Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କଳାହାଣ୍ଡିର ବେଦାନ୍ତ କ୍ରୀଡା କାର୍ଯ୍ୟକ୍ରମର ୨୧ ଜଣ ଯୁବ ତୀରନ୍ଦାଜ ଓଡ଼ିଶା ରାଜ୍ୟ ମୁକ୍ତ ତୀରନ୍ଦାଜ ପ୍ରତିଯୋଗିତା…
ଲାଞ୍ଜିଗଡ଼, ୧୧/୦୯/୨୫ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଲାଞ୍ଜିଗଡ଼ରେ ଏହାର ପ୍ରମୁଖ କ୍ରୀଡା ତାଲିମ ପଦକ୍ଷେପ ମାଧ୍ୟମରେ କଳାହାଣ୍ଡି ଜିଲ୍ଲାର ଯୁବ ତୀରନ୍ଦାଜମାନଙ୍କୁ ସମର୍ଥନ କରୁଛି। ସମ୍ପ୍ରତି, ଏହି କ୍ରୀଡାବିତମାନଙ୍କ ମଧ୍ୟରୁ ୨୧ ଜଣ ଯୁବ ତୀରନ୍ଦାଜ…
ଭାରତୀୟ ଜନତା ପାର୍ଟି ମହିଳାଙ୍କୁ ଅପମାନିତ ଓ ନିର୍ଯ୍ୟାତିତ କରିଛି : ଡ଼ ଲେଖାଶ୍ରୀ ସାମନ୍ତସିଂହାର
ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟିର ନୀଳଗିରି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ ମହିଳାଙ୍କ ପ୍ରତି ସର୍ବସାଧାରଣରେ ଦେଇଥିବା ଅଭଦ୍ର, ଅସଭ୍ୟ, କୁସ୍ଚିତ, ଅଶ୍ଳୀଳ ଓ ଅଶାଳୀନ ମନ୍ତବ୍ୟ ବିରୁଦ୍ଧରେ ଦଳ କିମ୍ବା ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଏକ ଗୁରୁତର ବିଷୟ ବୋଲି ଆଜି ଅୟୋଜିତ ଏକ…
ଅପରେସନ ପ୍ରହାର: ବିପୁଳ ପରିମାଣରେ ଗୁଟକା, ସିଗାରେଟ ଜବତ
ରାଜଗାଙ୍ଗପୁର,(ବିଷ୍ଣୁ ଭୋମିକ): ରାଜ୍ୟ ପୁଲିସର ‘ଅପରେସନ ପ୍ରହାର’ପରିପ୍ରେକ୍ଷୀରେ ରାଜଗାଙ୍ଗପୁର ପୁଲିସ ପକ୍ଷରୁ ଆଜି ସହରର ଗୁଟକା ବିକ୍ରି ଉପରେ ଚଢ଼ଉ କରାଯାଇଥିଲା। ରାଜଗାଙ୍ଗପୁର ସହର ସମେତ କାଂଶବାହାଲ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ, ସର୍ବସାଧାରଣ ସ୍ଥାନରେ ପାନ ଦୋକାନ ଓ ଚା…
ଆତ୍ମହତ୍ୟା ଉଦ୍ୟମ କରି ଯୁବକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।
ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ମେଣ୍ଟୁ ଛକରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ଜଣେ ମିଠା ବ୍ୟବସାୟୀଙ୍କ ପୁଅ ସୁରଜ୍ ସାହୁ ନାମକ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହେବା ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼…
କଣ୍ଟାବାଞ୍ଜିରେ ଜଣେ ମୃତ ଓ ଦୁଇ ବଳଦ ଗୁରୁତର, ଡ୍ରାଇଭର ଅଟକ, କ୍ଷତିପୂରଣ ଦାବିରେ ଉତ୍ତେଜନା
ବଲାଙ୍ଗୀର, ଶାସକ ପ୍ରଶାସକ (ଘନଶ୍ୟାମ ନାଗ):- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁ ନିକଟରେ ଆଜି ସକାଳେ ଏକ ଭୟାବହ ଦୁର୍ଘଟଣା ଘଟିଥିଲା। ବଜାରକୁ ଯାଉଥିବା ଗାଈ ବ୍ୟବସାୟୀ ଟ୍ରକ ଧକ୍କାରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ସହ ଥିବା ଦୁଇଟି ବଳଦ ଗୁରୁତର ଆହତ…
