Browsing Category

ରାଜ୍ୟ

ନଗର କଂଗ୍ରେସ ପକ୍ଷରୁ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ଜୟନ୍ତୀ ଉତ୍ସବ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ବୁଧବାର ଦିନ ନଗର କଂଗ୍ରେସ କମିଟି ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ଜୟନ୍ତୀ ଉତ୍ସବ ପାଳନ…

କୁମୁଦିନୀ ଫାଉଣ୍ଡେସନ୍ ପକ୍ଷରୁ ପ୍ରବନ୍ଧ ପ୍ରତିଯୋଗିତା

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,, ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ କୁମୁଦିନୀ ଫାଉଣ୍ଡେସନ୍ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାରିବାରିକ ଚେତନା ବୃଦ୍ଧି ତଥା ସାଧାରଣ ଜ୍ଞାନର ପ୍ରସାର ନିମନ୍ତେ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରେ "ମୋ ଜେଜେ ମାଆ ଓ ମୋ ଜେଜେ ବାପା " ଶୀର୍ଷକ ପ୍ରବନ୍ଧ…

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ରେ ଶିକ୍ଷା ବିଭାଗର ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ବେଲଗୁଣ୍ଠା-:(ଶିବରାମ ଚୌଧୁରୀ )--:ସ୍ଥାନୀୟ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ର ସ୍ଵାଗତ ସମ୍ବର୍ଦ୍ଧନା ସଭା ଅଧ୍ଯକ୍ଷ ଅଜିତ୍ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗର ଅଧ୍ୟାପକା ପିଙ୍କି ପାତ୍ର,ଅଧ୍ୟାପକ…

ବିଜେପୁର ରାଜନୀତିରେ ନୂଆ ଅଧ୍ୟାୟ ବିଜେପି ର ଜୟକୃଷ୍ଣ ଡନସେନା ନିର୍ଦ୍ବନ୍ଦ ରେ ବ୍ଲକଅଧ୍ୟକ୍ଷ ନିର୍ବାଚିତ

ବିଜେପୁର :-ବିଜେପୁର ବ୍ଲକରେ ରାଜନୀତିକ ଉଥାନ–ପତନ ପରେ ଆଜି ନୂତନ ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା । ଗତ ୨୦ ମେ ରେ ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାସ୍‌ ହେବା ପରେ ଏହି ପଦବୀ ଖାଲି ପଡିଥିଲା ।୨୦୨୨ ପଂଚାୟତ ନିର୍ବାଚନରେ…

୩୦୦ ବସ୍ତା ସାରକୁ ଏକ ହଜାର ଚାଷୀ

ନୂଆପଡ଼ା ଜିଲ୍ଲା ଖଡିଆଳ ସମବାୟ ସମିତି ରେ ୟୁରିଆ ସାର ଯୋଗାଣ ବ୍ୟବସ୍ଥା,  ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): . ନୂଆପଡ଼ା ଜିଲ୍ଲା ଖଡିଆଳ ସମବାୟ ସମିତି ରେ ୟୁରିଆ ସାର ଯୋଗାଣ ବ୍ୟବସ୍ଥା କରୁଥିବା ବେଳେ ବ୍ୟାପକ ଚାଷୀ ସାର ନେବା ପାଇଁ ସମାଗମ ହୋଇଛନ୍ତି…

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀଙ୍କ ତିନିଦିନିଆ ରାୟଗଡ ଜିଲ୍ଲା ଗସ୍ତ…

ରାୟଗଡ଼: ତା:୨୦-୦୮-୨୦୨୫ରିଖ ଦିନ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ଶ୍ରୀ ଗିରିଶ ଏସ ଏନ, ଆଇ,ଏ, ଏସଙ୍କ ତିନିଦିନିଆ ରାୟଗଡ଼ ଜିଲ୍ଲା ଗସ୍ତ ଓ ସମୀକ୍ଷା କରିଛନ୍ତି l ଆଜି ସ୍ଥାନୀୟ ଜିଲ୍ଲାପରିଷଦ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ…

ସାଇବର ଠକେଇ:ଠକି ନେଲେ ୬ଲକ୍ଷ ଟଙ୍କା

ବାରିପଦା- ଯୁବକ ଅନଲାଇନ ଟ୍ରେଡିଂ ଜରିଆରେ ସାଇବର ଠକେଇର ଶିକାର ହୋଇ ୫ଲକ୍ଷ ଟଙ୍କା ହରାଇଛନ୍ତି। ଏନେଇ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଅସନା ଗ୍ରାମର ମହେନ୍ଦ୍ର ନାଥ ସିଂ ସାଇବର ଓ ଅର୍ଥନୈତିକ ଅପରାଧୀ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କୁ ଏକ ଅଜଣା ନମ୍ବରରୁ ଟେଲିଗ୍ରାମରେ ମେସେଜ ଆସିଥିଲା।…

ଅନ୍ତେବାସୀକୁ ନିସ୍ତୁକ ମାଡ ମାରିଲା ନାବାଳକ: ମଦ ପିଇବାକୁ ଟଙ୍କା ନଦେବାରୁ କ୍ଷତାକ୍ତ କଲେ

ବାରିପଦା- ରଙ୍ଗାମାଟିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରାବାସରେ ଜଣେ ତୃତୀୟ ଶ୍ରେଣୀ ଛାତ୍ର ଅନ୍ତେବାସୀକୁ ଜଣେ ନାବାଳକ ନିସ୍ତୁକ ମାଡ ମାରିଛନ୍ତି। ମଦ୍ୟପାନ ନିମନ୍ତେ ଟଙ୍କା ନଦେବାରୁ ବାଡ଼ିରେ ବାଡେଇ ଲହୁ ଲୁହାଣ କରିଛନ୍ତି। ଏନେଇ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ…

ଗେଲ ଆଳରେ କୁନିକୁନି ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ମାସେ ପରେ ଧରାପଡ଼ିଲା ଫେରାର ଶିକ୍ଷକ

ବାରିପଦା- କୋମଳମତି ଛାତ୍ରୀ ମାନଙ୍କୁ ଶିକ୍ଷକ ଅସଦାଚରଣ ଘଟଣାରେ ଫେରାର ଥିବା ଶିକ୍ଷକ ପୁଲିସ ହାତରେ ଧରା ପଡିଛନ୍ତି। ଏକାଧିକ ସ୍କୁଲରେ ଏହିପରି କାଣ୍ଡ ଭିଆଇ ଟଙ୍କା ବଳରେ ଆପୋଷ ବୁଝାମଣା କରି ଖସି ଯାଉଥିବା ଶିକ୍ଷକ ଗିରଫ ହୋଇ ଜେଲ ଯାଇଛନ୍ତି। ଫେରାର ଥିବା ବେଳେ ମାସେ ପରେ ବୈଶିଙ୍ଗା ପୁଲିସ…

ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ କାରାଦଣ୍ଡାଦେଶ

ବାରିପଦା- ମୟୂରଭଞ୍ଜ ଆଡ଼ ହକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ ପୋକସୋ କୋର୍ଟରେ ଏକ ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ସନ୍ତୋଷ କୁମାର ନାୟକ ଏହାର ବିଚାର କରି ଅଭିଯୁକ୍ତକୁ ୨୦ବର୍ଷର କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ହଜାର ଟଙ୍କା…