Browsing Category

ରାଜ୍ୟ

ଚିନିମହୁଲ ରେ ନୁଆଁଖାଇ ଭେଟ ଘାଟ ଯୋଗ ଦେଲେ ମନ୍ତ୍ରୀ

ଜମନକିରା (ଲିପନ ନାଏକ ): ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ଉପଲକ୍ଷେ ଆଜି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଚିନିମହୁଲ ଗ୍ରାମରେ ଉତ୍କଳମଣି ଯୁବକ ସଂଘ ଓ ଗ୍ରାମ୍ୟ ଉନ୍ନୟନ କମିଟି ଆନୁକୂଲ୍ୟରେ "ନୁଆଁଖାଇ ଭେଟଘାଟ " ପାଳିତ ହୋଇଯାଇଛି l ପ୍ରଥମେ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା…

ନିୟମ ଖିଲାପ୍ କଲେ ଜବତ୍ ହେବ ଗାଡ଼ି, ଭଷାଣୀ ପୂର୍ବରୁ ଡିଜେ ଗାଡ଼ି ଥାନାରେ ଅଟକ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ସହରର ବିଭିନ୍ନ ପୂଜା ମଣ୍ଡପରେ ଆନନ୍ଦ ଉଲ୍ଲାସର ସହ ଶେଷ ହୋଇଛି ଗଣେଶ ପୂଜା ଉତ୍ସବ। ଏବେ ଭଷାଣି ଉତ୍ସବକୁ ଜାକଜମକରେ କରିବା ପାଇଁ ସବୁ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଜୋରଦାର୍ ଚାଲିଛି। ଏହି ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ…

“ବିଷମକଟକ ମୁନିଗୁଡ଼ା ଓ ଚନ୍ଦ୍ରପୁରୁ ବ୍ଲକ ପୂର୍ତ୍ତବିଭାଗରେ ମହାଦୁର୍ନୀତି “

ଫେବର ବ୍ଲକ ରାସ୍ତା ନାଁରେ ଗିଳିଦେଲେ ଅର୍ଥ,15 ଦିନ ଗଲାନି ଉଠିଲା ଫେବର ବ୍ଲକ। ରାୟଗଡା -ମୁନିଗୁଡ଼ା -`କୋଲନରା (ଦେବୀପ୍ରସାଦ ମହାନ୍ତି ) କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ଯାତାୟତର ପଥ ପ୍ରାନ୍ତ ସୁବିଧା କେନ୍ଦ୍ର ପାଇଁ କୋଟି କୋଟି ଟଙ୍କା ପୂର୍ତ୍ତ ବିଭାଗ ଓ ଗୃହ ବିଭାଗ କୁ ଯୋଗାଇ…

ଅଷ୍ଟମ ଶ୍ରେଣୀ ସ୍କୁଲ ଛାତ୍ରୀ ଗର୍ଭବତୀ, ମାମୁଁ ପୁଅ ଭାଇ ଗିରଫ।

କେନ୍ଦୁଝର,ତା୨୯/୮- ଆନନ୍ଦପୁର ଉପଖଣ୍ଡର ଘସିପୁରା ଥାନା ଅନ୍ତର୍ଗତ ଓସ୍ତପୁରା ଆଶ୍ରମ ସ୍କୁଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଖବର ଆସିଛି। ତେଣୁ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କ ଡକାଇ ଖବର ଦେଇଥିଲେ। ଝିଅର ସ୍ୱାସ୍ଥ୍ୟ ପରୀକ୍ଷା କରି ବୁଝେଇବାରୁ ସେ କହିଥିଲା କି…

ବେଦାନ୍ତ ଆଲୁମିନିୟମ ଗ୍ରାମୀଣ ସମୃଦ୍ଧିକୁ ସୁଦୃଢ କରିବା ସହିତ ଆଶାର ଏକ କିରଣ ସୃଷ୍ଟି କରିଛି

ଝାରସୁଗୁଡା: ଭାରତର ଅଭିବୃଦ୍ଧି ଯାତ୍ରାରେ, ଗ୍ରାମୀଣ ଅର୍ଥନୀତିର ପରିବର୍ତନ ହେଉଛି ଦେଶ ମଧ୍ୟରେ ଅନ୍ତର୍ଭୁକ୍ତ ପ୍ରଗତି ସୁନିଶ୍ଚିତ କରିବାର ଏକ କେନ୍ଦ୍ରୀୟ ଦିଗ। କୃଷକମାନଙ୍କ ପାଇଁ ଏକ ସମ୍ମାନଜନକ ଜୀବିକା ଅର୍ଜନ କରିବା ଏବଂ ସେମାନଙ୍କର ବିକାଶ ସୁନିଶ୍ଚିତ କରିବା ପାଇଁ ଅଧିକ ରାସ୍ତା…

