Browsing Category

ରାଜ୍ୟ

ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନ

ବଲାଙ୍ଗୀର, ୧୧/୮: ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନ ଆଜିଠାରୁ ଉତ୍ସାହ ଓ ଦେଶପ୍ରେମର ପରିବେଶ ମଧ୍ୟରେ ଆରମ୍ଭ ହୋଇଛି। ଏହି ଅବସରରେ ଆଜି ସର୍କିଟ୍‌ ହାଉସ୍‌ରୁ ଏକ ବିଶାଳ ତ୍ରିରଙ୍ଗା ରାଲି ବାହାରିଥିଲା। ଜିଲ୍ଲାପାଳ

‘ଡିଜିଟାଲ୍ ଆରେଷ୍ଟ’ ଠକେଇରୁ ସତର୍କ ରହିବାକୁ ପରାମର୍ଶ

ବଡ଼ମାଳ: ଦିନକୁ ଦିନ ବଢ଼ିଚାଲିଥିବା ସାଇବର ଅପରାଧ ଓ ଅନଲାଇନ୍ ଠକେଇକୁ ନେଇ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ବଡ଼ମାଳ ଥାନା ପରିସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବଡ଼ମାଳ ଥାନାଧିକାରୀ ଦିଲୀପ ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି

ଗାଁ ମୁହାଁ ହାତୀର ସୁରକ୍ଷା ପାଇଁ ସଚେତନତା ଓ ଫଳନ୍ତି ଚାରା ବଣ୍ଟନ

କେନ୍ଦୁଝର,ତା୧୧/୮- ଆଜି ଅପରାହ୍ନରେ କେନ୍ଦୁଝର ବନାଞ୍ଚଳର ହାତୀ ଚଲାପଥ ଗ୍ରାମ ବାସୁଦେବପୁର ଠାରେ ହାତୀ -ମଣିଷ ସଂଘର୍ଷକୁ ପ୍ରଶମନ କରବା ପାଇଁ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଆରପି ଶ୍ରମତୀ ନିବେଦିତା ମହାନ୍ତ ଓ ଚଉଦଟି ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତିନିଧି ବୈଠକ ଓ ବିଭିନ୍ନ ଫଳ

ନବରଙ୍ଗପୁରରେ ଘରୋଇ ହିଂସା ନିରୋଧ ଆଇନ, ୨୦୦୫ ଉପରେ ଜିଲ୍ଲାସ୍ତରୀୟ ଏକଦିନିଆ ପ୍ରଶିକ୍ଷଣ

ନବରଙ୍ଗପୁର, ୧୧.୮.୨୦୨୬: ନବରଙ୍ଗପୁର ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଘରୋଇ ହିଂସାରୁ ମହିଳାମାନଙ୍କ ସୁରକ୍ଷା ଆଇନ, ୨୦୦୫ ଉପରେ ଏକ ଜିଲ୍ଲାସ୍ତରୀୟ ଏକଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ନବରଙ୍ଗପୁର ଦ୍ୱାରା ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ଜିଲ୍ଲା

ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଷ୍ଟାର୍ଟଅପ୍ ଇନୋଭେସନ୍ କର୍ମଶାଳା

ବେଲଗୁଣ୍ଠା, ୧୧/୦୮, -(ଶିବରାମ ଚୌଧୁରୀ )-କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ପରିସରରେ ଷ୍ଟାର୍ଟଅପ୍ ଇନୋଭେସନ୍ କର୍ମଶାଳା ଓ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଗିରିଧର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ

ଭକ୍ତି ନୈବେଦ୍ୟ ପକ୍ଷରୁ ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୯୫ତମ ଜୟନ୍ତୀ ଉତ୍ସବ ପାଳିତ

https://youtu.be/RHo3dm2M45U ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ବର ଏବଂ ଭକ୍ତି ନୈବେଦ୍ୟ ସାଂସ୍କୃତିକ ଅନୁଷ୍ଠାନ, ପାରଳାଖେମୁଣ୍ଡିର ମିଳିତ ସ‌ହ‌ଯୋଗରେ ପଦ୍ମଶ୍ରୀ

ତେର ବର୍ଷ ହେଲା ଟଙ୍କାଟିଏ ନଦେଇ ମେଡିକାଲର ଏକ ଘର ମାଡିବସିଛନ୍ତି ପଥୋଲୋଜି ମାଲିକ

ବେଲଗୁଣ୍ଠା,୧୦/୦୮,-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର -୧ ପରିସରରେ ଏକ ଘରକୁ ୨୦୧୩ ରୁ ଜଣେ ପାଥୋଲୋଜି ମାଲିକ ମାଡ଼ି ବସିଛନ୍ତି। ସେ ୨୦୧୩ ରେ ଓଟିଟିଇଟି ମାଧ୍ୟମରେ ଏକ ଘରକୁ ସେ ହାତେଇଥିଲେ। ସେଠାରେ ପାଥୋଲୋଜି ପରୀକ୍ଷାରେ ଯାହା ପ୍ରାପ୍ୟ

୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ନେଇ ବିଜ୍ଞାନ ଶିକ୍ଷକମାନଙ୍କ ପ୍ରଶିକ୍ଷଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଗ୍ରେସ ଉପଲକ୍ଷେ ଗଜପତି ଜିଲ୍ଲାର ସମସ୍ତ ବିଜ୍ଞାନ ଶିକ୍ଷକଙ୍କ ଏକ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତି ଯୋଗାଯୋଗ ପରିଷଦ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ,ଭାରତ ସରକାରଙ୍କର

ଜାତୀୟସ୍ତରର ପ୍ରେରଣା କାର୍ଯ୍ୟକ୍ରମରେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ , ଗଜପତି ର ଛାତ୍ର ଶୁଭଙ୍କର ପଟ୍ଟନାୟକଙ୍କ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ର ଶୁଭଙ୍କର ପଟ୍ଟନାୟକ ଜିଲ୍ଲାସ୍ତରୀୟ ପ୍ରେରଣା ପ୍ରତିଯୋଗୀତାରେ ଉତ୍ତୀର୍ଣ୍ଣ ହୋଇ ଜାତୀୟ ସ୍ତରର ପ୍ରେରଣା କାର୍ଯ୍ୟକ୍ରମରେ ଅଗଷ୍ଟ ୨ ରୁ ୮ ପର୍ଯ୍ୟନ୍ତ ଆମ ଯଶସ୍ବୀ

ଭୁବନେଶ୍ୱରରେ ‘ବିକଶିତ ଭାରତ ୨୦୪୭’ ଭିଜନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, ୧୧ ଅଗଷ୍ଟ ୨୦୨୬:ବିକଶିତ ଭାରତ ସଙ୍କଳ୍ପ ସଂସ୍ଥାନ (VBSS) ପକ୍ଷରୁ ଭୁବନେଶ୍ୱରରେ ‘ବିକଶିତ ଭାରତ ୨୦୪୭’ ଭିଜନ୍ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ କୁମାର ପୂଜାରୀଏହି କାର୍ଯ୍ୟକ୍ରମରେ