Browsing Category

ରାଜ୍ୟ

ସରକାରଙ୍କ ଅପାରଗପଣିଆ ପାଇଁ ରାଜ୍ୟରେ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଛି: ବିଜେଡି

ଓଡ଼ିଶାରୁ ଏଫସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ  ଚାଉଳ ନ ଉଠିବାରୁ ରାଜ୍ୟରେ ଧାନ କ୍ରୟରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି  ଓଡ଼ିଶାକୁ ଅଣଦେଖା କରି ଅନ୍ୟ ରାଜ୍ୟଙ୍କୁ ପ୍ରୋତ୍ସାହନ ଦେଉଛନ୍ତି କେନ୍ଦ୍ର ସରକାର  ଏଫସିଆଇ ଓଡ଼ିଶା ପ୍ରତି ପାତରଅନ୍ତର କରୁଥିବା ଯୋଗାଣ ମନ୍ତ୍ରୀ

CM-KISAN ଯୋଜନାର ପଞ୍ଚମ କିସ୍ତି ପ୍ରଦାନକଲେ ମୁଖ୍ୟମନ୍ତ୍ରୀ

ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି ୪୧.୩୫ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୮୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କେବଳ ପାରମ୍ପରିକ ଚାଷ ନୁହେଁ, ବିବିଧିକରଣ ହିଁ ଦୁଇଗୁଣ କରିବ ଚାଷୀଙ୍କ

ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଲୁଚକାଳି ଖେଳୁଛନ୍ତି ରାଜ୍ୟ ସରକାର: ବିଜେଡି

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗ  ୩ ମାସରୁ ଊଦ୍ଧ୍ୱର୍ ସମୟ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ  ତ୍ରୁଟି ସଂଶୋଧନ କରି ସରକାରଙ୍କ ଦ୍ୱାରା ପ୍ରକାଶିତ ପିଡିଏଫରେ ମଧ୍ୟ ଅନେକ ତ୍ରୁଟି ରହିଛି  ତ୍ରୁଟିଶୂନ୍ୟ

ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ବଡ଼ ହର୍ଷ ଉଲ୍ଲାସ ଓ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଶିଶୁ ପ୍ରାରମ୍ଭ ଠାରୁ ଦ୍ବିତୀୟ ଶ୍ରେଣୀ ପର୍ଯ୍ୟନ୍ତ ୮୦ରୁ

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ : - ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ପରିସରରେ ମହାସମାରୋହରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ସମସ୍ତ ବିଭାଗର ଭାଇ-ଭଉଣୀମାନଙ୍କୁ ନେଇ ଏହି ଉତ୍ସବ ଆୟୋଜିତ ହୋଇଥିଲା।ଉତ୍ସବ ଅବସରରେ ଶିଶୁ ବାଟିକା ବିଭାଗର

କ୍ରୀଡ଼ା ସଂଗଠନରେ ପଦବୀ ସୀମା ନେଇ ନୂଆ ନିୟମ ଚର୍ଚ୍ଚା

ବଲାଙ୍ଗୀର/ନିରୋଜ ମିଶ୍ର: : ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍‌ (IOA) ସମେତ ସ୍ୱୀକୃତିପ୍ରାପ୍ତ ଜାତୀୟ କ୍ରୀଡ଼ା ମହାସଂଘ (NSF)ଗୁଡ଼ିକରେ ପଦାଧିକାରୀଙ୍କ କାର୍ଯ୍ୟକାଳ ଓ ବୟସ ସୀମାକୁ ନେଇ ପ୍ରସ୍ତାବିତ ନିୟମ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ନିୟମ ଅନୁଯାୟୀ, କୌଣସି

ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର, କେନ୍ଦୁଝରଗଡଠାରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

କେନ୍ଦୁଝର,ତା୪/୯-ସ୍ଥାନୀୟ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର, କେନ୍ଦୁଝରଗଡ ଠାରେ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ବାସ୍ତୁଶାସ୍ତ୍ରବିତ୍ ଡଃ ଦେବଦତ୍ତ ଷଡଙ୍ଗୀ ଉପସ୍ଥିତ ରହି କୃଷ୍ଣଙ୍କ ବାଲ୍ୟଲୀଳା

କେନ୍ଦ୍ରରେ ଅଣ ବିଜେପି ସରକାର ଥିଲେ ବିଜେପି ସାଂସଦ ମାନେ ଏହି ଏମଏମଡିଆର ବିଲ୍କୁ ସମର୍ଥନ ଦେଇଥାନ୍ତେ କି ?: ବିଜେଡି

‘ଜାତୀୟ ସ୍ୱାର୍ଥ’ ନାମରେ ଓଡ଼ିଶାକୁ ନିଜ ଖଣିଜ ସମ୍ପଦରୁ ବଞ୍ଚିତ କରି ରାଜ୍ୟର ଜେନ୍ ଜି, ଜେନ୍ ଆଲ୍ଫାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଆଯାଇ ପାରିବ ନାହିଁ ଓଡ଼ିଶା ଦେଶ ପାଇଁ ବଳିଦାନ ଦେଇଛି; ଓଡ଼ିଶାର ସାମ୍ୱିଧାନିକ ଅଧିକାରକୁ ଛଡାଇ ନିଆନଯାଉ ବିପର୍ଯ୍ୟୟର ପ୍ରବଣ ଓଡ଼ିଶା,

ପୁରୀରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଏବଂ ପଦ୍ମଭୂଷଣ ମା’ ସାଧ୍ୱୀ ଋତମ୍ଭରା ଜୀଙ୍କ ଆଶୀର୍ବାଦ ନେଲେ ସାଂସଦ ଧର୍ମେନ୍ଦ୍ର…

ପୁରୀ,୦୩ ସେପ୍ଟେମ୍ବର ୨୦୨୬ - ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ପୁରୀ ଗସ୍ତ ଅବସରରେ ପୁରୀ ଗୋବର୍ଦ୍ଧନ ପୀଠର ପୂଜ୍ୟ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ଏବଂ ପରମ ପୂଜନୀୟା ପଦ୍ମଭୂଷଣ ମା’ ସାଧ୍ୱୀ ଋତମ୍ଭରା

ସୋଆ ଆଇଡିଆଥନ୍‌-୨୦୨୬: ଅଫ୍‌ଲାଇନ୍‌ ପର୍ଯ୍ୟାୟ ଓ ଏସ୍‌ଆଇଏଚ୍‌-୨୦୨୬ ପାଇଁ ୫୦ଟି ଛାତ୍ର ଦଳ ମନୋନୀତ

ଭୁବନେଶ୍ୱର, ସେପ୍ଟେମ୍ବର ୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ୍‌ ଟୁ ବି ୟୁନିଭର୍ସିଟି ପକ୍ଷରୁ ଆୟୋଜିତ ‘ସୋଆ ଆଇଡିଆଥନ୍‌-୨୦୨୬’ରେ ଅଂଶଗ୍ରହଣ କରିଥିବା ଦଳଗୁଡ଼ିକ ମଧ୍ୟରୁ ଶ୍ରେଷ୍ଠ ୫୦ଟି ଛାତ୍ର ଦଳଙ୍କୁ ଅଫ୍‌ଲାଇନ୍‌ ପର୍ଯ୍ୟାୟ ପାଇଁ ମନୋନୀତ କରାଯାଇଛି। ଏହି ଦଳଗୁଡ଼ିକ ଜାତୀୟସ୍ତରୀୟ