Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବେସରକାରୀ ଘରୋଇ କ୍ଲିନିକ୍ କୁ ସିଲ୍ କଲା ପ୍ରଶାସନ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ରାୟଗଡ଼ା ଜିଲ୍ଲା ଗୁଣପୁର ସହର କପିଳପୁର ଅଞ୍ଚଳ ରେ ଚାଲିଥିବା ବେଆଇନ୍ କ୍ଲିନିକ୍ ଶନିବାର ଜିଲା ପ୍ରଶାସନ ସିଲ୍ କରିଛନ୍ତି l ଜିଲ୍ଲା ଚିକିତ୍ସା ଅଧିକାରୀ ବି. ସରୋଜିନୀ ଦେବୀ ,ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ମମତା ସାହୁ, ଗୁଣପୁର ଏସ ଡି ପି ଓ…
“ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ ଯୋଗୁ ବାପାଙ୍କ ଜୀବନ ରକ୍ଷା ହେଲା”
୪ ମାସରେ ୫.୬୩ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଯୋଜନାରେ ପଞ୍ଜୀକୃତ
ଭୁବନେଶ୍ୱର, ୧୬/୦୮/୨୦୨୫: ୭୦ ବର୍ଷ ବା ତଦୁର୍ଦ୍ଧ୍ଵ ବୟସ୍କ ବରିଷ୍ଠ ନାଗରିକମାନଙ୍କ ପାଇଁ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା କାର୍ଡ ଏକ ଦୃଢ ଆଶା ବାଡ଼ି ସାବ୍ୟସ୍ତ ହେଇଛି । ବୃଦ୍ଧ ବୟସରେ ଦେୟମୁକ୍ତ ଉଚ୍ଚମାନର ସୁପର…
ବିପୁଳ ପରିମାଣର ବିସ୍ଫୋରକ ଜବତ, ଜଣେ ଅଟକ।
( ବ୍ରହ୍ମପୁର, କୈଳାଶ ଚନ୍ଦ୍ର ଚୌଧୁରୀ ): ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅର୍ନ୍ତଗତ ଜଗନ୍ନାଥ ପୁର ଶିବ ମନ୍ଦିର ନିକଟସ୍ଥ ଏକ ଗୁହାଳ ଘରୁ ଚମାଖଣ୍ଡି ପୋଲିସ ଓ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ପୋଲିସ ମିଳିତ ଚଢଉ କରି ପ୍ରାୟ ୫ ଟନ୍ ବିସ୍ପୋରକ ସାମଗ୍ରୀ ଜବତ କରିଛନ୍ତି। ସୁଚନା…
ଥାନା ଅଧିକାରୀ ନିଲମ୍ବିତ।
ଛତ୍ରପୁର:ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ନିଲମ୍ବନ ଆଦେଶ ପ୍ରଦାନ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ଇନିଷ୍ପେକ୍ଟର ମହାନ୍ତି ଙ୍କୁ ଏହି ଭଳି ଆଦେଶ ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ। ଏହି ନିଲମ୍ବନ ଅବଧୀ ମଧ୍ୟରେ…
ବରିଷ୍ଠ ନାଗରିକ ସଂଘ ତରଫରୁ ସାଧିନତା ଦିବସ ପାଳିତ ।
ପଦ୍ମପୁର :-ପଦ୍ମପୁର ବରିଷ୍ଠ ନାଗରିକ ସଂଘ ତରଫରୁ ୭୯ ତମ ସାଧିନତା ଦିବସ ପାଳିତ ହୋଇଯାଇଛି ।ଏହି ଉପଲକ୍ଷେ ସ୍ଥାନୀୟ ଶିଶୁଉଦୟାନ ପରିସର ମଧ୍ଯ ରେ ଥିବା ସଂଘ ର ଅସ୍ଥାୟୀ କାର୍ଯ୍ୟାଳୟ ପରିସର ମଧ୍ଯ ରେ ସଂଘ ର ସଭାପତି ଶ୍ରୀଯୁକ୍ତ ଜୟନାରାୟଣ ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ…
ସୋଆରେ ୭୯ତମ ସ୍ୱାଧୀନତା ଦିବସ ପାଳିତ
ଭୁବନେଶ୍ୱର, ୧୬/୦୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଉତ୍ସାହର ସହ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଜାତୀୟ ପତାକା ଉତୋଳନ କରିଥିଲେ ।ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ…
ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ସଫଳତା
ଓଡ଼ଗାଁ,୧୬।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ସୁଶ୍ରୀ କିର୍ତ୍ତିଅର୍ଜିତାଙ୍କ ଧାରାବାହିକ ଭାବେ ଜିଲ୍ଲା ସ୍ତରୀୟ ସଫଳତା ପାଇ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛନ୍ତି । ସେ ଚଳିତବର୍ଷ ସ୍ବାଧୀନତା ଦିବସ ଉପଲକ୍ଷେ ଆୟୋଜିତ ପ୍ରବନ୍ଧ…
ହରଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ, ଜାତୀୟ ପତାକାକୁ ଅସମ୍ମାନ
ଓଡ଼ଗାଁ,୧୬।୮(ଶ୍ରୀକାନ୍ତ କୁମାର ମିଶ୍ର): ଏକ ସ୍ବାଧିନ ରାଷ୍ଟ୍ରୀର ସଙ୍କେତ ସ୍ଵରୁପ ଜାତୀୟ ପତାକାକୁ ସର୍ବଶ୍ରେଷ୍ଠ ସମ୍ମାନ ପ୍ରଦାନ କରାଯାଉଥିବା ବେଳେ ହରଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ଅବସରରେ ଅନେକ ସ୍ଥାନରେ ଆମ ଭାରତୀୟ ଜାତୀୟ ପତାକା ତ୍ରୀରଙ୍ଗାର ଅସମ୍ମାନ ହୋଇଥିବା ପରିଲକ୍ଷିତ ହୋଇଛି।…
ଦୂତୀକେଶ୍ବର ପୀଠରେ ଚାରା ରୋପଣ
ଓଡ଼ଗାଁ,୧୬।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଜାମୁପାଟଣା ଠାରେ ବିରାଜିତ ଓଡ଼ିଶାର ଅନନ୍ୟ ଶୈବପୀଠ ବାବା ଦୂତୀକେଶ୍ବର ମହାଦେବଙ୍କ ପୀଠ ରାସ୍ତା ପାର୍ଶ୍ବ ଯାତ୍ରା ପଡ଼ିଆରେ ସ୍ବାଧିନତା ଦିବସ ଅବସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ନୟାଗଡ଼…
ଓଡ଼ଗାଁ ବ୍ଳକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ, ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କଲେ ବିଧାୟକ
ଓଡ଼ଗାଁ,୧୫।୮(ଶ୍ରୀକାନ୍ତ କୁମାର ମିଶ୍ର): ଆମ ଦେଶର ଭବିଷ୍ୟତକୁ ମଜଭୁତ ରଖିବା ପାଇଁ ଆଗମୀ ଦିନର ନାଗରିକ ତଥା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଧ୍ୟୟନ ସହିତ ଦେଶ ପ୍ରେମର ଭାବ ଜାଗ୍ରତ କରିବାର ଆବଶ୍ୟକତା ରହିଛି । ପରାଧୀନ ଓ ସ୍ବାଧୀନ ଭାରତର ସ୍ଥିତିକୁ ଅନୁଶୀଳନ କରି ଆଗାମୀ ପିଢ଼ି ଦେଶର…