Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଦ୍ୟୁତ୍ ଆଘାତରେ ଲିଭିଗଲା ଜୀବନ ଦୀପ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବିଦ୍ୟୁତ୍ ଆଘାତରେ ଇଂଜିନିୟର ବି ଜ୍ୟୋତି ସ୍ୱରୂପ ନାମକ ଜଣେ ଯୁବକ ର ମୃତ୍ୟୁ ଘଟିଛି। ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଓମ୍ ବିହାର ଠାରେ ଏକ ଆପାର୍ଟମେଣ୍ଟରେ କାର୍ଯ୍ୟରତ ଜ୍ୟୋତି ସ୍ୱରୂପ ଏକ ଭାଇଭ୍ରେଟର୍ ମେସିନ ସଜାଡୁ ଥିବା ବେଳେ ହଠାତ୍…
ସ୍ୱାସ୍ଥ୍ୟସେବାର ସେଦ୍ଧାର ବିକଳ ଚିତ୍ର, ୪୦୪ ଡାକ୍ତର ନାହାନ୍ତି
୫୩୭ ନସିଂ ଅଫିସର ପଦ ଖାଲି, ଗ୍ରାମାଞ୍ଚଳରେ କାମ କରିବାକୁ ଡାକ୍ତର ଅରାଜି
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ସ୍ଵାସ୍ଥ୍ୟ ଭିତ୍ତିଭୂମିରେ ଜାତୀୟ ସ୍ତରରେ ପ୍ରଶଂସିତ ଓ ପୁରସ୍କୃତ ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭିତ୍ତିଭୂମିର ଅନେକ ବିକାଶ ଘଟିଛି ।…
ଚୋରି ହୋଇଥିବା ହନୁମାନ ଗଦା ଉଦ୍ଧାର, ଦୁଇ ଗିରଫ।
( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର ): ଛତ୍ରପୁର ଥାନା ଅନ୍ତର୍ଗତ ଲଣ୍ଡା ବାଉଁଶ ଗ୍ରାମ ହନୁମାନ ମନ୍ଦିର ରେ ଗତ କିଛି ଦିନ ତଳେ ପ୍ରଭୁ ହନୁମାନଙ୍କର କିଛି ଅଳଙ୍କାର ଓ ଧାତୁ ନିର୍ମିତ ଗଦା ଚୋରି ହୋଇଥିଲା ଓ ଗ୍ରାମ କମିଟି ପକ୍ଷରୁ ଛତ୍ରପୁର ଥାନାରେ ଏତଲା ଦାଏର ହୋଇଥିଲା। ଏତଲା କୁ…
ଆଜି ମେଲାଣି ନେବେ ବିଦ୍ୟାଦାତା
ରାଜଗାଙ୍ଗପୁର,୦୪-୦୯-୨୫ ରାଜଗାଙ୍ଗପୁର ସହରରେ ୮ଦିନ ଧରି ଅନୁଷ୍ଠିତ ହେଉଥିବା ଗଣେଶ ପୂଜାର ଆଜି ଅନ୍ତିମ ଦିନ। ଗୁରୁବାର ବିଦ୍ୟାଦାତାଙ୍କୁ ମେଲାଣି ଦେବେ ସହରବାସୀ। ଏଥ୍ ଲାଗି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ମିଳିତ ଭସାଣି ଶୋଭଯାତ୍ରାରେ ୫୫ମେଢ଼ ସାମିଲ ହେବେ ।…
ସମ୍ଭାବ୍ୟ ଆତଙ୍କବାଦୀ ହମଲା କୁ ନେଇ ଜିଲ୍ଲା ପୋଲିସର ସାଗର କବଚ l
ଅସ୍ତରଙ୍ଗ(ଦୁଃଶାସନ ନାୟକ )ଆଗାମୀ ଦିନରେ ଜଳ ପଥ ଦେଇ କୌଣସି ଆତଙ୍କବାଦୀ ଯେପରି ପ୍ରବେଶ ନ କରି ପାରନ୍ତି, ଓ ଯଦି ପ୍ରବେଶ କରନ୍ତି ସେମାନଙ୍କୁ କିପରି ମୁକାବିଲା କରାଯିବ, ସେ ନେଇ ଓଡିଶା ପୋଲିସ, ମେରାଇନ ପୋଲିସ, କୋଷ୍ଟ ଗାର୍ଡ ତରଫରୁ ଆରମ୍ଭ ହୋଇଛି ସମ୍ଭାବ୍ୟ ଆତଙ୍କବାଦୀ ହାମଲାର ପ୍ରତି…
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁରଙ୍କ ଚନ୍ଦ୍ରପୁର ତହସିଲ ପରିଦର୍ଶନ ଓ ରାଜସ୍ୱ କାର୍ଯ୍ୟକ୍ରମ ସମୀକ୍ଷା l
ରାୟଗଡ଼ :-ତା. ୩/୦୯-ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁରଙ୍କ ଚନ୍ଦ୍ରପୁର ତହସିଲ ପରିଦର୍ଶନ ଓ ରାଜସ୍ୱ କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି l ଡ଼lଙ୍ଗସରଡା ରାଜସ୍ବ ସର୍କଲ ଅନ୍ତର୍ଗତ ସାରିକମl ଗ୍ରାମ ଓ ଚନ୍ଦ୍ରପୁର…
ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଇନ ସଚେତନତା ଶିବିର
ରାୟଗଡା: ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା ୦୩.୦୯.୨୦୨୫ ରିଖ…
ଡାବୁଗାଁ ରେ କଂଗ୍ରେସ ର ସଂଗଠନ ସୃଜନ ଅଭିଯାନ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୩/୦୯/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ଜୟନ୍ତିନଗର ଠାରେ କଂଗ୍ରେସ ଦଳ ର ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି ସାଇ ରାଜୁ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…
ଦୁର୍ଗା ପୂଜା ନିମନ୍ତେ ଭୂମି ପୂଜନ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ଡାବୁଗାଁ ତା ୦୩/୦୮୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଦୁର୍ଗା ପୂଜା ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ମାସ ୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦୁର୍ଗା ପୂଜା ନିମନ୍ତେ ଆଜି ପୂଜା କମିଟି ତରଫରୁ ଅଙ୍ଗୀ ନଦୀ…
ବିପୁଳ ପରିମାଣରେ ଗୁଟଖା ଜବତ ।
ବେଲଗୁଣ୍ଠା-:,(ଶିବରାମ ଚୌଧୁରୀ)- -:ଗଞ୍ଜାମ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ ପ୍ରହାର ଅନ୍ତର୍ଗତ ବେଲଗୁଣ୍ଠା ପୋଲିସ୍ ଟିମ୍ ପକ୍ଷରୁ ବୁଧବାର ବିଭିନ୍ନ ଶିକ୍ଷାନୁଷ୍ଠାନ ଠାରୁ ଶହେ ମିଟର ମଧ୍ୟରେ ରହିଥିବା ଗୁଟକା ଦୋକାନ ଉପରେ ଚଢାଉ କରିଥିଲା।ବରଗାଁ ସ୍ଥିତ ଧରଣିଧର ହାଇସ୍କୁଲ ନିକଟରେ…