Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କ୍ୟୁସିଏଫ୍ଆଇ ସପ୍ତମ ଚାପ୍ଟର କନ୍ଭେନ୍ସନ୍ରେ ଟିପିସିଓଡିଏଲ୍ ଜିତିଲା ୧୫ ପୁରସ୍କାର
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) କ୍ୟୁସିଏଫ୍ଆଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଆୟୋଜିତ କ୍ୱାଲିଟି କନ୍ସେପ୍ଟ ୨୦୨୫ ରେ ୧୫ଟି ପୁରସ୍କାର ଜିତିଛି। କ୍ୱାଲିଟି ସର୍କଲ୍ ଓ କାଇଜେନ୍ର ୧୫…
୬୦ ଛୁଇଁଥିବା ମହିଳାଙ୍କୁ ସୁଭଦ୍ରା ଯୋଜନାରୁ ବାଦ ଦେବା ନିନ୍ଦନୀୟ: ବିଜେଡି
ପ୍ରତିଶ୍ରୁତି ପାଳନ କରି ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ସୁଭଦ୍ରାରେ ସାମିଲ କର
ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିବା ପାଇଁ କହିବା, କଟା ଘା’ରେ ଚୂନ ଦେବା ସଦୃଶ୍ୟ
ପ୍ରାୟ ୬ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି…
ଗଞ୍ଜାମ କନ୍ଧମାଳ ସିମାନ୍ତରେ ସୁରକ୍ଷା କର୍ମୀ ଓ ମାଓବାଦୀ ଗୁଳି ବିନିମୟ : ଜଣେ ଯବାନ ଗୁରୁତର
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଲା କିଛି ଦିନ ହେବ ଗଞ୍ଜାମ କନ୍ଧମାଳ ସିମାନ୍ତରେ ନକ୍ସଲ ବିରୋଧୀ ଅଭିଯାନ ଲାଗି ରହିଛି। ନକ୍ସଲ କୁ ସଂପୂର୍ଣ୍ଣ ସଫା କରିବା ରେ ରାଜ୍ୟ ସୁରକ୍ଷା କର୍ମୀ ପୁରା ଦମ୍ ରେ ନିଜ ମାଓ ବିରୋଧୀ ଅଭିଯାନ ଚଳାଇଥିବା ଦେଖାଯାଇଥିଲା। ସେହି ନକ୍ସଲ ବିରୋଧୀ ଅଭିଯାନ ରେ…
ସରିଗଲା ମହୋତ୍ସବ ରହିଗଲା ସ୍ମୃତି, ସମ୍ମାନିତ ହେଲେ ୧୬ ଜଣ ପ୍ରତିଭା
ବାରିପଦା - ତା :- ୧୫/୦୯/୨୦୨୪ ରିଖ ସ୍ଥାନୀୟ ସହୀଦ ସ୍ମୃତି ଭବନରେ ଆମେ: ବାରିପଦା ଆନୁକୂଲ୍ୟରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବ ଚଳିତ ମାସ ୬ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖରେ ମହାସମାରୋହରେ ଉଦଯାପିତ ହୋଇଯାଇଛି I ପ୍ରଥମଥର ପାଇଁ ୯ ଦିନ ବ୍ୟାପି ଅନୁଷ୍ଠିତ ଏହି ମହୋତ୍ସବର ଓଡିଶା,…
ସାଇକ୍ଲିଷ୍ଟ ସୁଶିଲ ଦାସ ଙ୍କ ବିୟୋଗ ।
ରାଉରକେଲା:( ୧୮-୯-୨୫) ପୂର୍ବତନ ଆନ୍ତର୍ଜାତୀୟ ସାଇକ୍ଲିଷ୍ଟ ସୁଶୀଲ ଦାସ (୬୧)ଙ୍କ ବିୟୋଗ। ରାଉରକେଲା ସେକ୍ଟର -୧୩ ରେ ଅଞ୍ଚଳରେ ରହୁଥିବା ସୁଶିଲ ଦାସ ଙ୍କ ଆଜି କଟକ ବଡ ମେଡିକାଲ ରେ ଦେହାନ୍ତ ହୋଇଛି। ଦୀର୍ଘ ୨ ମାସ ହେଲା ରୋଗାକ୍ରାନ୍ତ ହୋଇ ଚିକିତ୍ସା ଧିନ ଥିଲେ । ମୃତ୍ୟୁ ବେଳକୁ ପାଖରେ…
