Browsing Category

ରାଜ୍ୟ

ସାଂସଦ ମଞ୍ଚରେ ଉପସ୍ଥିତ ଥିବାବେଳେ ତାଙ୍କ ପ୍ରତିନିଧିଙ୍କୁ କେଉଁ ପ୍ରୋଟୋକଲ ଆଧାରରେ ମଞ୍ଚରେ ବସାଗଲା ?

ସରକାରୀ କାର୍ଯ୍ୟକ୍ରମରେ ପ୍ରୋଟୋକଲକୁ ଦଳୀୟ ସ୍ୱାର୍ଥ ପାଇଁ ବଳି ଦିଆଯାଉଛି: ରୋହିତ ପୂଜାରୀ ଭୁବନେଶ୍ୱର, ୧୦/୦୮/୨୦୨୬: ସମ୍ୱଲପୁରରେ ଗତକାଲି ଆୟୋଜିତ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମକୁ ନେଇ ସରକାରୀ ପ୍ରୋଟୋକଲର ଉଲ୍ଲଙ୍ଘନ ହୋଇଛି । ସରକାରୀ କାର୍ଯ୍ୟକ୍ରମର ମଞ୍ଚରେ ସାଂସଦଙ୍କ

ନିତ୍ୟାନନ୍ଦ ପୁର – କୁଣ୍ଢେଇ – ଘୁଙ୍ଗି ରାସ୍ତା ପାଲଟିଛି ମରଣଯନ୍ତା : ଉନ୍ନତିକରଣ ପାଇଁ ଦରଖାସ୍ତ

ରାସ୍ତାର ଅବସ୍ଥା, ଆବଶ୍ୟକ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ଓ ଲୋକଙ୍କ ଅସୁବିଧାକୁ ବିଚାର କୁ ନେଇ , ଏ ନିତ୍ୟାନନ୍ଦ ପୁର - କୁଣ୍ଢେଇ - ଘୁଙ୍ଗି ରାସ୍ତାର ଉନ୍ନତିକରଣ କାର୍ଯ୍ୟ ତୁରନ୍ତ କରିବାକୁ , ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଲୋକେ ତାଙ୍କ ବିଧାୟକ ତଥା

ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ବନ୍ଦ ହେଲେ ଆନ୍ଦୋଳନ: ଓଜେୟୁର ଚେତାବନୀ

ପୁରୀ, ୧୦/୮: ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ତେଜିଲା ଦାବି। ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାକୁ ଅପରିବର୍ତ୍ତିତ ରଖିବା ଦାବିରେ ରାଜ୍ୟବ୍ୟାପୀ ଆନ୍ଦୋଳନର ଚେତାବନୀ ଦେଇଛି ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ)। ଚଳିତବର୍ଷ ସାମ୍ବାଦିକମାନଙ୍କୁ ଦିଆଯାଉଥିବା

ସୋଆରେ ବିକଶିତ ଭାରତ ୟୁବା କନେକ୍ଟ ପ୍ରୋଗ୍ରାମ୍ ଆୟୋଜିତ

ଭୁବନେଶ୍ୱର, ଅଗଷ୍ଟ ୧୦: ଶିକ୍ଷା 'ଓ' ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ଶନିବାର କ୍ୟାମ୍ପସ-୪ ପରିସରରେ "ବିକଶିତ ଭାରତ ନିମନ୍ତେ ନିଶାମୁକ୍ତ ଭାରତ ଅଭିଯାନ\" କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରସଙ୍ଗ ରହିଥିଲା “ନଶାମୁକ୍ତ ୟୁବା ଫର

ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ବେଲଗୁଣ୍ଠା,୧୦/୦୮, -(ଶିବରାମ ଚୌଧୁରୀ )-ଆଜି ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷର ପୋଷାକ ବିତରଣ ମେଳା ଆୟୋଜିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ଗୌଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ

ଭଦ୍ରକର ବାସୁଦେବପୁର ବ୍ଳକ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳକଂ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଭଦ୍ରକ, ତା–୧୦/୦୮/୨୦୨୬: ବାସୁଦେବପୁର ବ୍ଳକ ପଂଚାୟତ ସମିତି ସମ୍ମିଳନୀ କକ୍ଷ ପରିସରଠାରେ ଆଜି ଜିଲ୍ଲାପାଳକଂ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଶୁଣାଣିରେ ମୋଟ ୩୬୩ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଏଥିରୁ ୨୭୮ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଥିବାବେଳେ ୭୬ଟି

ରକ୍ତଦାନ କ୍ଷେତ୍ରରେ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ପୁରସ୍କୃତ

ବେଲଗୁଣ୍ଠା, ୧୦/୦୮,-(ଶିବରାମ ଚୌଧୁରୀ )-ଆଂଚଳିକ ସ୍ନାତକ ମହାବିଦ୍ୟାଳୟ ର ଯୁବ ରେଡକ୍ରସ୍ ଶାଖା ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୯୨ ୟୁନିଟ୍ ରକ୍ତ ସଂଗ୍ରହ କରି ବ୍ଲଡ଼ ପ୍ରଦାନ କରିଥିବାରୁ ଭାରତୀୟ ରେଡ଼କ୍ରସ୍ ସୋସାଇଟ - ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ

ମାଲକାନଗିରି ବଙ୍ଗାଳୀ ସମାଜ ପକ୍ଷରୁ ଶିଶୁ ସେବା ସଦନର ଶୁଭାରମ୍ଭ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:: ମାଲକାନଗିରି ବଙ୍ଗାଳୀ ସମାଜ ଅଧୀନସ୍ଥ ଶିକ୍ଷା ସଂସ୍କାର ସମିତି ପକ୍ଷରୁ ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ଗ୍ରାମପଞ୍ଚାୟତର ଏମ୍‌.ଭି.-୧୦ ଗ୍ରାମରେ ଏକ ଶିଶୁ ସେବା ସଦନର ଶୁଭ ଉଦ୍ଘାଟନ କରାଯାଇଛି। ଏହି ଅବସରରେ ବଙ୍ଗାଳୀ

ଜଳାଶୟ ପୁନରୁଦ୍ଧାର : ୩ବର୍ଷରେ ଓଡ଼ିଶା କେନ୍ଦ୍ରରୁ ପାଇଛି ୧୮୨୯ କୋଟି

ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ସୂଚନା ଭୁବନେଶ୍ୱର/ନୂଆଦିଲ୍ଲୀ,୧୦ା୮: ଜଳାଶୟ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଗତ ୩ବର୍ଷରେ ଓଡ଼ିଶାକୁ ୧୮୨୯ କୋଟି ୫୬ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି । ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମମୁଖୀ ପ୍ରଶାସନ ଅଧୀନରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