Browsing Category

ରାଜ୍ୟ

ଶ୍ରୀରଘୁନାଥଜିଉଙ୍କ ବରିଷ୍ଠ ପୂଜକ, ହିନ୍ଦି ଶିକ୍ଷକ ତଥା ଖବରଦାତାଙ୍କ ପରଲୋକ

ଓଡ଼ଗାଁ,୧୨।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ଶ୍ରୀ ରଘୁନାଥ ଜିଉଙ୍କ ବରିଷ୍ଠ ପୂଜକ, ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠ ଅବସରପ୍ରାପ୍ତ ହିନ୍ଦି ଶିକ୍ଷକ ତଥା ଦୁର୍ମୁଖର ଖବରଦାତା ଭାବେ କାର୍ଯ୍ୟ କରିଥିବା ବ୍ରଜ କିଶୋର ନନ୍ଦଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ପରଲୋକ…

ଉଦଯାପିତ ହେଲା ଗନ୍ଧମାର୍ଦନ ନାଟକ ମହୋତ୍ସବ।

ପଦ୍ମପୁର:- ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ଠାରେ ଅବର୍ଣ୍ଣିଗୁଁଡା ନାଟ୍ୟସଂସଦ ତରଫରୁ ଆୟୋଜିତ ଗନ୍ଧମାର୍ଦନ ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି। ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ମହୋତ୍ସବରେ ଭୁବନେଶ୍ୱର,ଦେବଗଡ଼, ସୁନ୍ଦରଗଡ଼, ଜ୍ଞାନ, ଖରିଆର୍ ଓ ପଦ୍ମପୁର ର "ଲୁ" ଅନୁଷ୍ଠାନ ର…

କିଟ୍ ଡେଣ୍ଟାଲ କଲେଜକୁ ଚରକ ଜାତୀୟ ପୁରସ୍କାର

ଭୁବନେଶ୍ୱର,୧୧। ୧୧: କ୍ଲିନିକାଲ୍ ଉତ୍କର୍ଷତା ନିମନ୍ତେ ଇଣ୍ଡିଆନ୍ ଡେଣ୍ଟାଲ ଆସୋସିଏସନ (ଆଇଡ଼ିଏ) ପକ୍ଷରୁ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନସେସ୍‌ (କିଡ଼ସ୍‌)କୁ ଜାତୀୟ ଚରକ ପୁରସ୍କାର ପ୍ରଦାନ କରାଯାଇଛି। ଆଇଡ଼ିଏ ପକ୍ଷରୁ ଗତ ୮ତାରିଖ ମୁମ୍ବାଇରେ ଅନୁଷ୍ଠିତ ଏକ ଉତ୍ସବରେ କିଡ଼ସ୍‌କୁ…

ବିଆଇପିଏଫ୍ ପକ୍ଷରୁ ଶାମ୍ଭବୀ ପୁରସ୍କାର ୨୦୨୬ ନିମନ୍ତେ ନାମାଙ୍କନ ପତ୍ର ଆହ୍ଵାନ

ନଭେମ୍ବର ୧୨,୨୦୨୫, ଭୁବନେଶ୍ୱର: ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍) ୧୩ତମ ଶାମ୍ଭବୀ ପୁରସ୍କାର ପାଇଁ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି, ବ୍ୟକ୍ତିବିଶେଷଙ୍କ ଗୋଷ୍ଠୀ ଏବଂ ସଂଗଠନରୁ ଆବେଦନ ଆମନ୍ତ୍ରଣ କରୁଛି। ଏହି ପୁରସ୍କାରରେ ୫ ଲକ୍ଷ ଟଙ୍କା ନଗଦ ପୁରସ୍କାର,…

ବଡ଼ବିଲରେ ଏଏମ୍ /ଏନ୍ଏସ୍ ଇଣ୍ଡିଆ ଦ୍ୱାରା ଆଦର୍ଶ ଅଙ୍ଗନୱାଡ଼ି କେନ୍ଦ୍ର ଉଦଘାଟିତ

ବଡ଼ବିଲ, ନଭେମ୍ବର ୧୧, ୨୦୨୫: ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ଏହାର ପ୍ରମୁଖ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍ ) ପ୍ରକଳ୍ପ 'ପଢ଼େଗା ଭାରତ'ର ଏକ ଅଂଶ ଭାବରେ ସ୍ଥାନୀୟ ପ୍ରଶାସନ ସହଯୋଗରେ ବଡ଼ବିଲର ଡାଲକି ମୁଣ୍ଡା ସାହିରେ ଏକ ଆଦର୍ଶ ଅଙ୍ଗନୱାଡ଼ି…

