Browsing Category

ରାଜ୍ୟ

୧୪ରୁ ଆଶାକର୍ମୀସଂଘର କାର୍ଯ୍ୟ ବନ୍ଦ ଓ ଅନଶନ l

 ଉମରକୋଟ ଡାକ୍ତର ସାଗରୀକା ସ୍ୱାଇଁ ଙ୍କ ଗିରଫ ଦାବି ନେଇ ଆନ୍ଦୋଳନ କରିବ ଆଶା କର୍ମୀ ସଂଘ ନବରଙ୍ଗପୁର,: ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ, ନବରଙ୍ଗପୁର ଜିଲା ତରଫରୁ କାର୍ଯ୍ୟ ବନ୍ଦ କରିବା ଓ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବାକୁ…

ଜିଲ୍ଲା ସ୍ତରୀୟ ଭଲିବଲ ଚୟନ ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ନାରାୟଣପୁର ସ୍ଥିତ ସରକାରୀ ନିଳମଣୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଗଜପତି ଜିଲ୍ଲା ବିଦ୍ୟାଳୟ ସମୁହ ଭଲିବଲ ଚୟନ ଶିବିର ଉଦଘାଟନ ହୋଇଯାଇଛି। ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଗଜପତି ଜିଲ୍ଲାର ଅତିରିକ୍ତ…

ଭଞ୍ଜନଗର ପୋଲିସ୍ ଦ୍ଵାରା ରିଭଲଭର୍ ସହ ୩ ଜିବନ୍ତ ଗୁଳି ଜବତ,୨ ଅଭିଯୁକ୍ତ ଗିରଫ ।

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ଭଞ୍ଜନଗର ପୁଲିସ୍‌ ଗତକାଲି ରାତିରେ ପେଟ୍ରୋଲିଂ କରୁଥିବା ବେଳେ ସନ୍ଦେହ ଜନକ ଭାବେ ବସିଥିବା ୨ଜଣ ବ୍ୟକ୍ତିକୁ କାବୁ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ,୩ଟି ଜୀବନ୍ତ ଗୁଳି,ମାଗାଜିନ ଜବତ କରିବା ସହ ଅଭିଯୁକ୍ତ ୨ଜଣଙ୍କୁ ଆଜି କୋର୍ଟ ଚାଲାଣ…

ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ରକ୍ତବିନ୍ଦୁ କାର୍ଯ୍ୟକ୍ରମ ।

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ): ଡେରାବିଶ ବ୍ଲକ ରଘୁଦେଇପୁର ପଞ୍ଚାୟତ ଅନ୍ତର୍ଗତ ନୋଳସାହି ଗ୍ରାମର ନୋଳସହି ପ୍ରାଥମିକ ବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ପବିତ୍ର ମା ଗଜଲକ୍ଷ୍ମୀ ପୂଜା ଅବସରରେ ଆୟୋଜକ ମା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଗୁରୁବାର ଦିନ…

ମାଆ ଗଜଲକ୍ଷ୍ମୀଙ୍କ ଆଶୀର୍ବାଦ ଭିକ୍ଷା କଲେ ସୋରଡା ବିଧାୟକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବର୍ତ୍ତମାନ ବିଭିନ୍ନ ଗ୍ରାମରେ ମାଆ ଗଜଲକ୍ଷ୍ମୀ ଙ୍କ ପୂଜା ବହୁ ଆଡମ୍ବରରେ ଚାଲିଥିବା ବେଳେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ବିଭିନ୍ନ ଗ୍ରାମ ତରଫରୁ ନିମନ୍ତ୍ରଣ ପତ୍ର ପାଇ ଆଜି ବିଭିନ୍ନ ପୂଜା ମଣ୍ଡପ ବୁଲି ମାଆଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ…

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ୮ମ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୫ପାଳନ

ନବରଙ୍ଗପୁର ତା ୯.୧୦.୨୦୨୫:ଆଜି ଜିଲ୍ଲା ସ୍ତରୀୟ ୮ ମ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୫ ପାଳନ ଅବସର ରେ ସ୍ଥାନୀୟ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଠାରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ଵ)ବିଶ୍ଵଜିତ ବର୍ମନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଏ ଡି…

ପ୍ରତ୍ୟେକ ପ୍ରତିଯୋଗୀ ଜଣେ ଜଣେ ବିଜେତା:ବିଇଓ

ବେଲଗୁଣ୍ଠା ବ୍ଳକ୍ ସ୍ତରୀୟ ବିଜ୍ଞାନ ସେମିନାର୍  ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ଆଜି ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିସରରେ ବେଲଗୁଣ୍ଠା ବ୍ଳକ୍ ସ୍ତରୀୟ ବିଜ୍ଞାନ ସେମିନାର୍ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ପ୍ରଧାନ ଶିକ୍ଷକ…

ଘାନାରେ ଓଡିଆ ଯୁବକ ମୃତ; ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଫେରିଲା ମରଶରୀର

ଭୁବନେଶ୍ବର, ୦୯।୧୦ - ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଘାନାରେ ମୃତ ଓଡିଆ ଯୁବକ ପରମେଶ୍ବର ନାୟକଙ୍କ ମରଶରୀର ଆଜି ତାଙ୍କ ଜନ୍ମମାଟିରେ ପହଞ୍ଚିଛି| ପରମେଶ୍ବରଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଘାନାରେ ଅବସ୍ଥାପିତ…

ସୋଆ ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ୨୦୨୫ ଅନୁଷ୍ଠିତ

ଭୁବନେଶ୍ୱର, ଅକ୍ଟୋବର ୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଅଧିନସ୍ଥ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ଭାବେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ୨୦୨୫ ଆୟୋଜିତ ହୋଇଯାଇଛି । ନିକଟରେ ବିଭିନ୍ନ ଦିବସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୋଆର ବିଭିନ୍ନ…

ଜିଓଭାରତ – ଭାରତର ପ୍ରଥମ ‘ସେଫ୍ଟି ଫାଷ୍ଟ’ ମୋବାଇଲ୍ ଫୋନ୍

- ସ୍ଥାନ (ଲୋକେସନ୍) ମନିଟରିଂ, ବ୍ୟବହାର ପରିଚାଳନା, ଏବଂ ରିଅଲ୍-ଟାଇମ୍ ଫୋନ୍ ସ୍ୱାସ୍ଥ୍ୟ ଜାଣିବା ଫିଚର - ମୂଲ୍ୟ ମାତ୍ର ୭୯୯ ଟଙ୍କା\ - ଜିଓ ଷ୍ଟୋର୍, ପ୍ରମୁଖ ମୋବାଇଲ୍ ଆଉଟଲେଟ୍, ଜିଓମାର୍ଟ, ଅମାଜନ ଆମାଜନ ଏବଂ ସ୍ଵିଗି ଇନଷ୍ଟାମାର୍ଟରେ ଉପଲବ୍ଧ ନୂଆଦିଲ୍ଲୀ,…