Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଘେଁସ ଦୁର୍ଗାପୂଜା ଉପଲକ୍ଷେ ରଶିଟଣା ପ୍ରତିଯୋଗିତା, ତାଳପଦର ଦଳ ବିଜେତା
ବିଜେପୁର :-ଦୁର୍ଗାପୂଜା ଉପଲକ୍ଷେ ଘେଁସରେ ଆଜି ଷଷ୍ଠୀ ଦିନ ରଶିଟଣା ପ୍ରତିଯୋଗିତାର ଆୟୋଜନ ହୋଇଥିଲା। ପୂଜା ପର୍ବର ଧାର୍ମିକ କାର୍ଯ୍ୟକ୍ରମ ସହିତ ସାମାଜିକ ଏବଂ କ୍ରୀଡାମୂଳକ କାର୍ଯ୍ୟକ୍ରମ ଭିତରେ ଏହି ପ୍ରତିଯୋଗିତା ଗ୍ରାମବାସୀଙ୍କ ପାଇଁ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା।ମୋଟ ୮ଟି…
ତାଳପଦର-ଲିମଟିକିରା ରାସ୍ତାରେ ବିଶାଳ ଆମ୍ବ ଗଛ ପଡିଲା, ବିଜେପୁର ଅଗ୍ନିଶମ ବିଭାଗର ତୁରନ୍ତ କାର୍ଯ୍ୟରେ ଯାତାୟାତ…
ବରଗଡ: ବରଗଡ ଜିଲ୍ଲାର ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦରରୁ ଲିମଟିକିରା, ବାରଗୋଡ଼ାକୁ ଯୋଡ଼ୁଥିବା ପ୍ରମୁଖ ରାସ୍ତାରେ ଆଜି ସକାଲେ ଏକ ବିଶାଳ ଆମ୍ବ ଗଛ ହଠାତ୍ ପଡିଯାଇଥିଲା। ଯାତାୟାତ ସମଗ୍ରରୁପେ ବନ୍ଦ ହୋଇପଡିଥିଲା ଏବଂ ସାଧାରଣ ଲୋକ, ଯାତ୍ରୀ ଓ ଯାନଚାଳକମାନେ ଘଣ୍ଟାଧରି ଅଟକି ରହିଥିଲେ।ଗଛର…
ବେଦାନ୍ତ ଆଲୁମିନିୟମର ଶୁଭଲକ୍ଷ୍ମୀ ସମବାୟ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଗତ ଉତ୍କର୍ଷତା ପାଇଁ ସମ୍ମାନିତ କରିଛି
ଶୁଭଲକ୍ଷ୍ମୀ ସମବାୟ ଓଡ଼ିଶାର ଗ୍ରାମୀଣ ମହିଳାମାନଙ୍କ ପାଇଁ ସର୍ବବୃହତ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରୁ ଗୋଟିଏ ଅଟେ
ଝାରସୁଗୁଡ଼ା, ଓଡ଼ିଶା; ୨୬ ସେପ୍ଟମ୍ବର ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡ଼ିଶାର ସର୍ବବୃହତ ମହିଳା ନେତୃତ୍ୱାଧୀନ ସମବାୟ ଏବଂ ସ୍ୱୟଂ ସହାୟକ…
ଜାତୀୟ ପୋଷଣ ମାସ ପାଳନ ଉତ୍ସଵ
ରେଙ୍ଗାଲି :- ଆଦିତ୍ୟ ଆଲୁମିନିୟମ, ଓ ମହିଳା ଓ ଶିଶୁ ବିକାଶ ବିଭାଗ , ରେଙ୍ଗାଲି ର ମିଳିତ ଆନୁକୁଲ୍ୟରେ ବ୍ଲକ ର ପାଞ୍ଚ ଗୋଟି ପଞ୍ଚାୟତ ଯଥା ଲପଙ୍ଗା, ବୋମାଲେଇ, କତରବଗା, ଜଙ୍ଗଲା ଓ ଗିଚାମୁରାର ବିଭିନ୍ନ ଅଙ୍ଗନାୱାଡ଼ି କେନ୍ଦ୍ର ଠାରେ ଜାତୀୟ ପୋଷଣ ମାସ ସେପ୍ଟେମ୍ବର ୧ ତାରିଖ ଠାରୁ ୨୬…
ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ସରକାରୀ ନିୟମକୁ ଉଲଂଘନ ।
