Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବନଦୁର୍ଗା ମନ୍ଦିର ରେ କୁଷ୍ମାଣ୍ଡା ବେଶରେ ମା ବନଦୁର୍ଗା।
ପଦ୍ମପୁର :-ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିର ଠାରେ ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ ,ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ଡା, ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ପଣ୍ଡିତ ଅଶୋକ କୁମାର ପଣ୍ଡା, ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ, ପଣ୍ଡିତ ପ୍ରବୀଣ ମିଶ୍ର ଓ ପଣ୍ଡିତ ବିଘ୍ନରାଜ ନନ୍ଦ ଙ୍କ ମନ୍ତ୍ର…
ଉତ୍କଳ ଆଲୁମିନା ପକ୍ଷରୁ ରୋଷ୍ଟେଡ ମାଣ୍ଡିଆ ୟୁନିଟ୍ ଉଦଘାଟିତ
ମାଣ୍ଡିଆ ପ୍ରକ୍ରିାକରଣ ଜରିଆରେ ମହିଳା ହେବେ ସ୍ବାବଲମ୍ବୀ
ରାୟଗଡ଼ା, ୨୫/୯: ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ, ଆଦିତ୍ୟ ବିର୍ଲା ଗ୍ରୁପର ଶତପ୍ରତିଶତ ସହଯୋଗୀ କମ୍ପାନୀ, ଚକୋଲାକା ସହଭାଗିତାରେ ରୋଷ୍ଟେଡ୍ ମିଲେଟ୍ ୟୁନିଟ୍…
ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ବିଶ୍ବ ଫାର୍ମାସିଷ୍ଟ ଦିବସ ପାଳିତ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ବିଶ୍ବ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି । ଫାର୍ମାସୀ କାଉନସିଲ୍ ଅଫ୍ ଇଣ୍ଡିଆ ବା ପି. ସି. ଆଇ. ର ମାର୍ଗଦର୍ଶିକା ଅନୁଯାୟୀ ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୫ ତାରିଖକୁ ବିଶ୍ବ ଫାର୍ମାସିଷ୍ଟ…
ବାଣ ଦୋକାନ ଉପରେ ବେଲଗୁଣ୍ଠା ପୋଲିସ୍ ର ଚଢ଼ାଉ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗଂଜାମ ଜିଲ୍ଲା ବେଲଗୁଣ୍ଠା ପୋଲିସ୍ ବେଲଗୁଣ୍ଠା ସହରର ଦୁଇଟି ବେଆଇନ୍ ବାଣ ଗୋଦାମ ଉପରେ ଚଢ଼ାଉ କରି ପାଖାପାଖି ୯୦ ହଜାର ଟଙ୍କାର ବାଣ ଜବତ କରିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଆଜି ବେଲଗୁଣ୍ଠା ପୋଲିସ୍ ବାଙ୍କୀ ବଜାରରେ ଥିବା ମ୍ୟାଚିଙ୍ଗ ସେଣ୍ଟରରେ…
୨୫ ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- ,ବେଲଗୁଣ୍ଠା ପେଣ୍ଠସାହି ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ୨୫ ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି I ଏହି ଜ୍ଞାନ ବିଜ୍ଞାନ ମେଳାରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ୧୦୯ ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ I କାର୍ଯ୍ୟକ୍ରମରେ ବିଚାରକ…
