Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବେଦାନ୍ତ ଲାଞ୍ଜିଗଡ଼ର ଅନନ୍ୟ ପ୍ରୟାସ ‘ଶକ୍ତି’
ନବରାତ୍ରିରେ ନଅଟି ଗାଁର ୧୫୦୦ରୁ ଊର୍ଦ୍ଧ୍ବ ମହିଳାଙ୍କୁ ସଶକ୍ତ କରିବ ଏହି ଅଭିଯାନ
ଲାଞ୍ଜିଗଡ଼, କଳାହାଣ୍ଡି, ସେପ୍ଟେମ୍ବର ୨୫, ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହି ଦଶହରାରେ ପ୍ରଥମ ଥର ପାଇଁ ଏକ ନିଆରା ସାମୁହିକ ପ୍ରୟାସ ଆରମ୍ଭ କରିଛି - ଲାଞ୍ଜିଗଡ଼ର…
ବିପୁଳ ବାଣ ଜବତ
ରାଜଗାଙ୍ଗପୁ ର,୨୪୯ ( ବିଷ୍ଣୁ ଭୋମିକ)ରାଜଗାଙ୍ଗପୁର ପୁଲିସ ସହରର ବଗି ଚାପଡ଼ାରେ ଚଢ଼ ଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି। ସହରରେ ବେଆଇନ ବାଣ ମହଜୁଦ ରଖାଯାଇଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇବା ପରେ ରାଜଗାଙ୍ଗପୁର ଥାନା ଅଧୂକାରୀ ବିଜୟ କିଶୋର ଦାଶ ସନ୍ଧ୍ୟାରେ ବଗିଚାପଡା…
ନୀରବତାର ପ୍ରକାଶନ: ମୂକ ବଧିର ଶିକ୍ଷକ ପାଇଲେ ରାଷ୍ଟ୍ରପତି ବିରଳ ସମ୍ମାନ
ବଡ଼ବିଲ ( ଶାସକ ପ୍ରଶାସକ): ଆଲୋଚକମାନେ ତାଙ୍କ କୃତିଗୁଡ଼ିକୁ କାନଭାସର ବାର୍ତ୍ତା ବୋଲି କୁହନ୍ତି।କିଛି ଲୋକଙ୍କର ଶବ୍ଦ ସହିତ ଏକ ଢଙ୍ଗ ଥାଏ, ଏବଂ କଳାକାର ମାନସ କୁମାର ଦାସଙ୍କ ପରି ଅନ୍ୟମାନେ କାହାଣୀ ବର୍ଣ୍ଣନା କରିବା ପାଇଁ ସେମାନଙ୍କର ବ୍ରଶ୍ ଏବଂ ରଙ୍ଗ ବ୍ୟବହାର କରନ୍ତି। ତାଙ୍କ…
ଗୁଣପୁର ରେ ବିଜେପି ପକ୍ଷରୁ ଜି: ଏସ:ଟି ହ୍ରାସ ନେଇ ସାମ୍ବାଦିକ ସମ୍ମିଳନୀ ।
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ,ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ବିଜେପି ପକ୍ଷରୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ପ୍ରଧାନ ମନ୍ତ୍ରୀ ମୋଦି ଙ୍କ ନେତୃତ୍ବ ରେ ହୋଇଥିବା ଜି: ଏସ:ଟି ହ୍ରାସ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଥିଲା । ରାମନା ଗୁଡ଼ା ବ୍ଲକ…
ଜିଲ୍ଲା ଶିକ୍ଷାଧିକରୀଙ୍କ ନିର୍ଦ୍ଦେଶକୁ ଅମାନ୍ୟ କଲେ ପ୍ରଧାନଶିକ୍ଷକ
ପରୀକ୍ଷା ପ୍ରଣାଳୀରୁ ବାଦ ପଡିଲା ଲୋକ ସରକାରୀ ଉଚ୍ଚ ବିଦ୍ୟାଳୟ, ପଞ୍ଚରିଡା ମାନପୁର,
ଓଡ଼ଗାଁ,୨୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ୍ ପଞ୍ଚରିଡା ମାନପୁର ଲୋକ ନୋଡାଲ ହାଇସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପର୍ଯ୍ୟାୟ କ୍ରମରେ ପରୀକ୍ଷା କରିବା ବ୍ୟତିକ୍ରମକୁ ନେଇ…
