Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।
ପଦ୍ମପୁର :- ପାଇକମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ…
ବନିତା ରାଉତ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ଜିଲ୍ଲାପାଳ ଅଫିସିରେ ଗଣଧାରଣା
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) ପଟ୍ଟାମୁଣ୍ଡାଇ ବୋଧ ଗାଁର ଝିଅ ବନିତା ରାଉତ ବିଭତ୍ସ ଗଣହତ୍ୟାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ହୋଇ ଯାଇଛି।ପୁଲିସର ନିଷ୍କ୍ରିୟତା ଓ ପକ୍ଷପାତିତା,ଦୋଷୀ ମାନଙ୍କୁ…
ବେଲଗୁଣ୍ଠା ସରସ୍ଵତୀ ଶିଶୁ ମନ୍ଦିର ଛାତ୍ରୀଙ୍କ ସଫଳତା
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- ,ଗଂଜାମ ଜିଲ୍ଲା ବେଲଗୁଣ୍ଠା ଏନ୍.ଏ.ସି ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୨୦୨୫ ଜୁଲାଇ ୧୯ ତାରିଖରେ ଅନୁଷ୍ଠିତ ବିଜ୍ଞାନ ମେଳାରୁ ସଫଳତା ପାଇ ସଂକୁଳ ତଥା ବ୍ଲକ ସ୍ତରୀୟ ଏବଂ ପରେ ବିଭାଗ ବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ବେଲଗୁଣ୍ଠା ଶିଶୁ…
ସ୍ବର୍ଗତ ଶ୍ରୀ ହରିହର ସାହୁ ସ୍ମାରକୀ ଛାତ୍ରବୃତ୍ତି
ବାଲୁଗାଁ:(ସେକ କୌସର):-ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଇଞ୍ଚନପୁର ଚିଲିକା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ପୂର୍ବାହ୍ନରେ ସ୍ବର୍ଗତ ଶ୍ରୀ ହରିହର ସାହୁ ସ୍ମାରକୀ ଛାତ୍ର ବୃତ୍ତି ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି।ଭାରତୀୟ ନୌସେନାରେ କାର୍ଯ୍ୟରତ…
କ୍ଳଷ୍ଟର୍ ସ୍ତରୀୟ ବୈଠକ ; ନିପୁଣ ସପ୍ତାହ ପାଳନ ଉପରେ ଗୁରୁତ୍ୱ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି ଆଞ୍ଚଳିକ ସାଧନ କେନ୍ଦ୍ରରେ ସିଆରସିସି ମାନଙ୍କ ତତ୍ତ୍ୱାବଧାନରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ଏଫ୍.ଏଲ୍.ଏନ୍ ଶିକ୍ଷକ…
ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗଂଜାମ ଜିଲ୍ଳାପାଳଙ୍କ ଅଭିନବ ପ୍ରୟାସରେ ବର୍ତ୍ତମାନ ଗଂଜାମ ଜିଲ୍ଲାର ସମସ୍ତ ପଂଚାୟତକୁ ପ୍ରଶାସନିକ ଅଧିକାରୀ ମାନେ ଯାଇ ସେମାନଙ୍କ ଅଭିଯୋଗ ଶୁଣାଣି କରୁଛନ୍ତି I ଏହି ପ୍ରରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ…
ସଂଗଠନ ସୃଜନ ଅଭିଯାନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, କଂଗ୍ରେସ୍ ଦଳକୁ ତୃଣମୂଳ ସ୍ତରରୁ ଦୃଢ କରିବା ନିମନ୍ତେ ପ୍ରଦେଶ କଂଗ୍ରେସ୍ କମିଟି ତରଫରୁ ସେପ୍ଟେମ୍ବର୍ ଏକ ତାରିଖ ଠାରୁ ଆରମ୍ଭ୍ ହୋଇଛି ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ I ଏହି କ୍ରମରେ ଆଜି ସୋରଡ଼ା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବେଲଗୁଣ୍ଠା ମାଆ…
ଜଙ୍ଗଲରୁ ମା-ପୁଅ ଉଦ୍ଧାର
କେନ୍ଦ୍ରାପଡ଼ା :(ପ୍ରଫୁଲ୍ଲ କୁମାର ମଲ୍ଲ): ଗତ ୫ ଦିନ ତଳେ କଙ୍କଡା ଧରିବାକୁ ଯାଇ ନିଖୋଜ ହୋଇଥିବା ମା-ପୁଅଙ୍କୁ ବନ ବିଭାଗ ଆଜି ଜଙ୍ଗଲରୁ ଉଦ୍ଧାର କରିଛି ।ସୂଚନା ଅନୁସାରେ, ବାଉଁଶଗଡ଼ ନଦୀ କୂଳରେ କଙ୍କଡା ଧରିବାକୁ ଯାଇଥିବା ଅଞ୍ଜନା ମିର୍ଦ୍ଧା ଓ ତାଙ୍କ ପୁଅ ରତିନ୍ଦ୍ର ମିର୍ଦ୍ଧା ୫ ଦିନ…
ଗୁଣ୍ଡିଚାଘାଗୀ ଜଳପ୍ରପାତ ବୁଲିବାକୁ ଆସି ଯୁବକ ପାଣିରେ ଭାସିଗଲେ।
କେନ୍ଦୁଝର,ତା୮/୯- ଆଜି ବାଲେଶ୍ୱର ଜିଲ୍ଲାରୁ କିଛି ପର୍ଯ୍ୟଟକ ଘଟଗାଁ ନିକଟରେ ଥିବା ବଣ ଚକୁଳିଆ ଅଂଚଳର ପ୍ରସିଦ୍ଧ ଗୁଣ୍ଡିଚାଘାଗୀ ଜଳପ୍ରପାତ ବୁଲିବାକୁ ଆସିଥିଲେ। ତେବେ ଅସାବଧାନତାବଶତଃ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ପ୍ରପାତ ପାଣିରେ ଭାସି ଯାଇଥିବା ଜଣାଯାଇଛି। ଉଲ୍ଲେଖଯୋଗ୍ୟ କି ମୁଷଳ…
ଯାଜପୁରଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଂଗଠନ ସୃଜନ ଅଭିଯାନ ଶୁଭାରମ୍ଭ।
ଯାଜପୁର : ଗତ ୨ ତାରିଖ ରୁ ରାଜ୍ୟ କଂଗ୍ରେସ ପକ୍ଷରୁ ସଂଗଠନ ସୃଜନ ଅଭିଯାନ ଜରିଆରେ ଚୟନ କରାଯାଉଥିବା ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ଯାଜପୁର ସ୍ଥିତ ଗୌତମ ବୁଦ୍ଧ ସଂକୃତି ଭବନ ଠାରେ ଏହାର ଉଦଘାଟନ ଏ ଆଇ ସି, ସି, ସାଧାରଣ ସମ୍ପାଦିକା ଚାରୁଲତା ଟୋକାଶ ଙ୍କ…