Browsing Category

ରାଜ୍ୟ

ଜନଜାତି ମାନଙ୍କର ସ୍ୱାଭିମାନ ର ପରିଚୟ “ଆଦି କର୍ମଯୋଗୀ”

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତର ମୂଳପିଣ୍ଡ , ଭାରତର ଐତିହ୍ୟ ଓ ସଂସ୍କୃତିର ପରିଚାୟକ ହେଉଛନ୍ତି ଜନଜାତି। ଯାହାଙ୍କର ବିକାଶରେ ଆଜିର ବିକଶିତ ଭାରତ ପରିକଳ୍ପନା। ଏହି ବିକଶିତ ଭାରତ ର ଉଦ୍ଘୋଷଣା ରେ ଏକ ଅଭିନବ ପ୍ରୟାସ ହେଉଛି "ଆଦି କର୍ମଯୋଗୀ" କାର୍ଯ୍ୟକ୍ରମ। ଯେଉଁ…

ପ୍ରାଣୀ ଜଗତ ମାନବ ସମାଜ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ: ଡକ୍ଟର ରାଓ

ସୋଆ ଆଇଭିଏସ୍ଏଏଚ୍ ପକ୍ଷରୁ ବିଶ୍ୱ ପ୍ରାଣୀ ଦିବସ ପାଳିତ ଭୁବନେଶ୍ୱର, ଅକ୍ଟୋବର ୪ : କେବଳ ଅସୁସ୍ଥ ପ୍ରାଣୀମାନଙ୍କର ଚିକିତ୍ସା କରିବା ଜଣେ ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟ ନୁହେଁ ବରଂ ଗ୍ରାମୀଣ ଜୀବିକା ଏବଂ ଖାଦ୍ୟ ସୁରକ୍ଷାର ନିରାପତା ପ୍ରତି ଦୃଷ୍ଟି ଦେବା ମଧ୍ୟ ସେମାନଙ୍କର ଦାୟିତ୍ୱ ବୋଲି…

“ବିଜେଡି ଆରମ୍ଭ କରିଥିଲା, ବିଜେପି ଦୁର୍ନୀତିର ଆନୁଷ୍ଠାନିକୀକରଣରେ ମାତିଛି”

ବିଜେପି ଅମଳରେ ଖାଲି ସ୍କାମ୍, ସ୍କାମ୍ ଆଉ ସ୍କାମ୍; ୧୫ ମାସରେ ୧୫ ପରୀକ୍ଷା ମହାଦୁର୍ନୀତି ବଡବଡିଆ ତଦନ୍ତ ପରିସରଭୁକ୍ତ ହେବେ କେବେ; ମୁଖ୍ୟମନ୍ତ୍ରୀ ନିରବ କାହିଁକି? ଏହା ଅନ୍ତଃରାଜ୍ୟ ରାକେଟ୍; ସିବିଆଇ ତଦନ୍ତ ଲୋଡା ଭୁବନେଶ୍ୱର, ତା ୪.୧୦.୨୫:- ଓଡ଼ିଶା ପୋଲିସ୍…

ଧୀର ବଶା “ଲାଇଫ ଟାଇମ ଏଚିଭମେଣ୍ଟ” ସମ୍ମାନରେ ସମ୍ମାନିତ

ବାରିପଦାରୁ ଗୌର ଦାସ ଗିରି:- ଅମ୍ବିକା ସାହି ସ୍ଥିତ ହର ପାର୍ବତୀ ପୂଜା କମିଟିର ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଖ୍ୟାତ ନିର୍ଦ୍ଦେଶକ, ଅଭିନେତା ଧୀର ବଶାଙ୍କୁ କଳା କ୍ଷେତ୍ରରେ ଜୀବନ ବ୍ୟାପି ସାଧାନା ପାଇଁ "ଲାଇଫ ଟାଇମ ଏଚିଭମେଣ୍ଟ ଆୱାର୍ଡ " ରେ…

ନାଟକ ‘ନିସ୍ତବ୍ଧ ସାହାନାଇ’ ର ଶୁଭ ମହୁରତ

ବାରିପଦାରୁ ଗୌର ଦାସ ଗିରି: - ପବିତ୍ର ବିଜୟା ଦଶମୀ ଏବଂ ଗାନ୍ଧି ଜୟନ୍ତୀର ଶୁଭ ଅବସରରେ ବାରିପଦାର ସ୍ୱନାମଧନ୍ୟ ନାଟ୍ୟାନୁଷ୍ଠାନ "ରୂପାନ୍ତର" ର ପରବର୍ତ୍ତୀ ନାଟକ "ନିସ୍ତବ୍ଧ ସାହାନାଇ" ର ଶୁଭ ମହୁରତ ସ୍ଥାନୀୟ ହରିହର କଳା ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଅଛି I ଏଥିରେ ଅନୁଷ୍ଠାନର ଅଭିଜ୍ଞ…