କେନ୍ଦ୍ରାପଡା:(ଜିଲ୍ଲା ପ୍ରତିନିଧି) ପ୍ରଫୁଲ୍ଲ କୁମାର ମଲ୍ଲ-କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକରେ ସରକାରୀ ନିୟମକୁ ପୁରାପୁରି ଅବହେଳା କରାଯାଇଛି ବୋଲି ଅଭିଯୋଗ ଆସିଛି। ରାଜ୍ୟ ସରକାର ପକ୍ଷରୁ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ମଧ୍ୟ ନଜର ରଖି ସମସ୍ତଙ୍କର ଆପାତଜନିତ ଛୁଟି…
ଏରସମାର କଙ୍କରଦିଆର ଝିଅ ଶୁଭଦର୍ଶିନୀ ରାଉତରାୟ ଓଏଏସ ପାଇଲେ
ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଏରସମା ବ୍ଲକର ବାମଦେଇପୁର ପଞ୍ଚାୟତର କଙ୍କରଦିଆ ଗ୍ରାମର ବିଭୁରଞ୍ଜନ ରାଉତ ଓ କଳ୍ପନା ରାଉତଙ୍କ ଝିଅ ଶୁଭଦର୍ଶିନୀ ରାଉତରାୟ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୯୫ ନଂ ରାଙ୍କରେ କୃତିତ୍ୱ ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ…
ପୂର୍ବ ଶତ୍ରୁତାରୁ ଆକ୍ରମଣ ମାମଲାରେ ଦୋଷୀସିଦ୍ଧ ହେଲେ ଅଭିଯୁକ୍ତ
ଏକ ବର୍ଷ ପର୍ଯ୍ୟନ୍ତ ନଜରବନ୍ଦୀ ରହିବେ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ତିନି ବର୍ଷର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଜପତି ଜିଲ୍ଲାର ଗୁରାଣ୍ଡି ଥାନା ଅନ୍ତର୍ଗତ କଣ୍ଟ୍ରାଗଡ଼ ଗ୍ରାମରେ ଥିବା ଶିବ ମନ୍ଦିର ନିକଟରେ ଅଭିଯୁକ୍ତ ଏମ. ରାମୁଲୁ , ଏମ. ଦେଲି ଓ ଏମ. ମୋହିନୀ ମିଳିତ…
ଭିଜିଲାନ୍ସ ଜାଲରେ ଡାଟାଏଣ୍ଟ୍ରି ଅପରେଟର
ବାଣପୁର:(ସେକ କୌସର):ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ନିଳାଦ୍ରୀପ୍ରସାଦ ପଞ୍ଚାୟତ ଏଡିଇଓ(ଅତିରିକ୍ତ ଡାଟା ଏଣ୍ଟ୍ରି ଅପରେଟର) ରାକେଶ ସାହୁ ଖୋର୍ଦ୍ଧା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଆଜି ଅପରାହ୍ନରେ ବାଲୁଗାଁ ଗାନ୍ଧୀ ଛକଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରାଇ ଦେବା ପାଇଁ…
ମହିଳା ସ୍ନାତକ ମହାବିଦ୍ୟାଳୟ , ଶିକ୍ଷା ବିଭାଗରେ ” ସ୍ବାଗତୋତ୍ସବ ଓ ପାଠଚକ୍ର ” କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସର ମଧ୍ଯରେ ଶିକ୍ଷା ବିଭାଗ ତରଫରୁ ନୂତନ ବର୍ଷର ଛାତ୍ରୀମାନଙ୍କୁ ସ୍ବାଗତ କରିବା ସହିତ ଚଳିତବର୍ଷର ପ୍ରଥମ ବିଭାଗୀୟ ପାଠଚକ୍ରର ଆୟୋଜନ କରାଯାଇଥିଲା। ଏହି ସମାରୋହରେ ଅନୁଷ୍ଠାନ ର ଅଧ୍ୟକ୍ଷା ଡ.ରୀନା…