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
ବଲାଙ୍ଗିର, ଶାସକ ପ୍ରଶାସକ (ଘନଶ୍ୟାମ ନାଗ):- ଆଜି ବଲାଙ୍ଗିର ଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଦିନିକିଆ ଗସ୍ତରେ ଆସିଛନ୍ତି । ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟର ବୈଠକ ଗୃହ ଠାରେ ଆୟୋଜିତ ହୋଇଥିବା ରାଜସ୍ୱ ଓ ଭୂଅର୍ଜନ ସମ୍ବନ୍ଧୀୟ ସମୀକ୍ଷା…
ୟୁରୋକିଡସ ପକ୍ଷରୁ ହାର୍ଭାର୍ଡ ଅନୁପ୍ରାଣିତ ‘ହ୍ୟୁରେକା’ ପାଠ୍ୟକ୍ରମର ଶୁଭାରମ୍ଭ ସହ ଭୁବନେଶ୍ୱରରେ ମହତ୍ୱକାଂକ୍ଷୀ…
ଭୁବନେଶ୍ୱର, ସେପ୍େଟମ୍ବର ୧୦ : ଭାରତର ଅଗ୍ରଣୀ ପ୍ରି-ସ୍କୁଲ ବିଶେଷଜ୍ଞ ୟୁରୋକିଡସ୍ ଏହାର ୮ମ ସଂସ୍କରଣର ପାଠ୍ୟକ୍ରମ “ହ୍ୟୁରେକା - ଭିଜିବଲ ଥିକିଂ କରିକୁଲମ” ଉନ୍ମୋଚନ କରିଛି। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ‘ପ୍ରୋଜେକ୍ଟ ଜିରୋ’ ଏବଂ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ର ସର୍ବାଙ୍ଗୀନ ବିକାଶର…
ଟାଟା ସ୍ୱେଚ୍ଛାସେବୀ ସପ୍ତାହ ଉପଲକ୍ଷେ ଟିପିଏସ୍ଓଡିଏଲ୍ ପକ୍ଷରୁ ଡିଜିଟାଲ ସାକ୍ଷରତା ଅଭିଯାନ
ଗଞ୍ଜାମ ଓ କୋରାପୁଟରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଓ ଉପଭୋକ୍ତା ସଂପ୍ରଦାୟ ସାମିଲ
ବ୍ରହ୍ମପୁର, ସେପ୍ଟେମ୍ୱର: ଟାଟା ସେଚ୍ଛାସେବୀ ସପ୍ତାହ ଉପଲକ୍ଷେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଗଞ୍ଜାମର ରଙ୍ଗେଇଲୁଣ୍ଡା ବ୍ଲକସ୍ଥିତ କମଳାପୁର…
ସୋଆ ଯୁବ ସାହିତ୍ୟ ପୁରସ୍କାର-୨୦୨୫ ପାଇଁ ପୁସ୍ତକ ଆମନ୍ତ୍ରଣ
ଭୁବନେଶ୍ୱର: ଓଡ଼ିଆ ସାହିତ୍ୟର ପ୍ରତିଶ୍ରୁତିସମ୍ପନ୍ନ ଯୁବ ସାହିତ୍ୟିକଙ୍କୁ ସମ୍ମାନ ଓ ସ୍ୱୀକୃତି ଜଣାଇବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ (ସୋଆ) "ସୋଆ ଯୁବ ସାହିତ୍ୟ ପୁରସ୍କାର" ପ୍ରଦାନ ନିମନ୍ତେ ସିଦ୍ଧାନ୍ତ ନେଇଛି ।
୪୦ ବର୍ଷ ବୟସ ସୀମା ମଧ୍ୟରେ ସାହିତ୍ୟ କ୍ଷେତ୍ରରେ…
ଏନ୍ଏସି ତରଫରୁ ଟ୍ରେଡ ଲାଇସେନ୍ସ ଓ ହୋଲଡିଙ୍ଗ୍ ଟ୍ୟାକ୍ସ ପ୍ରଦାନ ପାଇଁ ଆହ୍ବାନ
ଅମାନ୍ୟ ହେଲେ ୫ଶହ ଟଙ୍କା ଦୈନିକ ଜରିମାନା ବ୍ୟବସ୍ଥା ଘୋଷଣା
ଓଡ଼ଗାଁ,୧୦।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଓଡଗାଁରେ ଥିବା ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଆଗାମୀ ୭ଦିନ ମଧ୍ୟରେ ନିଜ ନିଜର ଦୋକାନ ଓ ପ୍ରତିଷ୍ଠାନର ଟ୍ରେଡ ଲାଇସେନ୍ସ…