ବିପୁଳ ବାଣ ଜବତ

0

ରାଜଗାଙ୍ଗପୁ ର,୨୪୯ ( ବିଷ୍ଣୁ ଭୋମିକ)ରାଜଗାଙ୍ଗପୁର ପୁଲିସ ସହରର ବଗି ଚାପଡ଼ାରେ ଚଢ଼ ଉ କରି ଲକ୍ଷାଧ‌ିକ ଟଙ୍କାର ବାଣ ଜବତ କରିଛି। ସହରରେ ବେଆଇନ ବାଣ ମହଜୁଦ ରଖାଯାଇଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇବା ପରେ ରାଜଗାଙ୍ଗପୁର ଥାନା ଅଧୂକାରୀ ବିଜୟ କିଶୋର ଦାଶ ସନ୍ଧ୍ୟାରେ ବଗିଚାପଡା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଗୋଦାମରେ

ଚଢଉ କରିଥିଲେ। ଏହା ସହ ବିକ୍ରି ପାଇଁ ରଖାଯାଇଥ‌ିବା ବିଭିନ୍ନ ପ୍ରକାରର ବାଣ ଜବତ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧୂକ ଟଙ୍କା ହେବ ବୋଲି ପୁଲିସ ଅନୁମାନ କରୁଛି। ଏହି ଘଟଣାରେ ପୁଲିସ ତଦନ୍ତ ଜାରି ରଖ୍ଛି। ବିନା ଲାଇସେନ୍ସରେ ବେଆଇନ ବାଣ ବିକ୍ରି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂ ଚନା ଦିଆଯାଇଛି।

Leave A Reply

Your email address will not be published.