ଅକ୍ଟୋବର ୧୧-୧୨ରେ ‘ଫିନ୍ଭିଜନ୍ ଓଡ଼ିଶା’ ଜାତୀୟ ସମ୍ମିଳନୀ

https://youtu.be/5Auhhb-SnOs ଭୁବନେଶ୍ୱର: ଗଣମାଧ୍ୟମ ଅନୁଷ୍ଠାନ ‘ମାରୁତି ମିଡିଆ’ ପକ୍ଷରୁ ଚଳିତ ମାସ ୧୧ ଏବଂ ୧୨ ତାରିଖ ଦୁଇଦିନ ଧରି ଏଠାରେ ବ୍ୟାଙ୍କ ଓ ଆର୍ଥିକ ସେବା ସମ୍ପର୍କିତ ଜାତୀୟ ସମ୍ମିଳନୀ ‘ଫିନଭିଜନ ଓଡ଼ିଶା-୨୦୨୫’ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟର ପ୍ରମୁଖ…

କାର ଓ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା , ୪ ଆହତ

କାଲିମେଳା/ ସୁରେନ୍ଦ୍ର ବେମାଳ,୪|୧୦: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ୍ପିଭି ୩୧ ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା ରେ ୪ ଆହତ । ମୋଟର ସାଇକେଲ ଓ କାର ମୁହାଁ ମୁହିଁ ହୋଇ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ…

ରାଉରକେଲା ପାନପୋଷ ବସ୍ତି ରେ ପୋଲିସ୍ ଦ୍ବାରା ବେଆଇନ୍ ବାଣ ଜବତ୍

ରାଉରକେଲା:(ବସନ୍ତ କୁମାର ଜେନା):, ଗତ ସେପ୍ଟେମ୍ବର ୧୮ ତାରିଖ ଦିନ ରଘୁନାଥପାଲ୍ଲୀ ଥାନା ଏସ୍ଆଇ ଏଚ୍.ପ୍ରଧାନ ପୋଲିସ୍ କର୍ମଚାରୀଙ୍କ ସହିତ ରାଉରକେଲାର ପାନପୋଷ ବସ୍ତିରେ ଏକ ବେଆଇନ ବାଣ ମାମଲା ଚିହ୍ନଟ କରିଥିଲେ। ଅଭିଯୁକ୍ତ ପବନ କୁମାର ଚୌରାସିଆ ପର୍ବପର୍ବାଣୀ ଋତୁରେ ରାଉରକେଲା ବଜାରରେ…

ଆଳିରେ ପୋଲିସଙ୍କ ବଡ଼ ସଫଳତା ପେଟ୍ରୋଲ ଟ୍ୟାଙ୍କରରୁ ଜବତ ୯ଟି ଗାଈ ।

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡା ଜିଲ୍ଲାର ଆଳି ଅଞ୍ଚଳରେ ପୋଲିସ ଆଜି ଗୋଟିଏ ବଡ଼ ସଫଳତା ହାସଲ କରିଛି। ଗୁପ୍ତ ସୂଚନାର ଆଧାରରେ ଆଳି ପୋଲିସ ଟିମ୍ ଦ୍ୱାରା ଆଜି ପ୍ରାୟ ୧ ଘଣ୍ଟିକା ସମୟରେ ବିଶେଷ ଅଭିଯାନ ଚଳାଇଥିଲେ। ଏହି ଅଭିଯାନ ସମୟରେ ପୋଲିସ ଜବତ କରିଛନ୍ତି ଗୋଟିଏ…

ସାଂସଦ ବଳଭଦ୍ର ମାଝୀଙ୍କ ବିଭିନ୍ନ ବିଭାଗୀୟ ସମୀକ୍ଷା ବୈଠକ

ନବରଙ୍ଗପୁର ତା ୪.୧୦.୨୦୨୫: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଅପରାହ୍ନ ୩.୦୦ ଘ ସମୟରେ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ମାନ୍ୟବର…