ ନିକଟରେ ଦୁଇ ବାଇକ ମୁହାଁ ମୁଁହି ଧକ୍କା ଜଣେ ମୃତ୍ୟୁ ଦୁଇ ଗୁରୁତର।ମୣତକ ଜଣକ ହେଲେ ସଲେଭଟା ଗ୍ରାମର କାଲିଚରଣ ନାଗ ବୋଲି ଜଣା ପଡିଛି। ସୂଚନା ମୋତେ କୁସାମଲ ଗ୍ରାମାର ଦୁଇ…
କୁଲି ମେହେର ସମାଜ ପକ୍ଷରୁ ଆଦିବାସୀ ଦିବସ ପାଳନ
ବରଗଡ: ବରଗଡ ଜିଲ୍ଲା ବରପାଲି ବ୍ଲକ୍ ଅନ୍ତର୍ଗତ କୁସନପୁରୀ ଠାରେ ନିଖିଳ ଉତ୍କଳ ମେହେର ସମାଜ ପକ୍ଷରୁ ଆଦିବାସୀ ଦିବସ ମହାସମାରୋହରେ ପାଳନ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ତିଲାରାମ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ସଭାପତି ମଧୁସୂଦନ ମେହେର, ଉପ ସଭାପତି ରୋହିତ…
ମିଳିତ ଆଦିବାସୀ କଲ୍ୟାଣ ମଞ୍ଚ ପାଳନ କଲା ବିଶ୍ୱ ଆଦିବାସୀ ଦିବସ।
କେନ୍ଦୁଝର,ତା୯/୮- ଆଜି ଥିଲା ବିଶ୍ଵ ଆଦିବାସୀ ଦିବସ ଜନଜାତିଙ୍କ ଉନ୍ନତି ଲାଗି ଚିନ୍ତା କରିବାର ଏକ ବିଶେଷ ଦିନ। ସ୍ଥାନୀୟ ବଡ଼ହଳସ୍ଥିତ ଭୂୟାଁ ସାଂସ୍କୃତିକ ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବୟୋଜ୍ୟଷ୍ଠ ଜନଜାତି ଆଦର୍ଶ ବ୍ୟକ୍ତିତ୍ୱ ଜନାର୍ଦ୍ଦନ ନାୟକଙ୍କ…
ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ।
କେନ୍ଦୁଝର,ତା୯/୮- ରକ୍ଷା ବନ୍ଧନ ଓଡ଼ିଶାର ଏକ ପ୍ରମୁଖ ଗଣପର୍ବ ଏହାକୁ ଆଜି କେନ୍ଦୁଝର ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ଖୁବ ଆଡମ୍ବର ସହକାରେ ପାଳନ କରାଯାଇଛି। ଆଜି କେନ୍ଦୁଝର ଗସ୍ତରେ ଆସିଥିବା ରାଜ୍ୟ ଗୃହ ନିର୍ମାଣ, ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ…
ମାଲକାନଗିରିରେ ବିଜୁଳି ଯୋଗାଣକୁ ଅଧିକ ବିଶ୍ୱସନୀୟ କରୁଛି ଟିପିଏସ୍ଓଡିଏଲ୍
- ଏମଭି-୭, ପରଜାଗୁଡା ଓ ସଦାଶିବପୁର ଗାଁରେ ନୂଆ ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର ସ୍ଥାପନ
- ଦୁର୍ଗମ ଅଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମି ଉନ୍ନତିକରଣକୁ ଗୁରୁତ୍ୱ
- ଘରୋଇ ଉପଭୋକ୍ତା ଓ କ୍ଷୁଦ୍ର ଉଦ୍ୟୋଗକୁ ମିଳୁଛି ଗୁଣାତ୍ମକ ବିଜୁଳି ସେବା
- ଗ୍ରାମୀଣ ବିଦ୍ୟୁତୀକରଣ…
ସୁଭଦ୍ରା ଯୋଜନା ର ତୃତୀୟ କିସ୍ତି ପ୍ରଦାନ: ନବରଙ୍ଗପୁର ଜିଲ୍ଲାର ହିତାଧିକାରୀ ଲାଇଭ ଷ୍ଟ୍ରିମିଙ୍ଗ ରେ ଯୋଡ଼ି ହେଲେ।
ନବରଙ୍ଗପୁର ତା ୯.୮.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ,କୋରାପୁଟ ଜିଲ୍ଲା ଜୟପୁର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ପବିତ୍ର ରାକ୍ଷୀ ପୂର୍ଣିମା ଅବସରରେ ସୁଭଦ୍ରା ଯୋଜନା ର ତୃତୀୟ କିସ୍ତି ପ୍ରାୟ ୧ କୋଟି ହିତାଧିକାରୀଙ୍କୁ ପ୍ରତ୍ୟେକ ୫୦୦୦ ଟଙ୍କା ହସ୍ତାନ୍ତର…
ବିଜେପୁରରେ କବି ଗଙ୍ଗାଧର ମେହେରଙ୍କ ୧୬୩ତମ ଜନ୍ମଜୟନ୍ତୀ ପାଳନ, ବିଧାୟକ ସନତ କୁମାର ଗଡତିଆ କଲେ ମାଲ୍ୟାର୍ପଣ
ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ମଧ୍ୟପଡା ସ୍ଥିତ ‘ଗଙ୍ଗାଧର ଛକ’ରେ ଆଜି କବି ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୩ତମ ଜନ୍ମଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି l ୯ ଅଗଷ୍ଟ ୧୮୬୨ ମସିହାରେ ବରପାଲି କବିପଡାରେ ଜନ୍ମ ନେଇଥିବା କବି ଗଙ୍ଗାଧରଙ୍କ ସ୍ମୃତିକୁ ଉଜାଗର କରିବା ପାଇଁ ପ୍ରତିବର୍ଷ ଏହି…