ପୁଅର ଜିଦ ଆଗରେ ହାରମାନିଲେ ପିତାମାତା : ବିଦ୍ୟାଳୟରେ ଗଛ ଲଗାଇଲେ ଛାତ୍ର
ବାରିପଦା - ତା :- ୧୭/୦୯/୨୦୨୫ ରିଖ ୧୦ ବର୍ଷରୁ କମ ପିଲାମାନେ ସାଧାରଣତଃ ଖେଳନା, ଚକଲେଟ, ନୂଆ ସାର୍ଟ ପେଣ୍ଟ ଆଦି କିଣିଦେବା ପାଇଁ ବାପାମାଆଙ୍କ ପାଖରେ ଅଳି କରିଥାନ୍ତି I ମାତ୍ର ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ ନଂ ୱାର୍ଡ ସ୍ଥିତ…
୬୯ ତମ ବିଦ୍ୟାଳୟ ସ୍ତରୀୟ ସମୂହ ମୁଷ୍ଟି ଯୁଦ୍ଧ, ବ୍ୟାୟାମ ବିଦ୍ୟା ଓ ମାଲ୍ ଖମ୍ବ ଉଦ୍ଘାଟିତ
ପୁରୀ, (ଅନିମେଶ ପଟ୍ଟନାୟକ): ପୁରୀ ଜିଲ୍ଲା ସ୍କୁଲ ପରିସରରେ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ ଦ୍ଵାରା ଓ ପୁରୀ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସଂଗଠନ ଆନୁକୁଲ୍ୟରେ ୬୯ତମ ଓଡ଼ିଶା ରାଜ୍ୟ ସ୍ତରୀୟ ୧୪ ଓ ୧୭ ବର୍ଷରୁ କମ ବାଳକ,ବାଳିକା ମାନଙ୍କ ପ୍ରତିଯୋଗିତା ଅତିରିକ୍ତ ଜିଲ୍ଲା…
ହିନ୍ଦୀ ପକ୍ଷ ଦିବସ ଉଦଯାପିତ
ବାରିପଦା - ତା:- ୧୭/୦୯/୨୦୨୫ ରିଖ ଓଡିଶା ରାଷ୍ଟ୍ରଭାଷା ପ୍ରଚାର ସମିତି, ମୟୁରଭଞ୍ଜ ଶାଖା ଆନୁକୂଲ୍ୟରେ ଆୟୋଜନ ହିନ୍ଦୀ ପକ୍ଷ ଦିବସର ଉଦଜାପନୀ ଉତ୍ସବ ଶ୍ରୀମା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I ଶ୍ରୀମା ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷା କଳ୍ପନା ଷଡଙ୍ଗୀଙ୍କ…
ଦି ୱେଲଥ କମ୍ପାନୀ ପକ୍ଷରୁ ଓଡ଼ିଶାକୁ ଅଣାଯାଇଛି ‘ଏମଏଫ ଦିଦି’
ଆଲ୍ ଓଡ଼ିଶା ମ୍ୟୁଚୁଆଲ ଫଣ୍ଡ ଡିଷ୍ଟ୍ରିବ୍ୟୁଟର୍ ଆସୋସିଏସନ ସମର୍ଥନରେ ଓଡ଼ିଶାରେ ଏହି ଅଭିଯାନକୁ ଜବରଦସ୍ତ ସମର୍ଥନ
ଭୁବନେଶ୍ୱର: ଅହମଦାବାଦ, ପାଟନା, ମୁମ୍ବାଇ, ଗୁଆହାଟି ଏବଂ ପୁଣେ ଆଦି ସହରଗୁଡ଼ିକୁ ନେଇ ଗଠିତ ଜାତୀୟ ସ୍ତରର ରୋଡ଼ସୋ କାର୍ଯ୍ୟକ୍ରମର ଅଂଶ ଭାବରେ ଦି ୱେଲଥ କମ୍ପାନି…
ସୁରକ୍ଷିତ ପାର୍ବଣ ଉତ୍ସବ ପାଳନ ନିମନ୍ତେ ସୁରକ୍ଷା ପରାମର୍ଶ ଜାରି କଲା ଟିପିଏସ୍ଓଡିଏଲ୍
* ପାର୍ବଣ ଋତୁରେ ଭରସାଯୋଗ୍ୟ ବିଜୁଳି ଯୋଗାଣ* ପୂଜା ମଣ୍ଡପକୁ ଅସ୍ଥାୟୀ ସଂଯୋଗ* ବେଆଇନ ଓ ଅସୁରକ୍ଷିତ ବିଜୁଳି ସଂଯୋଗଠାରୁ ଦୂରେଇ ରହିବାକୁ ପରାମର୍ଶ* ଉପଯୁକ୍ତ ଆର୍ଥିଂ ଓ ଓ୍ୱାୟରିଂ ସୁନିଶ୍ଚିତ କରିବାକୁ ନିବେଦନ
ବ୍ରହ୍ମପୁର, ସେପ୍ଟେମ୍ୱର: ଦୁର୍ଗାପୂଜା ତଥା ପାର୍ବଣ ଋତୁ ପାଖେଇ…