Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୋଶଳରାଜ୍ୟ ସମନ୍ମୟ ସମିତି ର ନୂଆଖାଇ ଭେଟଘାଟ।
ପଦ୍ମପୁର :- କୋଶଳ ରାଜ୍ୟ ସମନ୍ମୟ ସମିତିର କେନ୍ଦ୍ରୀୟ ଆବାହକ ପ୍ରଶାନ୍ତ କୁମାର୍ ମାଝୀ ଙ୍କ ଆହ୍ବାନ କ୍ରମେ ମନୋରଞ୍ଜନ ସିଂହ ବରିହା ଙ୍କ ସଭାପତିତ୍ବ ରେ ଟାଉନ୍ ହଲ୍ ଠାରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରମୋଦ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ସଭା ପୂର୍ବରୁ…
ଅନନ୍ତ ନାରାୟଣ ମହୋତ୍ସବ ପାଇଁ ସମନ୍ବୟ କମିଟିର ବୈଠକ ଅନୁଷ୍ଠିତ
ବିଜେପୁର:-ବରଗଡ ଜିଲ୍ଲା ବିଜେପୁର ସହରରେ କେଉଁ ଆବାହମାନ କାଳରୁ ଚାଲି ଆସିଥିବା ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ ହୋଇ ଆସୁଛି। ସମୁଦାୟ ୮ ଗୋଟି ସ୍ଥାନରେ ଅନନ୍ତ ନାରାୟଣ ମେଢ଼ ନିର୍ମାଣ ଖୁବ୍ ଜୋରରେ ଚାଲିଥିବା ବେଳେ, ପ୍ରତିବର୍ଷ ପ୍ରବଳ ଭିଡ଼କୁ ଆଖି ଆଗରେ ରଖି ଆଜି ସ୍ଥାନୀୟ ବ୍ଲକ ଅଫିସ…
କପସିଲା ରେ ନୂଆ ଖାଇ ଭେଟଘାଟ ଅନୁଷ୍ଠିତ।
ପଦ୍ମପୁର :- କପସିଲା ରେ ନୂଆଖାଇ ଭେଟଘାଟ ଧୁମ୍ ଧାମରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ତଥା ନାଟ୍ୟକାର ରାଜେନ୍ଦ୍ର କୁମାର୍ ମହାନ୍ତି ଯୋଗଦାନ କରିଥିଲେ। ମାଆ ସମଲେଇ ଙ୍କୁ ଦୀପ ପ୍ରଜ୍ବଳନ ପରେ ଭେଟଘାଟ ଅନୁଷ୍ଠିତ ହୋଇ ଥିଲା। ସଭାପତି ରାହୁଲ ରଣା ସଂପାଦକ…
ଏନସିଇଆରଟି ଭାରତର ଶିକ୍ଷା କ୍ଷେତ୍ରର ମଜଭୂତ୍ ସ୍ତମ୍ଭ – ଧର୍ମେନ୍ଦ୍ର ପ୍ରଧାନ
• ‘ଦୀକ୍ଷା ୨.୦’ ସମେତ ବିଭିନ୍ନ ଶିକ୍ଷାଗତ ପଦକ୍ଷେପ ଗୁଡ଼ିକର ଉଦଘାଟନ ଏବଂ ଶୁଭାରମ୍ଭ କଲେ • ଓଡ଼ିଶାର ୧୦୦ ଜଣ ମହାନ ବ୍ୟକ୍ତିତ୍ୱଙ୍କ ଜୀବନ ଏବଂ ଅବଦାନ ଉପରେ ପୁସ୍ତକ - 'ଉତ୍କଳ ଜନନୀଙ୍କର ସୁଯୋଗ୍ୟ ସନ୍ତାନ' ଉନ୍ମୋଚିତ• ହିନ୍ଦୀ, ସଂସ୍କୃତ, ହୋ-ହିନ୍ଦୀ ଏବଂ କୋୟା ଭଳି ୪ଟି ଭାଷାରେ…
ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା ବିଶିଷ୍ଟ ଗାୟକ ଅନୁରାଗ କୀର୍ତି
ଭୁବନେଶ୍ୱର, ସେପ୍ଟେମ୍ବର ୧: ଦେଶରେ ବହୁଳ ଭାବେ ଆଦୃତି ଲାଭ କରିଥିବା ଭକ୍ତିଭାବପୂର୍ଣ୍ଣ ମ୍ୟୁଜିକ ଭିଡ଼ିଓ ‘ଭୋଲେନାଥ‘ର ଗାୟକ ଏବଂ ଅଭିନେତା ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୁରାତନ ଛାତ୍ର ଅନୁରାଗ କୀର୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଶନିବାର…
ଜନତାଙ୍କ ସମସ୍ୟା ସହ ଜଡ଼ିତ ହୋଇ ରାଜ୍ୟବାସୀଙ୍କ ସ୍ୱର ହୁଅ: ନବୀନ ପଟ୍ଟନାୟକ
ରାଜ୍ୟର ସାମ୍ପ୍ରତିକ ସ୍ଥିତି ଓ ସରକାରଙ୍କ ଜନବିରୋଧୀ କାର୍ଯ୍ୟକୁ ନେଇ ଦଳୀୟ ନେତାଙ୍କ ସହ ବିସ୍ତୃତ ଆଲୋଚନା
ରାଜ୍ୟବାସୀଙ୍କ ସ୍ୱର ହିସାବରେ ଲୋକଙ୍କ ସମସ୍ୟାକୁ ନେଇ ବିଜେଡି ତୀବ୍ର ଲଢ଼େଇ କରିବ
ନବୀନଙ୍କ ନେତୃତ୍ୱରେ ୨୦୨୭ ପଞ୍ଚାୟତ ଓ ୨୦୨୯ ସାଧାରଣ ନିର୍ବାଚନରେ ବିଜେଡିର…
ଟାଙ୍ଗୀ କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏନ୍ ଏ ସି ଘୋଷଣା କରିଥିଲେ
ଖୋର୍ଦ୍ଧାରୁ( ଶେଖ ଜାଫର) ଖୋର୍ଦ୍ଧା : ଟାଙ୍ଗୀ କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏନ୍ ଏ ସି ଘୋଷଣା କରିଥିଲେ ।ହେଲେ ସରକାର ପରିବର୍ତନ ହେବାରୁ ନୂତନ ସରକାର ଏହାକୁ କାର୍ଯ୍ୟକାରୀ କରି ନଥିଲେ, ସେଥିପାଇଁ ବିଜେଡି ପକ୍ଷରୁ ଗତ ଅଗଷ୍ଟ ମାସ ୨୫ ତାରିଖ ରେ…
ପୁଣି ହାତୀ ଖୋଜ ରେ ଫସଲ ନଷ୍ଟ , ଚିନ୍ତାରେ ଚାଷୀ
ଖୋର୍ଦ୍ଧାରୁ (ଶେକ ଜାଫର): ଖୋର୍ଦ୍ଧା: – ବେଗୁନିଆ ବ୍ଲକ ଦେଉଳି ପଂଚାୟତ ଅନ୍ତର୍ଗତ ଦେଉଳି ଗ୍ରାମର କେଳୁ ପରିଡ଼ା, ଗୟାଧର ବାଲିଆରସିଂ ଓ ଗୌରାଙ୍ଗ ମ।ଣିଆ ନିଜ ଜମିରେ ଜହ୍ନି, କାକୁଡି, ବାଇଗଣ, କଲରା, କୋବି ଆଦି ପନିପରିବା ଓ ସେହି ଗ୍ରାମର ମନୋରଞ୍ଜନ ମ।ଣିଆ ଙ୍କ ସହ ବହୁ ଚାଷୀ ଙ୍କ ଧାନ ଫସଲ…
ବାହାଡ଼ାଝୋଲାକୁ ବ୍ଳକ୍ ମାନ୍ୟତା ପ୍ରଦାନ ପାଇଁ ଦାବି,ସାଂସଦଙ୍କୁ ଭେଟିଲେ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ବୃନ୍ଦ
ଓଡଗାଁ,୧।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନୂଆଗାଁ ବ୍ଳକ ବାହାଡାଝୋଲା ଅଞ୍ଚଳର ୬ ଗୋଟି ପଞ୍ଚାୟତକୁ ମିଶାଇ ନୂତନ ବ୍ଳକ୍ ଗଠନ ନିମନ୍ତେ ପ୍ରସ୍ତାବିତ ବ୍ଳକ ଗଠନ କ୍ରିୟାନୁଷ୍ଠାନ କମିଟି ସୋମବାର ଦିନ ଭୁବନେଶ୍ଵର ଓୟୁଏଟି ଅତିଥି ଭବନରେ କନ୍ଧମାଳ ସାଂସଦ ସୁକାନ୍ତ…
ଡେରାବିଶରେ ଲୁଟ ମହିଳାଙ୍କୁ ଚେନ ଛିଣ୍ଡାଇ ପଳାଇଲେ ଲୁଟେରା ।
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) ଡେରାବିଶ ଥାନା ଅନ୍ତର୍ଗତ କୃଜଙ୍ଗା ଛକ ନିକଟରେ ଆଜି ଦିନ ଦୀପହରେ ଲୁଟ୍ ଘଟଣା ଘଟିଛି। ସୂଚନା ଅନୁସାରେ, ବୀର ନିଳକଣ୍ଠପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଟେଣ୍ଡାଣ୍ଟ ଭାବେ କାମ କରୁଥିବା ଜଣେ ମହିଳାଙ୍କ ବେକରୁ ଲୁଟେରା ହଠାତ୍ ଆକ୍ରମଣ କରି ସୁନା ଚେନ…