ଅତ୍ୟଧିକ ଚିନି ସେବନ ଦାନ୍ତ ପାଇଁ ବିପଦ: ଡା. ସୋନିଆଦତ୍ତ

ସୁସ୍ଥ ଦାନ୍ତ ପାଇଁ ଚିନି ସେବନ କମାନ୍ତୁ, ଆୟୁର୍ବେଦିକ ସୁରକ୍ଷା ବାଛନ୍ତୁ ଭୁବନେଶ୍ୱର ୨୮ ଅଗଷ୍ଟ ୨୦୨୫: ପ୍ରଖ୍ୟାତ ଡେଣ୍ଟାଲ୍ ବିଶେଷଜ୍ଞଡକ୍ଟର ସୋନିଆ ଦତ୍ତ (MDS, PhD, ପ୍ରଫେସର, ପବ୍ଲିକ ହେଲ୍ଥ ଡେଣ୍ଟିଷ୍ଟ୍ରି)କହିଛନ୍ତି, ଚିନି ଆମର ଦୈନିକ ଖାଦ୍ୟର ଅବିଚ୍ଛିନ୍ନ ଅଂଶ ହେଲେ ମଧ୍ୟ, ଏହାର…

ନୟାଗଡ଼ ଜିଲ୍ଲା ସ୍ତରୀୟ କ୍ରାନ୍ତି କବିତା ଆସର

ଓଡ଼ଗାଁ,୨୮।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ମିନି ଷ୍ଟାଡିୟମ ନିକଟ ରଘୁନାଥ ଆଥଲେଟିକ ଆସୋସିଏସନ୍ ଠାରେ ଗୁରୁବାର କ୍ରାନ୍ତି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଆଥଲେଟିକ ଆସୋସିଏସନ୍ ତରଫରୁ ସମ୍ପାଦକ ତଥା ଓଡ଼ଗାଁର ଖେଳ ମଣିଷ ଭାବେ ପରିଚିତ ଦିବାକର ନାୟକଙ୍କ…

ଏ.ବି.ସି.ଡି ତରଫରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ।

ପଦ୍ମପୁର :-  ଆଜି ହେଉଛି ପଶ୍ଚିମ ଓଡ଼ିଶାର ମହାନ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । ନୂଆଖାଇ ପାଇଁ ଗାଁ ଠୁ ସହର ଚଳ ଚଞ୍ଚଳ ହୋଇ ଉଠିପଡିଥିବା ବେଳେ ଆଜି  ସ୍ଥାନୀୟ ଆର ବି ହାଇସ୍କୁଲ ଠାରେ ଏବିସିଡି ତରଫରୁ  ୨୭ତମ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପଦ୍ମପୁର…

ସଂଗଠନ ସୃଜନ ଅଭିଯାନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଏଆଇସିସି ପର୍ଯ୍ୟବେକ୍ଷକଙ୍କୁ ସହଯୋଗ ପାଇଁ ନିଯୁକ୍ତ ହୋଇଥିବା ପିସିସି ପର୍ଯ୍ୟବେକ୍ଷକ ଓ ୱାର ରୁମ୍ କମିଟିର ସଦସ୍ୟଙ୍କୁ ନେଇ ଅନଲାଇନରେ ପ୍ରସ୍ତୁତି ଭୁବନେଶ୍ୱର, ତା ୨୮/୮/୨୫ :- ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ,ଓଡ଼ିଶା ପ୍ରଭାରୀ ଅଜୟ ଲଲ୍ଲୁ , ଏଆଇସିସି…

ସୋହେଲା ପେଟ୍ରୋଲ ପମ୍ପଠାରେ ଲୋମଟାଙ୍ଗୁରା ହତ୍ୟା

ବିଜେପୁର :-ସୁଶାନ୍ତ ସାହୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ବ ନୂଆଖାଇ ଉତ୍ସବକୁ ନେଇ ସମଗ୍ର ଅଞ୍ଚଳରେ ଖୁସିର ପରିବେଶ ଥିଲା। ସୋହେଲା ଅଞ୍ଚଳର ହଳଦିପାଳି ଗ୍ରାମରେ ମଧ୍ୟ ସେହି ଉତ୍ସବରେ ଲୋକ ଆନନ୍ଦିତ ଥିଲେ, ଦୋକାନବଜାର ବନ୍ଦ ଥିଲା ଓ ଗ୍ରାମବାସୀମାନେ ଖାଇ-ପିଇ, ନାଚି-ଗାଇ ଖୁସିରେ ମଗ୍ନ ଥିଲେ।…