Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କଲେଜ ଛାତ୍ରକୁ ପିସ୍ତଲ ଦେଖାଇ ଧମକ
ରାଜଗାଙ୍ଗପୁର, ତା ୨୭ । ୮(ବିଷ୍ଣୁ ଭୋମିକ): ରାଜଗାଙ୍ଗପୁର ନିକଟସ୍ଥ ଝାରବେଡା ଗାଁନିକଟସ୍ଥ ଡାଲମିଆ କଲେଜରେ ଜଣେ ଛାତ୍ରକୁ ଦେଶୀ ପିସ୍ତଲ ଦେଖାଇ ମାରିଦେବା ଲାଗି ଧମକ ଅଭିଯୋଗ । ହେବା ଜଣାଯାଇଛି। ମଙ୍ଗଳବାର କଲେଜରେ ପାଠ ପଢୁଥିବା ର ରାଜଗାଙ୍ଗପୁର ବ୍ଲକ ସିଙ୍ଘି ପଡାର ଅଭୟ ପଣ୍ଡିତ (୧୦)…
ନୂଆଁଖାଇ ତିହାରରେ ମନ ଛନ ଛନ, ନକଲି ମଦ ପ୍ରତି ହୁଅ ସାବଧାନ
ବଲାଙ୍ଗିର, ଶାସକ ପ୍ରଶାସକ (ଘନଶ୍ୟାମ ନାଗ):- ସମଗ୍ର ଓଡ଼ିଶାର ଘରେ ଘରେ ପାଳିତ ହେଉଥିବା ଚାଷୀ ମାନଙ୍କ ଖୁସିର ମହାନ ଗଣ ପର୍ବ ପବିତ୍ର ନୂଆଁଖାଇ ଅତି ପ୍ରସିଦ୍ଧ । ଏହା ମୁଖ୍ୟତଃ ପଶ୍ଚିମ ଓଡ଼ିଶାରେ ମହାଆଡମ୍ବରରେ ଶାନ୍ତି, ସମତା, ଏକତା, ଭାଇଚାରାର ଭାବନାରେ ଅତି ଆନନ୍ଦ ଉଲ୍ଲାସରେ ପାଳିତ…
ସହୟୋଗ ଅନୁଷ୍ଠାନ ତରଫରୁ ଅନ୍ତେବାସୀଙ୍କୁ ରାସନ ସାମଗ୍ରୀ ବଣ୍ଟନ।
ପଦ୍ମପୁର :- ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଅବସରରେ ସହୟୋଗ ଅନୁଷ୍ଠାନ ତରଫରୁ ଆଗଲପୁର ବ୍ଲକ୍ ଅନ୍ତର୍ଗତ ବାଘଝୁଲା ଗ୍ରାମରେ ଥିବା ବୃଦ୍ଧାଶ୍ରମ (ସମୀର ଦିବ୍ୟାଙ୍ଗ ଆଶ୍ରମ) ର ଅନ୍ତେବାସୀ ମାନେ ଏହି ଗଣପର୍ବ ରେ ଯେପରି ହସ ଖୁସିରେ ନୂଆଁଖାଇ ପାଳନ କରିପାରିବେ ସେଥିପାଇଁ କିଛି ରାସନ…
– କାଶୀପୁର ଅଞ୍ଚଳରେ ପ୍ରତେକ ଗାଁ ଗହଳିରେ ଧୁମ୍ ଧାମ ସହିତ ଚାଲିଛି ଗଜାନନ ଙ୍କ ପୂଜା
କାଶୀପୁର ରୁ ବୈକୁଣ୍ଠ ଦୁରିଆ - କାଶୀପୁର ବ୍ଲକ ଅଞ୍ଚଳର ବିଭିନ୍ନ ବେବସାୟିକ ଅନୁଷ୍ଠାନ ଓ କ୍ଲବ ପୂଜା ମଣ୍ଡପ, ସାହି ମାନଙ୍କରେ ଧୁମ୍ ଧାମର ସହିତ ଚାଲିଛି ଗଜାନନ ଙ୍କ ପୂଜା । ସମଗ୍ର ରାଜ୍ୟରେ ଆନନ୍ଦ ଉଲ୍ଲାସର ସହିତ ଅଗ୍ରପୂଜ୍ୟ ଶ୍ରୀ ଗଜାନନ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ସାଜସଜ୍ଜା,…
ଝିପିଝିପି ବର୍ଷା ସତ୍ତ୍ୱେ ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଉତ୍ସାହ ଉଦ୍ଦୀପନାର ସହିତ ଅଗ୍ରପୂଜ୍ୟଙ୍କୁ ଆବାହନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସହରରେ ଗଣେଶ ପୂଜାର ଏକ ସ୍ଵତନ୍ତ୍ରତା ରହିଥିବା ବେଳେ ସହରରେ ସମସ୍ତ ଗଣେଶ ମୂର୍ତ୍ତୀର ଏକକାଳୀନ ବିସର୍ଜ୍ଜନ ଗଞ୍ଜାମ ଜିଲ୍ଲାରେ ପ୍ରଥମ ହୋଇଥିବାରୁ ବିସର୍ଜ୍ଜନ ପାଇଁ ମଧ୍ୟ ଅଞ୍ଚଳ ବାସୀଙ୍କ ମନରେ ଉତ୍କଣ୍ଠା ରହିଥାଏ I ଆଜି ଦିନ ସାରା ଝିପିଝିପି…