ଇଣ୍ଡିଆନ୍‍ ଇନଷ୍ଟିଚୁ୍ୟଟ ଅଫ୍‍ ଆର୍କିଟେକ୍ଟସ୍‍ ଓଡ଼ିଶା ଚାପ୍ଟର ଉପସ୍ଥାପନ କରୁଛି ଡିଜାଇନ କାର୍ଣ୍ଣିଭାଲ ଆଣ୍ଡ୍‍…

ଭୁବନେଶ୍ୱର : ଇଣ୍ଡିଆନ ଇନ୍‍ଷ୍ଟିଚୁ୍ୟଟ ଅଫ ଆର୍କିଟେକ୍ଟସ୍‍ ଓଡ଼ିଶା ଚାପ୍ଟର ପକ୍ଷରୁ ଏହାର ଅଗ୍ରଣୀ ବାର୍ଷିକ କାର୍ଯ୍ୟକ୍ରମ ଡିଜାଇନ କାର୍ଣ୍ଣିଭାଲ ଆଣ୍ଡ୍‍ ବିଲ୍‍ଡ ଏକ୍ସପୋ ୨୦୨୫ ପୁନଃ ଆୟୋଜନ ସମ୍ପର୍କରେ ଗର୍ବର ସହିତ ଘୋଷଣା କରାଯାଇଛି । ଏହା ନଭେମ୍ବେର ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ…

ସୋଆରେ ଆନ୍ତର୍ଜାତିକ ସମ୍ମିଳନୀ ‘ଆଜରା -୨୦୨୫’ ଉଦ୍‌ଘାଟିତ

ଭୁବନେଶ୍ୱର, ନଭେମ୍ବର ୧୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌), ଆପ୍ଳାଏଡ୍ ଜୁଲୋଜିଷ୍ଟସ୍ ରିସର୍ଚ୍ଚ ଆସୋସିଏସନ୍ (ଆଜରା) ଏବଂ ଇଂଟରନ୍ୟାସ୍‌୍‌ନାଲ ରାଇସ୍ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ (ଆଇଆର୍‌ଆର୍‌ଆଇ), ଫିଲିଫାଇନ୍ସ ର…

ସୋଆ ଆଇଏଏସ୍‌ରେ ମାଣ୍ଡିଆ ଦିବସ ପାଳିତ

ଭୁବନେଶ୍ୱର, ନଭେମ୍ବର ୧୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌)ରେ ସୋମବାର ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଓଡିଶା କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ ଡିନ୍ (ଏକସଟେନସନ) ଡକ୍ଟର ଚକ୍ରଧର ଶତପଥୀ…

ଜୁନିୟର ଇଞ୍ଜିନିୟର ଜୟନାରାୟଣ ବାଗ ୨୨ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ଅର୍ଥ ଦୁରୁପଯୋଗ କରିଥିବା ଅଭିଯୋଗରେ ଭିଜିଲାନ୍ସ…

ବଲାଙ୍ଗିର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):-ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକର ଜୁନିୟର ଇଞ୍ଜିନିୟର ଶ୍ରୀ ଜୟନାରାୟଣ ବାଗଙ୍କୁ ଓଡ଼ିଶା ଭିଜିଲାନ୍ସ ୨୨,୧୬,୦୭୨ ଟଙ୍କା ସରକାରୀ ଅର୍ଥ ଦୁରୁପଯୋଗ କରିଥିବା ଅଭିଯୋଗରେ ଗିରଫ କରିଛି। ସେ ବେଲପଡା ଗ୍ରାମପଞ୍ଚାୟତ ଅଞ୍ଚଳରେ ଥିବା ପୋଖରି…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଲାୟନ୍ସ କ୍ଲବ ତରଫରୁ ପ୍ରତିଯୋଗିତା ଅନୁଷ୍ଠିତ ।

ପଦ୍ମପୁର:- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଲାୟନ୍ସ କ୍ଲବ ତରଫରୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ନବମ ଓ ଦଶମ ଶ୍ରେଣୀ ପାଇଁ English Essay Competition “TOGETHER AS ONE” ହୋଇଥିବା ବେଳେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଚିତ୍ରାଙ୍କନ ପ୍ରତିଯୋଗିତା “TOGETHER…