Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅସ୍ତରଙ୍ଗର ମା ଲଷ୍ମୀ,କ୍ଳବ ଆନୁ କୁଲ୍ୟରେ ୪୫ ତମ ଗଜଲଷ୍ମୀ ପୂଜା ଆୟୋଜିତ l
ଅସ୍ତରଙ୍ଗ,,ପୁରୀଜିଲ୍ଲା ରେ ଥିବା ବିଭିନ୍ନ ପୂଜା ଅନୁଷ୍ଠାନ ମଧ୍ୟରେ ଅସ୍ତରଙ୍ଗର ଅଗ୍ରଣୀ ଅନୁଷ୍ଠାନ ମାଆ ଲକ୍ଷ୍ମୀ କ୍ଳବ ଅନ୍ୟତମ l ଚଳିତ ବର୍ଷ କ୍ଳବ ଦ୍ୱାରା ଆୟୋଜିତ ହୋଇଛି ୪୫ତମ ଗଜଲକ୍ଷ୍ମୀ ପୂଜା। ସୋମବାର ସକାଳୁ ପୂଜକ ସଞ୍ଜୟ ମହାପାତ୍ର ଙ୍କ ପୌରହିତରେ କର୍ତ୍ତା ସରୋଜ ପ୍ରଧାନ (ଜଗା…
ପଦ୍ମପୁରର ବହୁବର୍ଷର ସ୍ବପ୍ନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନକୁ ସାକାର କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ଼. ପ୍ରଧାନ
ଝାରବନ୍ଧ - ମନୋହର ଦାଶ: ଏନ. ଜି. ଓ. ସାମାଜିକ ସ୍ବେଛାସେବୀ ଅନୁଷ୍ଠାନ "ପ୍ରୟାସର' ସଭାପତି ଶ୍ରୀଯୁକ୍ତ ପ୍ରକାଶ କୁମାର ମେହେରଙ୍କର ଅଧ୍ୟକ୍ଷତାରେ ପଦ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟ ଅନୁମୋଦନନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ପଦ୍ମପୁର ଭଳି ପଛୁଆ ଅଞ୍ଚଳର ଗରିବ ମେଧାବୀ ଛାତ୍ର ମାନଙ୍କର…
ସୋଆ ଆଇବିସିଏସ୍ ଏବଂ ଏନ୍ଏସ୍ଏସ୍ ଶାଖା ପକ୍ଷରୁ ‘ସ୍ୱଚ୍ଛତା ଅଭିଯାନ’ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର, ଅକ୍ଟୋବର ୬ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ସାଇନସେସ୍ (ଆଇବିସିଏସ୍) ଏବଂ ବିଶ୍ୱବିଦ୍ୟାଳୟର ଏନ୍ଏସଏସ୍ ଶାଖା ପକ୍ଷରୁ ସେପ୍ଟେମ୍ବର ମାସ ୨୭ ତାରିଖ ଦିନ ‘ସ୍ୱଚ୍ଛ ଭାରତ ଅଭିଯାନ’ ପରିପ୍ରେକ୍ଷୀରେ ଏକ ସ୍ୱଚ୍ଛତା…
ଓଡ଼ିଶାରେ ପ୍ରଥମ ଥର ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍-୨ରେ ରାଡିଏଲ୍ ଇବିୟୁଏସ୍-ଗାଇଡେଡ୍ କ୍ରାୟୋବାୟୋପ୍ସି…
ଭୁବନେଶ୍ୱର, ଅକ୍ଟୋବର ୬: ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ -୨, ଫୁଲନଖରା । ରାଜ୍ୟରେ ପ୍ରଥମ ଥର ପାଇଁ ସମ ହସ୍ପିଟାଲ-୨ରେ ଏଣ୍ଡୋବ୍ରୋଙ୍କିଆଲ୍ ଅଲ୍ଟ୍ରାସାଉଣ୍ଡ (ଇବିୟୁଏସ)-…
ପ୍ରସ୍ତୁତି ପଥେ ସାମାଜିକ ନାଟକ ” ସମୟ କହିବ କିଏ କାହାର”
ପୁରୀ,୬/୧୦- ପୁରୀଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ଶ୍ରୀରାମଚନ୍ଦ୍ରପୁର ଶାସନ ଗ୍ରାମରେ ମଞ୍ଚସ୍ଥ ହେବ ଚଳିତମାସ ୧୧ ତାରିଖ ଶନିବାର ରାତ୍ରରେ ଭିନ୍ନ ସ୍ବାଦର ସାମାଜିକ ନାଟକ ସମୟ କହିବ କିଏ କାହାର । ଶ୍ରୀରାମଚନ୍ଦ୍ରପୁର ଡ୍ରାମାଟିକ କ୍ଲବର ସଦସ୍ଯ ମାନେ ନାଟକ କୁ ସରସ ସୁନ୍ଦର କରିବା ପାଇଁ…
ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ ବାସୁଦେବପୁର ନଗର ରେ ସେବା ସପ୍ତାହ ରେ ସଫେଇ କାର୍ଯ୍ୟ କ୍ରମ ଅନୁଷ୍ଠିତ।
ବାସୁଦେବପୁର - ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ ବାସୁଦେବପୁର ନଗର ପକ୍ଷ ରୁ ସେବା ସପ୍ତାହ ପାଇଁ ପ୍ରସନ୍ନ ଦେବ ବସତି ରେ ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ମନ୍ଦିର ପରିସର ରେ ସେବା ସପ୍ତାହ ରେ ସଫେଇ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ନଗର କାର୍ଯ୍ୟ ବାହ ରଶ୍ମୀ ରଞ୍ଜନ ପଲାଈ ଙ୍କ ସହ ନଗର…
ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର ଆହତ।
ଆସ୍କା: ଆସ୍କା ଥାନା ଅନ୍ତର୍ଗତ ଚେରେମେରିଆ ଛକରେ ସଡ଼କ ଦୁର୍ଘଟଣାରେ ଆସ୍କା ସହର ଲାଲା ଶାସନ ର ହିମାଂଶୁ ଶେଖର ପାତ୍ର ନାମକ ଜଣେ ଯୁବକ ର ମୃତ୍ୟୁ ଘଟିଛି ଓ ବଂଧୁ ରାଜେନ୍ଦ୍ର ଗୌଡ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଉଭୟ ବଂଧୁ ବ୍ରହ୍ମପୁର ଠାରୁ ନିଜ ଗାଁ କୁ…
ଟିଟିଲାଗଡ ରେଳଷ୍ଟେସନରେ ଜାତୀୟ ପତାକାର ଅପମାନ !!
"ଚିରିଯାଇଥିବା ତ୍ରିରଙ୍ଗା ଝଣ୍ଡାକୁ ଯତ୍ନ ନେବାରେ ରେଳ ବିଭାଗର ଘୋର ଅବହେଳା"
ବଲାଙ୍ଗୀର,ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):- ଟିଟିଲାଗଡ ରେଳଷ୍ଟେସନରେ ଉଚ୍ଚସ୍ଥିତ ରାଷ୍ଟ୍ରୀୟ ପତାକା ଭାରତର ଗୌରବ ଓ ଅସ୍ମିତାର ପ୍ରତୀକ ଏବେ ଦୁର୍ଦଶାର ଶୀକାର ହୋଇଛି। ଅଧିକ ସମୟ ଧରି ଯତ୍ନ ନ…
୨୫ ବର୍ଷ ପରେ ମଧ୍ଯ ପୁରୀର ପ୍ରକୃତ ବିକାଶ ହୋଇନାହିଁ
ପୁରୀ, (ଅନିମେଶ ପଟ୍ଟନାୟକ): ଗତ ୨୫ ବର୍ଷରେ ପୁରୀ ଜିଲ୍ଲାରେ ପ୍ରକୃତ ଅର୍ଥରେ ବିକାଶ ହୋଇନାହିଁ। ଶ୍ରୀମନ୍ଦିରର ଚାରି ଦୁଆରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ହେଉନାହିଁ । ରତ୍ନଭଣ୍ଡାର ରତ୍ନ ଗଣତି ଭକ୍ତମାନଙ୍କ ପାଇଁ ରହସ୍ୟ ହୋଇ ରହିଯାଇଛି । ଜମିଜମା ଓ ଲିଜ୍ ସମସ୍ୟାରେ ଅଶି ହଜାର ପରିବାର…
ଦୁର୍ଘଟଣାରେ ଯୁବକ ଗୁରୁତର
ଓଡ଼ଗାଁ,୫।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୁରାଳ ପଞ୍ଚାୟତର ହନୁମନ୍ତିଆ ରାସ୍ତାରେ ସ୍କୁଟି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୁଣ୍ଡର ପଛପାଖରେ ଗଭୀର ଆଘାତ ଲାଗିବାରୁ ସେ ଗୁରୁତର ହୋଇ ରାସ୍ତାରେ ପଡ଼ିଥିବା ବେଳେ ଖବର ପାଇ କୁରାଳ ସରପଞ୍ଚ ବିଜନ ପାଇକରାୟ ସଙ୍ଗେ…