ସୁକନ୍ୟା ସମୃଦ୍ଧି ଯୋଜନା ନେଇ ସଚେତନ କଲେ ସାଂସଦ ବଳଭଦ୍ର ମାଝୀ
ମାଲକାନଗିରି, ୨୫/୯/୨୫: ଆଜି ସୁକନ୍ୟା ସମୃଦ୍ଧି ଯୋଜନା ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି ସାଂସଦ ଇଂ ବଳଭଦ୍ର ମାଝୀ। ଆଜି ପୂର୍ବାହ୍ନରେ ମାଲକାନଗିରି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖା ଠାରେ ମୁଖ୍ୟ ଅତିଥି ଭାବେ ସାଂସଦ ଇଂ ମାଝୀ ଯୋଗ ଦେଇ ୧୦ ବର୍ଷରୁ କମ୍ ବାଳିକା ମାନଙ୍କର…
ମୟୁରଭଞ୍ଜ ସୁନ୍ଦର ସ୍ୱାସ୍ଥ୍ୟ ଚମ୍ପିୟାନସିପ ପାଇଁ ପ୍ରସ୍ତୁତି ବୈଠକ
ବାରିପଦା - ତା :- ୨୪/୦୯/୨୦୨୫ ରିଖ: ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୪ ନଂ ୱାର୍ଡ ସ୍ଥିତ ଲାଲବଜାର ଓଡ଼ିଆ ପଡା ଦୁର୍ଗାପୂଜା ମଣ୍ଡପ ନିକଟରେ ୭ମ ବାର୍ଷିକ ମୟୁରଭଞ୍ଜ ସୁନ୍ଦର ସ୍ୱାସ୍ଥ୍ୟ ଚମ୍ପିୟାନସିପ ଅକ୍ଟୋବର ମାସ ୬ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଅଛି I ଏହି ଚମ୍ପିୟାନସିପରେ…
ସୁସ୍ଥ ନାରୀ: ସଶକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ:
ଓଡ଼ିଶା ସରକାର ଓ ବିକ୍ରମଦେବ ବିଶ୍ଵବିଦ୍ୟାଳୟ ନିର୍ଦ୍ଦେଶ କ୍ରମେ ସରକାରୀ ସ୍ନାତକ ମହାବିଦ୍ୟାଳୟ ଚିତ୍ରକୋଣ୍ଡାରେ "ସୁସ୍ଥ ନାରୀ: ସଶକ୍ତ ପରିବାର" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡକ୍ଟର ଚିନ୍ମୟ କୁମାର ବେହେରାଙ୍କ ପୌରୋହିତ୍ୟରେ ଏହି…
ଆଦିମ ଜୁଆଙ୍ଗ ପରିବାରକୁ ସରକାରୀ ଯୋଜନା ପହଞ୍ଚି ପାରୁନି।
ଘରେ ୪ ଭିନ୍ନକ୍ଷମ ଝିଅ ହେଉଛନ୍ତି ହନ୍ତସନ୍ତ।
କେନ୍ଦୁଝର,ତା୨୫/୯(ଦିଲ୍ଲୀପ ସାହୁ)- ବାଂଶପାଳ ବ୍ଲକ ଅନ୍ତର୍ଗତ ସଦର ନିର୍ବାଚନ ମଣ୍ଡଳୀର କୋଡିପଶା ପଞ୍ଚାୟତର ଘୁଙ୍ଗୀ ଗ୍ରାମର ନଟବର ଜୁଆଙ୍ଗ ନିଜର ୪ ଦିବ୍ୟାଙ୍ଗ ଝିଅଙ୍କୁ ଧରି ଦୟନୀୟ ଭାବେ ରହୁଛନ୍ତି। କରୁଣ କାହାଣୀ ଏପରି କି ୪ ଝିଅ ମଧ୍ୟରୁ…
ବେଦାନ୍ତ ଲାଞ୍ଜିଗଡ଼ର ଅନନ୍ୟ ପ୍ରୟାସ ‘ଶକ୍ତି’
ନବରାତ୍ରିରେ ନଅଟି ଗାଁର ୧୫୦୦ରୁ ଊର୍ଦ୍ଧ୍ବ ମହିଳାଙ୍କୁ ସଶକ୍ତ କରିବ ଏହି ଅଭିଯାନ
ଲାଞ୍ଜିଗଡ଼, କଳାହାଣ୍ଡି, ସେପ୍ଟେମ୍ବର ୨୫, ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହି ଦଶହରାରେ ପ୍ରଥମ ଥର ପାଇଁ ଏକ ନିଆରା ସାମୁହିକ ପ୍ରୟାସ ଆରମ୍ଭ କରିଛି - ଲାଞ୍ଜିଗଡ଼ର…