ପୁରୀ ବେଳାଭୂମିରେ ଲେମନ ଗଣେଶ
ପୁରୀ,୨୭ /୮ - ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିର ବାଲିରେ ନିର୍ମିତ ଲେମନ ଗଣେଶ ବା ଲେମ୍ବୁ ଗଣେଶ ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟ।| ବାଲିରେ ନିର୍ମିତ ଗଣେଶ ଙ୍କ ଉପରେ ୧୫୦୦ ଲେମ୍ବୁ ବ୍ୟବହାର କରାଯାଇଛି । ଗଣେଶ ପୂଜା ଉପଲକ୍ଷେ ଏହି ବାଲୁକା କଳା ସୁଦର୍ଶନ…
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗଣେଶ ପୂଜା ଅନୁଷ୍ଠିତ।
ପଦ୍ମପୁର :- ସ୍ଥାନୀୟ ଶିଶୁ ବିଦ୍ୟାମନ୍ଦିର ରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ପରିସରରେ ମୁଦିରଥ ପଣ୍ଡା ଓ ବିଦ୍ୟାମନ୍ଦିର ପରିସରରେ ଯଦୁମଣି ଦାଶ ପୂଜକ ଦାୟିତ୍ଵ ତୁଲାଇଥିଲେ। ଏହି ଅବସରରେ କୁନିକୁନି ପିଲାମାନଙ୍କର କଲମରୁ ଧରି ପଡୁଥିବା ବିଭିନ୍ନ ଗଳ୍ପ,କବିତା ଓ ଚିତ୍ର ର…
ଆଦିତ୍ୟ ଆଲୁମିନା ରିଫେନେରୀ ଆନୁକୁଲ୍ୟ ରେ କଂସାରୀଗୁଡା ଝୋଡ଼ିଆ ସାହି ରେ ଜୀବିକା ଜ୍ୟୋତି ପ୍ରକଳ୍ପ ର ଶୁଭ ଉଦଘାଟନ
କାଶୀପୁର ରୁ ବୈକୁଣ୍ଠ ଦୁରିଆ - ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କଂସାରୀଗୁଡା ଠାରେ ନିର୍ମାଣ ହେବାକୁ ଯାଉଥିବା ଆଦିତ୍ୟ ଆଲୁମିନା ରୀଫେନେରି ପ୍ରକଳ୍ପ ସହାୟତାରେ ଅଞ୍ଚଳ ର ବିଭିନ୍ନ ଗ୍ରାମରେ ସି ଏସ ଆର ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାନ ହାତକୁ ନେଇ ଅଞ୍ଚଳ ରେ ଯୋଗାଇ…
ମୁଖ୍ୟମନ୍ତ୍ରୀଙ୍କ କର କମଳ ରେ “ସି ଏମ କିସାନ” ସହାୟତା ରାଶି ହସ୍ତାନ୍ତର
ନବରଙ୍ଗପୁର ଜିଲ୍ଲାର ଚାଷୀ ଙ୍କୁ ଡି ବି ଟି ମାଧ୍ୟମରେ "ସି ଏମ କିସାନ" ସହାୟତା ରାଶି ପ୍ରଦାନ
ନବରଙ୍ଗପୁର ତା ୨୭.୮.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ,ରାଜ୍ୟର କୃଷକମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ‘ସିଏମ କିସାନ୍’ ଯୋଜନା ଅଧୀନରେ ରବି ୨୦୨୫-୨୬ ବର୍ଷ ପାଇଁ ସହାୟତା ଅର୍ଥରାଶି…
ରାଜନଗର ପେଣ୍ଠ ଗ୍ରାମରେ ଆତଙ୍କ, ପୋଖରୀରୁ ୮ ଫୁଟିଆ କୁମ୍ଭୀର ଉଦ୍ଧାର ।
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) ରାଜନଗର ବ୍ଲକର ହାତିନା ପଞ୍ଚାୟତ ଅନ୍ତର୍ଗତ ପେଣ୍ଠ ଗ୍ରାମରେ ଜଣେ ଗ୍ରାମବାସୀଙ୍କ ପୋଖରୀରେ କୁମ୍ଭୀର ଦେଖିବାକୁ ମିଳିଥିବାରୁ ଏକ ସନ୍ତୋଷଜନକ ଉଦ୍ଧାର କାର୍ଯ୍ୟାନୁଷ୍ଠାନ ସମ୍ପନ୍ନ ହୋଇଛି।
ସ୍ଥାନୀୟ ସୂଚନା ଅନୁସାରେ, ପେଣ୍ଠ ଗ୍ରାମର ବୀରେନ୍ଦ୍ର…