ରଘୁନାଥ ଜିଉଙ୍କ ହୁଣ୍ଡି ବାକ୍ସ ଖୋଲିଲା, ୩ ଲକ୍ଷ ୬୭ ହଜାର ଟଙ୍କା ସହିତ ୩ ଗ୍ରାମ ୧୪୧ ମିଲି ଗ୍ରାମ ସୁନା ମିଳିଲା,
ଓଡ଼ଗାଁ,୨୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ହୁଣ୍ଡି ବାକ୍ସ ବୁଧବାର ଦିନ ଖୋଲାଯାଇଛି । ସେଥିରୁ ୩ ଲକ୍ଷ ୬୭ ହଜାର ୪୪୪ ଟଙ୍କା ମିଳିଥିବା ବେଳେ ୩ ଗ୍ରାମ ୧୪୧ ମିଲି ଗ୍ରାମ ସୁନା, ୫୦ଗ୍ରାମ ୪ଶହ ମିଲି ଗ୍ରାମ ରୁପା, ୧ କିଲୋଗ୍ରାମ ୪ଶହ…
ଓଡ଼ଗାଁ ସମବାୟ ସମିତିରେ ସାର ନମିଳିବା ଘଟଣା: ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟ ନେଇ ତହସିଲଦାରଙ୍କୁ ଅଭିଯୋଗ,
ଓଡ଼ଗାଁ,୨୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ କୃଷି ସେବା ସମବାୟ ସମିତିକୁ ସାର ଆସୁନଥିବା ନେଇ ଗତ ଗୁରୁବାର ଦିନ କେତେକ ଚାଷୀ ମିଳିତ ଭାବେ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ ୨୪ ତାରିଖ ବୁଧବାର ଦିନ ସମ୍ପାଦକଙ୍କ ମନମୁଖୀ…
ରାଷ୍ଟ୍ରୀୟ ସେବା ଯୋଜନା ଦିବସ ପାଳିତ,
ଓଡ଼ଗାଁ,୨୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ "ରାଷ୍ଟ୍ରୀୟ ସେବା ଯୋଜନା ଦିବସ" ମହା ସମାରୋହରେ ପାଳିତ ହୋଇଯାଇଛି । "ମାନବ ସେବା ହିଁ ମାଧବ ସେବା" ସମ୍ପର୍କିତ ଆଲୋଚନା ହେବା ସହିତ ବୃକ୍ଷ ରୋପଣ, ସଡ଼କ ସୁରକ୍ଷା, ନିଶା ନିବାରଣ,…
ଅବସରପ୍ରାପ୍ତ ଭିଜିଲାନ୍ସ ଅଧିକାରୀ ସଞ୍ଜୟଙ୍କ ପରଲୋକ
ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ବାଲିକୁଦା ବ୍ଲକର ତିତିରା ପଞ୍ଚାୟତର କେଉଟପାଳ ଗ୍ରାମରେ ଜନ୍ମିତ ପୁଲିସ ଭିଜିଲାନ୍ସ ବିଭାଗରେ ସେବା ନିବୃତ୍ତ ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳଙ୍କର ୬୮ ବର୍ଷ ବୟସରେ ହୃଦଘାତରେ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି…
ହରିଶପୁର ବଳଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏନ୍ଏନ୍ଏସ୍ ର ପ୍ରଶିକ୍ଷଣ ଶିବିର ଓ ଜନ୍ମ ଦିବସ ଅନୁଷ୍ଠିତ
ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ବାଲିକୁଦା ବ୍ଲକ୍ ଅନ୍ତର୍ଗତ ବୋରିକିନା ସ୍ଥିତ ହରିଶପୁର ବଳଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୁଇଦିନ ଧରି ଅନୁଷ୍ଠିତ ଏନ୍ଏନ୍ଏସ୍ ର ପ୍ରଶିକ୍ଷଣ ଶିବିର ଓ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ…