Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୨୭.୧୦.୨୦୨୫ ରୁ ୨.୧୧.୨୦୨୫ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ ପାଳନ
ନବରଙ୍ଗପୁର ତା୨୯.୧୦.୨୦୨୫: ଅଶୋକ ସାହୁ,ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଏବଂ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଗତ ୨୭.୧୦.୨୦୨୫ ତାରିଖ ରୁ ୨.୧୧.୨୦୨୫ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଗତ ୨୭ ୧୦.୨୦୨୫ ତାରିଖ ଦିନ…
ରାଜଗାଙ୍ଗପୁର ପରିମଳ ବ୍ୟବସ୍ଥାର ପୁନଃଟେଣ୍ଡର ପ୍ରସ୍ତାବ: ସପକ୍ଷରେ ୮, ବିପକ୍ଷରେ ୧୨
ରାଜଗାଙ୍ଗପୁର, ୨୮/୧୦/୨୫. ରାଜଗାଙ୍ଗପୁର ପୌରାଞ୍ଚଳର ପରିମଳ ବ୍ୟବସ୍ଥାକୁ ବାର୍ଷିକ ୬ କୋଟି ଟଙ୍କା ବିନିମୟରେ ଗତବର୍ଷ ଏକ ବେସରକାରୀ ସଂସ୍ଥାକୁ ଦିଆଯାଇଥିଲା। ମାତ୍ର ସେହି ସଂସ୍ଥା ଠିକ ଭାବରେ ସଫା କରୁନାହିଁ ବୋଲି ବାରମ୍ବାର ଅଭିଯୋଗ ଉଠିଥିଲା । ଦଳେ ୱାର୍ଡସଭ୍ୟ ସେହି ସଂସ୍ଥାକୁ ସମର୍ଥନ…
ମୃତ୍ୟୁ ବି ଏମିତି ଆସେ,ଭାଗବତ ଶୁଣି ଫେରିଲା ବେଳେ ଟଳି ପଡିଲେ ଆଶା ଦିଦି
କେନ୍ଦୁଝର,ତା୨୯/୧୦- ମୃତ୍ୟୁ ବି ଏମିତି ଆସେ,ଭାଗବତ ପୁରାଣ ପାଠ ଶୁଣି ଘରକୁ ଫେରିବା ବେଳେ ବାଟରେ ଟଳି ପଡିଲେ ଆଶା ଦିଦି,ଡାକ୍ତରଖାନାରେ ମୃତ୍ୟୁ ଘୋଷଣା କଲେ ଡାକ୍ତର,ଏମିତି ଏକ ଅଭାବନୀୟ ଘଟଣା ଘଟି ଯାଇଛି କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ। ତେଲକୋଇ ଥାନା ଜଗମୋହନପୁର ପଞ୍ଚାୟତ ଅନ୍ତର୍ଗତ…
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
ଭୁବନେଶ୍ୱର, ୨୮/୧୦ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ \"ମୋନ୍ଥା\' ଉତର - ଉତରପୂର୍ବ ଗୋପାଳପୁର ଠାରୁ ୫୩୦ କି.ମି ଦୂରରେ ରହିଥିବା ବେଳେ ଏହା ଆନ୍ଧ୍ର ପ୍ରଦେଶ ମୁହାଁ ହୋଇଛି ଏବଂ ମଙ୍ଗଳବାର ରାତି ୧୧ ଟାରୁ ୧.୦୦ଟା ମଧ୍ୟରେ ଦକ୍ଷିଣ ବିଶାଖାପାଟଣା ଉପକୂଳ ଦେଇ ଅତିକ୍ରମ କରିବ…
ବନ୍ଧକ ଗୃହକୁ ନିଜ ଅଧୀନକୁ ଆଣୀଲେ ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷ,
ଓଡ଼ଗାଁ,୨୮।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଲକ୍ଷ୍ମୀ ବଜାରରେ ଥିବା ନୟନ କୁମାର ପାତ୍ରଙ୍କ ବନ୍ଧକ ଗୃହକୁ ନିଜ ଅଧୀନକୁ ଆଣୀଲେ ଷ୍ଟେଟ୍ ବ୍ୟାଙ୍କ କର୍ତ୍ତୃପକ୍ଷ । ଗୃହ କର୍ତ୍ତା ନୟନ କୁମାର ପାତ୍ର ରହିବା ଘରକୁ ବନ୍ଧକ କରି ଶ୍ରୀ ଗଣେଶ ଷ୍ଟୋର ନାମରେ ଓଡ଼ଗାଁ ଷ୍ଟେଟ…
