Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜାପାନ ପ୍ରତିନିଧି ମଣ୍ଡଳୀ ସହ ଜିଲ୍ଲା ପ୍ରଶାସନର ବୈଠକ
ପୁରୀ ,(ଅନିମେଶ ପଟ୍ଟନାୟକ): ଜାପାନର ପ୍ରଧାନମନ୍ତ୍ରୀ ସିଗେରୁ ଇ ସିବାଙ୍କ ନିର୍ବାଚନ ମଣ୍ଡଳୀ ତୋତରି (ରାଜ୍ୟ) ରୁ ଏକ ସରକାରୀ ପ୍ରତିନିଧି ଦଳ ପୁରୀ ଗସ୍ତରେ ଆସିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଓସୱନ ହଲରେ ଅତିରିକ୍ତ ଜିଲ୍ଲାପାଳ ( ପ୍ରଶାସନ) ଶରତ କୁମାର ବେହେରାଙ୍କ…
ବିଜେପୁରରେ ଜଳନ୍ଧର ଦରବାର ଉଦଘାଟନ
ବିଧାୟକ ସନତ କୁମାର ଗଡତୀୟାଙ୍କ କରକମଳରେ ଉଦଘାଟନ
ବିଜେପୁର :-ବିଜେପୁରରେ ଆସନ୍ତା କାଲି ଆରମ୍ଭ ହେବାକୁ ଥିବା ଅନନ୍ତ ପୂଜା ମହୋତ୍ସବ ପୂର୍ବସନ୍ଧ୍ୟାରେ, ଆଜି ରାତ୍ରି ୮:୩୦ରେ ବ୍ଲକ ପଡିଆଠାରେ ଆୟୋଜିତ ଜଳନ୍ଧର ଦରବାରର ଉଦଘାଟନ ବିଜେପୁର ଜମିଦାର ତଥା ବିଧାୟକ ସନତ କୁମାର ଗଡତୀୟାଙ୍କ…
ଭାସ୍କର ଆଉଟ, ଜଗନ୍ନାଥ ଇନ
ରାୟଗଡା -ରାୟଗଡା ଜିଲ୍ଲା ବିଜୁ ଜନତା ଦଳ ସଭାପତି ନାମ ଘୋଷଣା ହୋଇଛି। ଜିଲ୍ଲାର ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଷମକଟକ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ସାରକାଙ୍କୁ ଦାୟିତ୍ବ ମିଳିଛି। କାର୍ଯ୍ୟକାରୀ ସଭାପତି ଭାବେ ରାୟଗଡାରୁ ଗଙ୍ଗାଧର ପୁଆଲା ଏବଂ ଗୁଣପୁରର ରଞ୍ଜିତ କୁମାର…
ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ୍ – ୨୦୨୫: ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ
https://youtu.be/SZFG12SxrXk
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳା ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସମଲେଇ ନୃତ୍ୟକଳା ପରିଷଦ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ୨୦ତମ ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ - ୨୦୨୫ କାର୍ଯ୍ୟକ୍ରମ ସ୍ଥାନୀୟ ନଗର ଭବନ (…
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଗୁରୁ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଭାରତର ଦ୍ଵିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଅବସରରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ସହ- ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ…
ଗଜପତି ଜିଲ୍ଲାରେ ‘ଆଦି କର୍ମଯୋଗୀ ଅଭିଯାନ’ର ତିନି ଦିନିଆ କର୍ମଶାଳା ଆରମ୍ଭ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ‘ଆଦି କର୍ମଯୋଗୀ ଅଭିଯାନ’ର ତିନିଦିନିଆ କର୍ମଶାଳା ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମଙ୍ଗଳ ବିଭାଗ ମିଳିତ ଆନୁକୁଲ୍ୟରେ ତାଲିମ…
ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଆୟୋଗ ସଦସ୍ୟ ଶ୍ରୀଯୁକ୍ତ ପ୍ରିୟବ୍ରତ ସାମନ୍ତରାୟ , ଶ୍ରୀ ଅକ୍ଷୟ କୁମାର ବେହେରା ଓ ଶ୍ରୀ ଦୟାନିଧି ଦାଶଙ୍କ ତିନିଦିନିଆ ଗସ୍ତରେ ଆସି ଗୁମ୍ମା , ମୋହନା ଓ ଗୋଷାଣୀ ବ୍ଲକର ବିଭିନ୍ନ ସ୍ଥାନରକୁ ପରିଦର୍ଶନ…
ଗଜପତି ଜିଲ୍ଲାର ତାଲିମ୍ ପ୍ରାପ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ନିଯୁକ୍ତି ଭିତ୍ତିକ ତାଲିମ୍ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ତାଲିମ୍ ପ୍ରାପ୍ତ ୨୭ ଜଣ ଯୁବକ ଯୁବତୀଙ୍କୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ…
୩୨୬ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣାଯନ୍ତା
ପୋଖରୀ ସଦୃଶ୍ୟ ରାଜରାସ୍ତା, ସେପଟେ ଲଘୁଚାପ ସକାଶେ ମୋଟୁ ରେ ବନ୍ୟା ଆଶଙ୍କା l
ମାଲକାନଗିରି:୦୫/୦୯:ମାଲକାନଗିରି ଜିଲ୍ଲାରେ ସଡକ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି l ଜିଲ୍ଲାରେ ଯେଉଁ ବ୍ଲକ କୁ ପରିଦର୍ଶନ କରିବେ ପ୍ରତ୍ୟେକ ବ୍ଲକ ରେ ରାସ୍ତା କାଦୁଅ ପୋଚ ପୋଚ ସହ ପାଣି ଜମିବାର ଚିତ୍ର…
ବେଦାନ୍ତ ଆଲୁମିନିୟମର ପ୍ରୋଜେକ୍ଟ ବିଦ୍ୟାଗ୍ରହ ଝାରସୁଗୁଡାର ଗ୍ରାମୀଣ ଶ୍ରେଣୀଗୃହରେ ଡିଜିଟାଲ୍ ଶିକ୍ଷଣର ଶୁଭାରମ୍ଭ…
ଝାରସୁଗୁଡା: ପ୍ରତ୍ୟେକ ପିଲାକୁ ଗୁଣାତ୍ମକ ଶିକ୍ଷା ସମ୍ବଳରୁ ଶିଖିବାର ସମାନ ସୁଯୋଗ ଦିଆଗଲେ ସମାଜରେ ପ୍ରକୃତ ପ୍ରଗତି ଆରମ୍ଭ ହୁଏ। ଏହି ବିଶ୍ୱାସ ବେଦାନ୍ତ ଆଲୁମିନିୟମର ପ୍ରୟାସକୁ ପ୍ରୋଜେକ୍ଟ ବିଦ୍ୟାଗ୍ରହ ମାଧ୍ୟମରେ ମାର୍ଗଦର୍ଶନ କରିଛି, ଯାହାକି ଏକ ଅଗ୍ରଣୀ ଡିଜିଟାଲ୍ ଶିକ୍ଷଣ ପଦକ୍ଷେପ…