Browsing Category

ରାଜ୍ୟ

ନୟାଗଡ଼-ଓଡ଼ଗାଁ ନୂଆ ୩୩ କେଭି ଲାଇନ୍ ଖୁବ୍‌ଶୀଘ୍ର ହେବ କାର୍ଯ୍ୟକ୍ଷମ

ଓଡ଼ଗାଁ, ଶରଣକୁଳ ଅଞ୍ଚଳରୁ ଉପକୃତ ହେବେ ୫୦ ହଜାର ଉପଭୋକ୍ତା ଓଡ଼ଗାଁ, ୫।୮(ଶ୍ରୀକାନ୍ତ କୁମାର ମିଶ୍ର): ଦୀର୍ଘବର୍ଷ ଧରି ନୟାଗଡ଼ ଗ୍ରୀଡ୍‌ରୁ ଓଡ଼ଗାଁକୁ ଆସୁଥିବା ୩୩ କେଭି ବିଦ୍ୟୁତ୍‌ ଯୋଗାଣ ବାରମ୍ବାର ବାଧାପ୍ରାପ୍ତ ହେଉଥିବା ଯୋଗୁଁ ଓଡ଼ଗାଁ ଓ ଶରଣକୁଳ ଅଞ୍ଚଳରେ ବିଦ୍ୟୁତ୍‌ ସେବା

ଜିଲ୍ଲା ସଡ଼କ ସୁରକ୍ଷା ଟାସ୍କ ଫୋର୍ସ ଏବଂ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ।

ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ କଡ଼ା ଏନଫୋର୍ସମେଣ୍ଟ ଉପରେ ଗୁରୁତ୍ୱ । କେନ୍ଦ୍ରାପଡ଼ା:୦୫/୦୭(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲା ସଡ଼କ ସୁରକ୍ଷା ଟାସ୍କ ଫୋର୍ସ(DHSTF) ଏବଂ ଜିଲ୍ଲା ସଡକ ସୁରକ୍ଷା କମିଟି ର ବୈଠକ ଆଜି ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ

ବିଜ୍ଞାନ ଓ ଗଣିତ ଶିକ୍ଷକ ଅଭାବକୁ ନେଇ ଏମ୍. ଗଣ୍ଡପାଲି ସ୍କୁଲରେ ତାଲାପକାଇଳେ ଗ୍ରାମବାସୀ

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ୧୯୫୯ ମସିହାରେ ପ୍ରତିଷ୍ଠିତ ଏମ୍. ଗଣ୍ଡପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁଇ ମାସ ଧରି ବିଜ୍ଞାନ ଓ ଗଣିତ ଶିକ୍ଷକ ନଥିବାରୁ ପାଠପଢ଼ା ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି l ବିଦ୍ୟାଳୟରେ ୧୦୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ

ବିଷାକ୍ତ ସର୍ପ ଦଂଶନରେ ନାବାଳକର ମୃତ୍ୟୁ ; ଝୁରୁଛନ୍ତି ବାପା ମାଆ, ସାଙ୍ଗସାଥି

ବେଲଗୁଣ୍ଠା,୦୫/୦୮, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ସାନସାଦରା ଗ୍ରାମର ଜଣେ ନାବାଳକ ବିଷାକ୍ତ ସର୍ପ ଦଂଶନରେ ମୃତ୍ୟୁ ବରଣ କରିଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ ନାବାଳକ ଜଣଙ୍କ ହେଲେ ସାନସାଦରା ଗ୍ରାମର ଉତ୍ତମ ବିଷୋୟୀଙ୍କ ଏକମାତ୍ର ପୁଅ ଶୁଭମ୍

୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ବର୍ଷର ଜିଲ୍ଲାସ୍ତରୀୟ ୮୦ତମ ସ୍ଵାଧୀନତା ଦିବସ ଗଜପତି ଷ୍ଟାଡିୟମ୍ ଠାରେ ମହା ସମାରୋହରେ ପାଳିତ ହେବ।ଚଳିତ ବର୍ଷର ସ୍ଵାଧୀନତା ଦିବସଟିକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ନେଇ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ

ଜଗପାଡୁ ବଡବନ୍ଧର ସମୀକ୍ଷା କଲେ ବିଧାୟକ ରୂପେଶ ପାଣିଗ୍ରାହୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମରେ ଥିବା ବିରାଟ ବଡବନ୍ଧ (ପୋଖରୀ)ର ସ୍ଥିତି ପରିଦର୍ଶନ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ। ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ଏହି ପୋଖରୀ

ବନ୍ଧୁକ ଦେଖାଇ ରସାଳପୁର ଗ୍ରାମ୍ୟବ୍ୟାଙ୍କରୁ ଡକାୟତି ଘଟଣା:୨ ପଶ୍ଚିମବଙ୍ଗ ୧ ବାଲେଶ୍ଵର, ଇଞ୍ଚୁଡିର ଡକାୟତ ଗିରଫ

ବାଲେଶ୍ବର : ବାଲେଶ୍ଵର ସଦରଥାନା ରସାଳପୁର ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗତ ଜୁଲାଇ ୧୪, ଦିନ ପ୍ରାୟ ୨.୪୫ ସମୟରେ ୫ ଡକାୟତ ବନ୍ଧୁକ ଦେଖାଇ ବ୍ୟାଙ୍କରେ ଡକାୟତି କରିଥିଲେ। ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ ଜଣକୁ ଗିରଫ କରାଯାଇଛି। ଜଣେ ଅଭିଯୁକ୍ତ

ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ମିଳିତ ଗବେଷଣା ପାଇଁ ସୋଆ ଓ କେବିସି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର, ଅଗଷ୍ଟ ୫: ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା, ବିକାଶ ଓ ସମ୍ପ୍ରସାରଣ କାର୍ଯ୍ୟକ୍ରମକୁ ମିଳିତ ଭାବେ ଆଗେଇ ନେବା ଉଦ୍ଦେଶ୍ୟରେ ସୋଆ (ଶିକ୍ଷା 'ଓ' ଅନୁସନ୍ଧାନ) ଡିମ୍ଡ୍‌ ଟୁ ବିଶ୍ୱବିଦ୍ୟାଳୟ ଏବଂ କୋଲକାତାସ୍ଥିତ କୃଷିବନ୍ଧୁ କ୍ରପ୍ ସାଇନ୍ସ ପ୍ରାଇଭେଟ୍ ଲିମିଟେଡ୍

ସାମ୍ବାଦିକ ଭବନରେ ମେଗା ରକ୍ତଦାନ ଶିବିର, ୯୩ ୟୁନିଟ୍ ସଂଗୃହୀତ

ଜୀବନ ପାଇଁ ରକ୍ତଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଚଳିତ ବର୍ଷ ଶିବିର ମଧ୍ୟରେ ରେକର୍ଡ଼ ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ସାମ୍ବାଦିକ ଭବନରେ ଆଜି ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ରଙ୍କ ଆବାହକତ୍ୱରେ ରୋଟାରୀ କ୍ଲବ ଓ

ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁଙ୍କ ପରିଦର୍ଶନ

ନବରଂଗପୁର ତା ୫.୮.୨୦୨୬: ନବରଙ୍ଗପୁର ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ଆଜି ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC), ନିସ୍ନାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ନିସ୍ନାହାଣ୍ଡି ଏସ୍‌.ଏସ୍‌.ଡି. ଉଚ୍ଚ ବିଦ୍ୟାଳୟର ଆକସ୍ମିକ ପରିଦର୍ଶନ