ସୂଚନା ଫଳକ ଦୁର୍ଘଟଣାରେ ମୃତ ନାବାଳକ ହିନର ବାପା ଓ ଭାଇକୁ ଭିନ୍ନ କ୍ଷମ ଭତା ପାଇଁ ଦାବି,
ଓଡ଼ଗାଁ,୨୮।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରୋହିବାଙ୍କ ପଞ୍ଚାୟତ ନରସିଂହ ପ୍ରସାଦ ଗାଁରେ କାର୍ତ୍ତିକ ମାସରେ ପ୍ରତିଦିନ ପରି ଶନିବାର ସନ୍ଧ୍ୟାରେ ଠାକୁରାଣୀ ମନ୍ଦିର ଚତୁଃପାର୍ଶ୍ଵରେ ଗାଁର ଯୁବକମାନେ ବୁଲି ସଙ୍କୀର୍ତ୍ତନ କରୁଥିବା ବେଳେ ସୂଚନା ଫଳକ ଭୁଷୁଡି…
ବିଜେପୁର ହସ୍ପିଟାଲ ସମ୍ମୁଖରେ ବାଇକ ଦୁର୍ଘଟଣା : ଗୁରୁତର ଆହତ ହେଲେ ପୂର୍ଣ୍ଣିମା ମୁଗ୍ରୀ
ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବଡ଼ବାଉସେନ ଗ୍ରାମପଂଚାୟତ କୁରକୁଟା ଗଣ୍ଡପାଲି ଗ୍ରାମର ପୂର୍ଣ୍ଣିମା ମୁଗ୍ରୀ, ସ୍ୱାମୀ ଅନାଦି ମୁଗ୍ରୀ, ଆଜି ସନ୍ଧ୍ୟା ପ୍ରାୟ ଛଅଟା ବେଳେ ବିଜେପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ତାଙ୍କ ଜଣେ ସମ୍ପର୍କୀୟଙ୍କୁ ଦେଖିବା ପାଇଁ ଆସିଥିଲେ।…
“ବିଗୁଲ”ର ନୂଆଁଖାଇ ଭେଟଘାଟ ଓ ଚତୁର୍ଥ ବାର୍ଷିକ ଉତ୍ସବ
ସୁବର୍ଣ୍ଣପୁର, ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ) ପଶ୍ଚିମ ଓଡ଼ିଶାର ଅଗ୍ରଣୀ ୱେବ୍ ଚେନାଲ ବିଗୁଲ ଟିଭିର ନୂଆଁଖାଇ ଭେଟଘାଟ ଓ ଚତୁର୍ଥ ବାର୍ଷିକ ଉତ୍ସବ ଧୁମ୍ ଧାମରେ ପାଳିତ ହୋଇଯାଇଛି । ସ୍ଥାନୀୟ ଟାଉନ୍ ହଲ୍ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୃତ୍ୟ, ଗୀତ ସହ କବିତା ଆସର ଆୟୋଜିତ…
ଚତୁର୍ଥ ପାରଳା ମହୋତ୍ସବ–୨୦୨୫ ଆୟୋଜିତ
https://youtu.be/b0CnvYJrQwI
ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) : ଗଜପତି ଜିଲ୍ଲା ସଦର ପାରଳାଖେମୁଣ୍ଡି ସ୍ଥିତ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ଦୁଇଦିନିଆ ଚତୁର୍ଥ ପାରଳା ମହୋତ୍ସବ–୨୦୨୫ ସଫଳତା ସହ ଅନୁଷ୍ଠିତ ହୋଇଛି। ପାରଳାର ଅଗ୍ରଣୀ ଓଡିଶୀ ନୃତ୍ୟ ଅନୁଷ୍ଠାନ ଶ୍ରୀଜଗନ୍ନାଥ…
ଏକଲ ବିଦ୍ୟାଳୟ ର ଦୁଇ ଦିନିଆ ଅଭ୍ୟାସ ବର୍ଗ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୮/୧୦/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଦୁଇ ଦିନିଆ ଏକଲ ବିଦ୍ୟାଳୟ ଅଭ୍ୟାସ ବର୍ଗ ଅନୁଷ୍ଠିତ ହୋଇଯାଇଛି। ସଞ୍ଚ ସଂଚାଳକ ଭଗବାନ ମହାନ୍ତି ଙ୍କ ସଭାପତିତ୍ବରେ ଆୟୋଜିତ ଦୁଇ ଦିନିଆ କର୍ମଶାଳାରେ ଡାବୁଗାଁ ସଞ୍ଚର…